ଦୀପାବଳି ଓ ହୋଲିରେ ମିଳିବ ମାଗଣା ସିଲିଣ୍ଡର, ବିଜେପିର ଘୋଷଣା

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଆଜି ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ (ନିର୍ବାଚନ ଘୋଷଣାପତ୍ର) ଜାରି କରିଛି। ଘୋଷଣାପତ୍ର ସହିତ ବିଜେପି ‘କରକେ ଦିଖାୟା ହେ’ ନାମକ ଏକ ନୂଆ ନିର୍ବାଚନ ଗୀତ ମଧ୍ୟ ଲଞ୍ଚ କରିଛି। ମହିଳା, କୃଷକ ଏବଂ ଯୁବକମାନଙ୍କୁ ଫୋକସ କରି ବିଜେପି

ମଦ ଛାଡ଼ିଥିବା ଲୋକଙ୍କ ଗଣନା କରିବେ ବିହାର ସରକାର

ପାଟନା : ବିହାର ସରକାର ଏକ ଅଜବ ପ୍ରକାରର ସର୍ଭେ କରିବାକୁ ଯାଉଛନ୍ତି । ତାହା ହେଉଛି, ରାଜ୍ୟରେ କେତେ ଲୋକ ମଦ ପିଇବା ଛାଡ଼ିଦେଇଛନ୍ତି ତାହା ଗଣନା କରିବା ।ପୂର୍ବରୁ କରାଯାଇଥିବା ସର୍ଭେ ଅନୁସାରେ ରାଜ୍ୟରେ ମଦ ନିଷିଦ୍ଧ ହେବା ପରେ ପ୍ରାୟ ୧କୋଟି ୬୪ ଲକ୍ଷ ଲୋକ ମଦ ଛାଡ଼ିଦେଇଥିଲେ । କିନ୍ତୁ

କାଳିପଲ୍ଲୀ ପଂଚାୟତରେ ପ୍ରାର୍ଥୀମାନଙ୍କର ଘରକୁ ଘର ବୁଲି ପ୍ରଚାର ଅଭିଯାନ

ଛତ୍ରପୁର : ଛତ୍ରପୁର ବ୍ଲକ କାଳିପଲ୍ଲୀ ପଂଚାୟତରେ ସରପଂଚ ଏବଂ ସମିତି ପ୍ରାର୍ଥୀ ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି । ସରପଂଚ ପ୍ରାର୍ଥିନୀ ଏନ୍‌. ତେଜସ୍ୱିନୀ ଏବଂ ସମିତିସଭ୍ୟ ପ୍ରାର୍ଥୀ ଏସ୍‌. ରମେଶ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । କାଳିପଲ୍ଲୀ ପଂଚାୟତରେ ହେଉଥିବା ବ୍ୟାପକ

ନିର୍ବାଚନ ପାଇଁ ମିଳିବ ୩ ଦିନର ସ୍ୱତନ୍ତ୍ର ଛୁଟି

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଭୋଟ୍ ଗ୍ରହଣ ପାଇଁ ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ଏହି ଛୁଟି ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ କର୍ମଚାରୀଙ୍କୁ ମିଳିବ। ଏ ନେଇ ସବୁ ସଚିବ, ଆରଡିସି ଓ

ନିର୍ବାଚନ ନେଇ ପୋଲିସର ଫ୍ଲାଗମାର୍ଚ୍ଚ

ଦାରିଙ୍ଗବାଡ଼ି (୮/୨) : ଦାରିଙ୍ଗବାଡ଼ି ବ୍ଲକରେ ୨୪ ତାରିଖ ଦିନ ପଞ୍ଚାୟତ ନିର୍ବାଚନ ହେବ । ତାକୁ ନେଇ ପାର୍ଥିଙ୍କ ମଧ୍ୟ ପ୍ରଚାର ଜୋରଦାର ଚାଲିଛି । ହେଲେ ନିର୍ବାଚନ କିଭଳି ଶାନ୍ତିଶୃଙ୍ଖଳାରେ ହେବ ସେନେଇ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ମଧ୍ୟ ଫ୍ଲାଗମାର୍ଚ୍ଚ କରାଯାଇଥିବା ଦେଖିବାକୁ

ରାଜ୍ୟରେ ଫେବ୍ରୁଆରୀ ୧୪ରୁ ଖୋଲିବ ଘରୋଇ ପ୍ରି- ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ । ପ୍ଳେ, ନର୍ସରୀ ଓ କେଜି ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ୧୪ ଫେବ୍ରୁଆରୀ ଠାରୁ ଖୋଲିବ ସ୍କୁଲ । ଏ ନେଇ ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ

କ୍ୟାନ୍‌ସର ଭୟ, ବ୍ୟାନ୍‌ ହେବ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର !

ନୂଆଦିଲ୍ଲୀ: ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର ସାଧାରଣତଃ ଛୋଟ ପିଲାମାନଙ୍କ ଠାରେ ବ୍ୟବହାର ହୁଏ। ଆଜିକାଲି ଏହି ପାଉଡରକୁ ବୟସ୍କମାନେ ମଧ୍ୟ ବ୍ୟବହାର କରୁଛନ୍ତି। ଏହା ବେଶ୍‌ ଚିକ୍କଣ ଏବଂ ପତଳା ପାଉଡର ହୋଇଥିବାରୁ ମାର୍କେଟ୍‌ରେ ଏହାର ଚାହିଦା ମଧ୍ୟ ଢ଼େର ଅଧିକା ରହିଛି। ଆଗକୁ ଏହି

ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବାର ସମ୍ଭାବନା ରହିଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସନ୍ତା ୧୯ରେ ଆସି ୨୦ରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

କରୋନା ଦୂର ପାଇଁ ଆୟୁର୍ବେଦ ବେଶ୍‌ ଉପଯୋଗୀ: ବିଶେଷଜ୍ଞ

ଭୁବନେଶ୍ବର: କରୋନା ସଂକ୍ରମଣରୁ ଦୂର ପାଇଁ ଆୟୁର୍ବେଦ ବେଶ୍‌ ଉପଯୋଗୀ। ଅମୃତାରିଷ୍ଠ, ଅଣୁତୈଳ ଓ ଦ୍ରାକ୍ଷାରିଷ୍ଟ ଆଦି ବ୍ୟବହାର କରିହେବ। ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଡାକ୍ତର ଏହା କହିଛନ୍ତି। କୋଭିଡ ପରବର୍ତ୍ତୀ ଚିକିତ୍ସା ପାଇଁ ମଧ୍ୟ ବେଶ୍‌ ଉପଯୋଗୀ ଆୟୁର୍ବେଦ। କୋଭିଡ ଆକ୍ରାନ୍ତଙ୍କ ପାଇଁ

ଉଗ୍ର ହେଉଛି ହିଜାବ ବିବାଦ: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ସ୍କୁଲ, କଲେଜ ବନ୍ଦ

ବେଙ୍ଗାଲୁରୁ: ହିଜାବ ବିବାଦକୁ ନେଇ କର୍ଣ୍ଣାଟକରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥତି ଅଣାୟତ୍ତ ଆଡ଼କୁ ଅଗ୍ରସର ହେଉଥିବାରୁ ଏହାକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ତେଣୁ କର୍ଣ୍ଣାଟକରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସବୁ ହାଇସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା