ବିଜେପି ସମର୍ଥିତ ସରକାରକୁ ସମର୍ଥନ ଘୋଷଣା କଲା କଂଗ୍ରେସ

ଶିଲଂ: କେନ୍ଦ୍ରୀୟ ସ୍ତରରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଥିବା ବେଳେ ମେଘାଳୟରେ ଅଜବ ଘଟଣା ଘଟିଛି। ମେଘାଳୟରେ ଥିବା କଂଗ୍ରେସର ସମସ୍ତ ୫ ବିଧାୟକ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି। ସେମାନେ ନ୍ୟାଶନାଲ ପିପୁଲ୍ସ ପାର୍ଟି(ଏନପିପି)

ହିଜାବ ଇସଲାମ ଧର୍ମର ଅଂଶ ନୁହଁ ! ବୃହତ୍ତର ବେଞ୍ଚକୁ ଯିବ ମାମଲା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ଦିନକୁ ଦିନକୁ ତେଜିବା ସହ ମାମଲା ନ୍ୟାୟାଳୟରେ ପହଞ୍ଚିଛି। ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟ ଆଜି ଶୁଣାଣି କରି ଏହାକୁ ବୃହତ୍ତର ବେଞ୍ଚରେ ଶୁଣାଣି ପାଇଁ ସୁପାରିଶ କରିଛନ୍ତି। ଜଣିକିଆ ବେଞ୍ଚ ତଥା ଜଷ୍ଟିସ୍‌ କ୍ରିଷ୍ଣା ଦିକ୍ସିତ୍ ଏହି ମାମଲାର

କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ: କେକେବିଏନ୍ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି

ବାଲିଗୁଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ମଙ୍ଗଳବାର ଦିନ ଫିରିଙ୍ଗିଆ ଥାନା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି

ତାମିଲନାଡୁରେ କାର୍ଯ୍ୟରତ ଓଡ଼ିଆ ଶ୍ରମିକଙ୍କ ମୃତ୍ୟ, ଶବକୁ ଫେରାଇ ଆଣିବା ପାଇଁ ପରିବାର ଲୋକଙ୍କ ଗୁହାରି

ଖଲ୍ଲିକୋଟ : ଗତକାଲି ଟତାମିଲ୍ନାଡୁ ର ଏକ ଘରୋଇ କମ୍ପାନୀ ରେ କାର୍ଯ୍ୟରତ ଅବସ୍ଥା ରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମ ର ଜଣେ ୪୫ ବର୍ଷ ର ଓଡ଼ିଆ ଶ୍ରମିକ ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାଇ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକ୍ୟପୁର ଗ୍ରାମର

ଅସନ୍ତୁଷ୍ଟ ବିଜେଡି ପ୍ରଚାରରେ ଦୁଲୁକୁଛି ବିଧାୟିକାଙ୍କ ପଞ୍ଚାୟତ କେଶପୁର

ଖଲ୍ଲିକୋଟ : (୯/୨) ଖଲ୍ଲିକୋଟ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ବିଜେଡି - ବିଜେଡି ଭିତରେ ଲଢେଇ ତୀବ୍ର ରୂପ ନେଉଥିବା ବେଳେ କେଶପୁର ଓ ଦାନପୁର ପଂଚାୟତ ନେଇ ଉଭୟ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଙ୍କ ମଧ୍ୟରେ ଲଢେଇ ମୁହାଁମୁହିଁ ହେଉଥିବା ବେଳେ ଉଭୟ ପଂଚାୟତ ବିଧାୟିକା ଙ୍କ ପାଇଁ

ସ୍ୱାମୀ ଏବଂ ସମ୍ପର୍କୀୟଙ୍କୁ ଫସାଇବା ପାଇଁ ବ୍ୟବହାର ହେଉଛି ଯୌତୁକ ନିର୍ଯାତନା ଆଇନ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯୌତୁକ ନିର୍ଯାତନାରୁ ରକ୍ଷା ପାଇବା ପାଇଁ ଆଇପିସିର ଧାରା 498A ଆଇନରେ ଯୋଡା ଯାଇଛି। କିନ୍ତୁ ଏହାକୁ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହି ଅସ୍ତ୍ର ସ୍ୱାମୀ ଏବଂ ତାଙ୍କ ସମ୍ପର୍କୀୟଙ୍କ ଉପରେ ଶତ୍ରୁତା କାରଣରୁ ବ୍ୟବହୃତ ହୋଇଥାଏ।

ସେୟାର ବଜାରରେ ବଡ଼ କ୍ଷତି, ୧୦୦୦ରୁ ଅଧିକ ପଏଣ୍ଟ ଖସିଲା ବିଏସଇ ସେନସେକ୍ସ

ମୁମ୍ବାଇ,୦୮/୦୨: ବିତ୍ତୀୟ, ଏଫ୍‌ଏମ୍‌ସିଜି ଏବଂ ଅଟୋ ଷ୍ଟକ୍‌ଗୁଡ଼ିକ ଖସିବା ଫଳରେ ସୋମବାର ଭାରତୀୟ ପୁଞ୍ଜି ବଜାରରେ ବଡ଼ ହ୍ରାସ ଘଟିଛି। କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସରେ ୧,୦୨୪ ପଏଣ୍ଟ ହ୍ରାସ ଘଟିଛି । ଫଳରେ ଏହା ୫୭,୬୨୧ ପଏଣ୍ଟରେ ବନ୍ଦ ହୋଇଛି । ୩ଟି

ଲତା ଦିଦିଙ୍କ ଅନ୍ତିମ ସଂସ୍କାରରେ ସାମିଲ୍‌ ହେଲେନି ବିଗ୍‌ ବି

ନୂଆଦିଲ୍ଲୀ ୦୮।୦୨ : ଭାରତର କୋକିଳ କଣ୍ଠୀ ଲତା ମଙ୍ଗେଶକର ୯୨ ବର୍ଷ ବୟସରେ ପରଲୋକ ହୋଇଛନ୍ତି । ତାଙ୍କ ମୃତ୍ୟୁରେ ସାରା ଦେଶ ମ୍ରିୟମାଣ ହୋଇ ପଡିଛି । ଲତା ମଙ୍ଗେସକରଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଅନେକ ସେଲିବ୍ରିଟି ସହ ବଡ ବଡ ରାଜନେତା ସହ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ

ଭଗବାନ ଶିବଙ୍କ ତପସ୍ୟା କରି ବରଦାନ ପାଇଥିଲେ ଶନିଦେବ

ହିନ୍ଦୁ ଧର୍ମରେ ଶନିଦେବଙ୍କୁ ସୂର୍ଯ୍ୟ ତଥା କର୍ମଫଳ ଦାତା ବୋଲି କୁହାଯାଏ। ଶନିଦେବଙ୍କୁ ନ୍ୟାୟମୂର୍ତ୍ତି ମଧ୍ୟ କୁହାଯାଏ। ଶନିଦେବଙ୍କ ସମ୍ପର୍କରେ ଲୋକଙ୍କ ମନରେ ଅନେକ ଭ୍ରାନ୍ତ ଧାରଣା ରହିଛି। ସେଥିପାଇଁ ଅନେକ ଲୋକ ଶନିଦେବଙ୍କୁ ମାରକ, ଅଶୁଭ ଏବଂ ଦୁଃଖର କାରକ ବୋଲି କହିଥାନ୍ତି। କଶ୍ୟପ

ଚିକିଟି ତହସିଲରେ ଏକଶହ ପଟ୍ଟା ବଣ୍ଟନ

ଚିକିଟି : ଚିକିଟି ତହସିଲ ରେ ଦୀର୍ଘ ଦିନ ଧରି ସ୍ଥାନୀୟ ଲୋକଙ୍କ ଜମି କିମ୍ବା ଘରବାରି ଇତ୍ୟାଦି ପଟ୍ଟା ମିଳିପାରୁନଥୁବା ନେଇ ସାଧାରଣ ରେ ଅଭିଯୋଗ ହୋଇ ଆସୁଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ ତହସିଲଦାର ଭାବେ ବିଶ୍ୱରଞ୍ଜନ କଅଁର ଯୋଗ ଦେବା ପରେ ଏହାର