ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ନିମନ୍ତେ ପୌରକାର୍ଯ୍ୟାଳୟ ଘେରିଲେ ଆଦର୍ଶ କଲୋନୀ ବାସିନ୍ଦା

ହିଞ୍ଜିଳିକାଟୁ (୪/୩) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୬ ଆଦର୍ଶ କଲୋନୀ ବାସିନ୍ଦା ସଂକ୍ଷିପ୍ତ ଭୋଟର୍‌ ତାଲିକା ସଂଶୋଧନ ପାଇଁ ଗୁରୁବାର ପୌରକାର୍ଯ୍ୟାଳୟ ଘେରିବା ସହ ଏକ ଦାବିପତ୍ର ହିଞ୍ଜିଳି ପୌରପରିଷଦ ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁଙ୍କୁ ପ୍ରଦାନ କରିଛନ୍ତି।

ମାର୍ଚ୍ଚ ୭ରୁ ସୁନ୍ଦରଗଡ଼ ଜିଲ୍ଲାରେ ବାତଜ୍ୱର ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ଗର୍ଭବତୀ ମା’ ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ ସୁନ୍ଦରଗଡ଼(୪/୩) : ଫାଇଲେରିଆ ବା ବାତ ଜ୍ୱର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲା ଯୋଡ଼ି ହୋଇଛି। ସେହିପରି

ନାମାଙ୍କନ ଦାଖଲ ତୃତୀୟ ଦିନରେ ୧୧ ଜଣ ପ୍ରାର୍ଥୀ ପତ୍ର ନେଇଛନ୍ତି

ହିଞ୍ଜିଳିକାଟୁ (୪/୩) : ପୌରପରିଷଦ ଅଧ୍ୟକ୍ଷ ଓ ୱାର୍ଡ଼ ସଭ୍ୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ ଭୋଟ। ମାର୍ଚ୍ଚ ୨୬ରେ ହେବ ଭୋଟ ଗଣତି । ପ୍ରଥମ ଥର ପାଇଁ ଅଧ୍ୟକ୍ଷ ପାଇଁ ନିର୍ଵାଚନ ହେଵ। ଵୁଧବାର ୨ ତାରିଖ ଠାରୁ ପ୍ରାର୍ଥୀ ନାମାଙ୍କନ

ହିଞ୍ଜିଳିକାଟୁ ପୌର ନିର୍ବାଚନ : ମତାଧିକାର କରିବେ ୨୦୬୯୬ ଭୋଟର, ୧୬ ନଂ ୱାର୍ଡରେ ସର୍ବାଧିକ ଓ ୧୯ନଂ ୱାର୍ଡରେ…

ହିଞ୍ଜିଳିକାଟୁ(୪ା୩) : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌର ପରିଷଦ ହିଞ୍ଜିଳିକାଟୁ ପୌର ପରିଷଦର ୨୧ଟି ୱାର୍ଡର ୨୩ ଟି ମତଦାନ କେନ୍ଦ୍ରରେ ଚଳିତ ମାସ ୨୪ ତାରିଖରେ ୨୦ ହଜାର ୬୯୬ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୧୦ହଜାର ୮୦୮ ପୁରୁଷ ଓ ୯ ହଜାର

ଲାଇନମ୍ୟାନ ଦିବସ ପାଳିତ

ହିଞ୍ଜିଳିକାଟୁ (୪ା୩) : ବିଦ୍ୟୁତ ବିତରଣକାରୀ ସଂସ୍ଥା ଟାଟାପାୱାର ଦକ୍ଷିଣାଞ୍ଚଳ ଜୋନ ହିଞ୍ଜିଳିକାଟୁ ଶାଖାର ପ୍ରଥମ ଲାଇନମ୍ୟାନ ଦିବସ ଶୁକ୍ରବାର ଗ୍ରାହକ ସେବା କେନ୍ଦ୍ର ପ୍ରକୋଷ୍ଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଟାଟା ପାୱାର ଦକ୍ଷିଣାଞ୍ଚଳ ବିତରଣ ସଂସ୍ଥାର ଅଧିକ୍ଷଣ ଯନ୍ତ୍ରୀ ଇଂ

ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଶୁଭଖୁଣ୍ଟି ସ୍ଥାପନ

ପାତ୍ରପୁର : ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ କୋଳିହଳା ଗ୍ରାମରେ ହେବାକୁ ଥିବା ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ନେଇ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ଏହି ଅବସରରେ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ନାମ ସଂକୀର୍ତ୍ତନ ଘଣ୍ଟ ଘଣ୍ଟା ହୁଳହୁଳି ଦେଇ ମାଁ ଠାକୁରାଣୀ ଙ୍କ

ଚିକିଟି ପୌରପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟ ନିର୍ବାଚନ କମିଶନ ଙ୍କ ଦ୍ଵାରା ସହରାଞ୍ଚଳ ନିର୍ବାଚନ ସକାଶେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟର ସମସ୍ତ ପୌରପରିଷଦ ଓ ମହାନଗର ନିଗମ ନିର୍ବାଚନ ଚଳିତ ମାସ ସୁଦ୍ଧା ସମ୍ପନ୍ନ ହେବ।ଗତ ୨ ତାରିଖ ଠାରୁ ୭ତାରିଖ ପର୍ଯ୍ୟନ୍ତ

ସେକ୍ଟର ୧୭ ସେଞ୍ଚୁରୀ କ୍ରିକେଟ ଟିମ୍ ଆନୁକୂଲ୍ୟରେ ମହିଳା କ୍ରିକେଟ ଟୁଣ୍ଣାମେଣ୍ଟ ସୁରୁଖୁରୁରେ ସମାପ୍ତ

ରାଉରକେଲା,(ବସନ୍ତ କୁମାର ଜେନା) : ସେଞ୍ଚୁରୀ କ୍ରିକେଟ ଟିମ୍ ଆନୁକୂଲ୍ୟରେ ମହିଳା କ୍ରିକେଟ ଟୁର୍ନାମେଣ୍ଟ ସେକ୍ଟର ୧୭ ପଡିଆଠାରେ ଆୟୋଜିତ ସେଞ୍ଚୁରୀ କ୍ରିକେଟ ଟୂର୍ନାମେଣ୍ଟ୍ ର ଏକ ରୋମାଞ୍ଚକର ମହିଳା କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇ ଯାଇ ଅଛି | ଏହି ମ୍ୟାଚ ରେ ରାଜଗାଙ୍ଗପୁର ଭର୍ସେସ୍

୪୮୬ ପରୀକ୍ଷାର୍ଥୀ ପ୍ରଵେଶିକା ପରୀକ୍ଷା ଦେଲେ

ହିଞ୍ଜିଳିକାଟୁ, (୪/୩ ): ହିଞ୍ଜିଳିକାଟୁ ଵ୍ଳକ ଓଡିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ, ଅଷ୍ଟମ ଓ ନଵମ ଶ୍ରେଣୀ ପାଇଁ ନାମ ଲେଖା ସକାଶେ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ନିର୍ଦ୍ଦେଶ କ୍ରମେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତିନୋଟି ଶ୍ରେଣୀ ପାଇଁ ୫୦୬ ପରୀକ୍ଷାର୍ଥୀ ଆବେଦନ

ଆଉ ନାହାନ୍ତି କିମ୍ବଦନ୍ତୀ ସ୍ପିନର ସେନ ଓ୍ବାର୍ଣ୍ଣ

ନୂଆଦିଲ୍ଲୀ : ବିଶ୍ବରେ ଯୁଦ୍ଧର ଘଟଘଟା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବାର୍ଣ୍ଣଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ