ସିଏମ୍‌ସି ନିର୍ବାଚନ: ପ୍ରଥମ କିନ୍ନର୍‌ ଭାବେ ଫର୍ମ କିଣିଲେ ତନୁଶ୍ରୀ

କଟକ: ସମାଜରେ ନିଜର ହକ୍‌ ଜାହିର୍‌ କରିବା ପାଇଁ ପୌର ନିର୍ବାଚନ ମଇଦାନରେ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ତନୁଶ୍ରୀ କିନ୍ନର । କେବଳ ନିଜ କିନ୍ନର ସମାଜ ପାଇଁ ନୁହଁ ବରଂ ସମସ୍ତ କଟକବାସୀଙ୍କ ଦୁଃଖସୁଖର ସାଥୀହେବାକୁ ଲକ୍ଷ୍ୟ ରଖିଛନ୍ତି ତନୁଶ୍ରୀ । ଆଜି ସେ ସହିଦ୍‌ ଭବନ ଆସି

ଖୁବଶୀଘ୍ର ମେୟର ପ୍ରାର୍ଥୀ ତାଲିକା ଘୋଷଣା କରିବ ବିଜେଡି

ଭୁବନେଶ୍ବର: ଆସନ୍ତା ପୌର ନିର୍ବାଚନ ପାଇଁ ଖୁବଶୀଘ୍ର ମେୟର ତାଲିକା ଘୋଷଣା କରିବାକୁ ଯାଉଛି ଶାସକ ଦଳ ବିଜେଡ଼ି । ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ପାଇଁ ମେୟର ତାଲିକା ଘୋଷଣା କରିବା ଦଳ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ଘୋଷଣା କରିବେ ପ୍ରାର୍ଥୀଙ୍କ ନାମ । ଏ ନେଇ ସୂଚନା

ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ: ଯୁବକଙ୍କୁ ଇଟାରେ ଛେଚି ହତ୍ୟା କରିଥିବା ସନ୍ଦେହ

ଭୁବନେଶ୍ୱର ରାଜଧାନୀରେ ଦିନକୁ ଦିନ ଅପରାଧ ସହ ଅପରାଧୀଙ୍କ ବଢ଼ିବାରେ ଲାଗିଛି। ପୁଣି ଭୁବନେଶ୍ବର ମଞ୍ଚେଶ୍ବର ଥାନା ଅନ୍ତର୍ଗତ ମୁଣ୍ତାସାହି ପାଣି ଟାଙ୍କି ନିକଟରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏକ ନିର୍ମାଣଧିନ ଘର ଭିତରୁ ଯୁବକଙ୍କ କ୍ଷତାକ୍ତ ଉଦ୍ଧାର କରାଯାଇଛି। ଯୁବକଙ୍କୁ ଇଟାରେ ଛେଚି

ରାଜ୍ୟରେ ଖାଇବା ତେଲର ଅଭାବ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର: ରାଜ୍ୟରେ ଖାଇବା ତେଲର ଅଭାବ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଯୋଗାଣ ସଚିବ ଭି. ଭି ଯାଦବ । ଜିଲ୍ଲାରେ ଚାହିଦା ମୁତାବକ ଖାଇବା ତେଲ ଷ୍ଟକର ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଲର ଓ ଷ୍ଟକିଷ୍ଟଙ୍କ ସହ ଆଲୋଚନା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ବାରବାଟୀରେ ଜୁନ୍‌ ୯ରେ ଭାରତ-ଦ.ଆଫ୍ରିକା T20

କଟକ: ବିସିସିଆଇ ତା'ର ପ୍ରତିଶ୍ରୁତି ରକ୍ଷାକରି କଟକର ବାରବାଟୀ ଷ୍ଟାଡିୟମ୍‌କୁ ଚଳିତ ଋତୁରେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ ପ୍ରଦାନ କରିଛି। ଜୁନ୍‌ ୯ରେ ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ ବୋଲି ବୁଧବାର

BMC ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ। ଏ ନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ ଯୁବ ଉଦ୍ୟୋଗୀ,

ଓଡ଼ିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ଝିଅ ମମତା ବେହେରା

ଚାନ୍ଦବାଲି : ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଚାନ୍ଦବାଲି ଝିଅ ମମତା ବେହେରା । ଟେନିସ କ୍ରିକେଟ ଚମ୍ପିଆନ ୨୦୨୨ରେ ମନୋନିତ ହୋଇ ଜାତିୟ ସ୍ଥରରେ ୪ଟି ମ୍ୟାଚ ଖେଳି ୨ଟିର ବିଜୟୀ ହୋଇ ସେ ପାଇଛନ୍ତି କାଂସ୍ୟ ପଦକ । ତାଙ୍କର ପ୍ରଥମ ମ୍ୟାଚ ୨୪ ତାରିଖରେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ ନେପାଳ

ଘଟଗାଁ ତାରିଣୀ ପୀଠରୁ ହଟିଲା ସମସ୍ତ କରୋନା କଟକଣା, ସାଧାରଣ ଦର୍ଶନ ସ୍ୱାଭାବିକ୍

କେନ୍ଦୁଝର: କରୋନା ମହାମାରୀର ତୃତୀୟ ଲହର ଯୋଗୁଁ ପ୍ରାୟ ସବୁ ଧର୍ମାନୁଷ୍ଠାନରେ କରୋନା କଟକଣା ଲାଗୁ କରାଯାଇଥିବା ବେଳେ କରୋନା ର ପିକ୍ ସମୟ ଅତିକ୍ରମ କରିବା ପରେ କଟକଣା ମଧ୍ୟ ଧିରେ ଧିରେ ହ୍ରାସ ପାଇଛି । ତେବେ ଆଜି ଘଟଗାଁ ତାରିଣୀ ପୀଠରେ ଲାଗୁ ଥିବା ସମସ୍ତ ପ୍ରକାର କରୋନା କଟକଣାକୁ

ୟୁକ୍ରେନରୁ ଫେରିଲେ ଆଉ ୩୭ ଓଡ଼ିଆ

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟା ଲଢ଼େଇ । ଏହାରି ମଧ୍ୟରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଜାରି ରହିଛି ମିଶନ । ଅପରେସନ ଗଙ୍ଗା ମାଧ୍ୟମରେ ଭାରତୀୟ ନାଗରିକଙ୍କୁ ଭାରତ ଆଣାଯାଉଛି । ତେବେ ଏହାରି ଭିତରେ ଯୁଦ୍ଧଭୂମିରୁ ଜନ୍ମଭୂମିକୁ

ଏମ୍ସରେ ବାର୍ଦ୍ଧକ୍ୟ ରୋଗ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍‌

ଭୁବନେଶ୍ୱର : ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ଏମ୍ସ ଭୁବନେଶ୍ୱର। ବାର୍ଦ୍ଧକ୍ୟ ରୋଗଜନିତ ଚିକିତ୍ସା ନିମନ୍ତେ ଏମ୍ସର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍‌ ସେବା ଆରମ୍ଭ କରାଯାଇଛି। ଏହା ସପ୍ତାହର ପ୍ରତି ମଙ୍ଗଳବାର ଅପରାହ୍ନ ୨