Sign in
Sign in
Recover your password.
A password will be e-mailed to you.
ମାର୍ଚ୍ଚ ସୁଦ୍ଧା ପିଲାଙ୍କ ଉପସ୍ଥାନ ରିପୋର୍ଟ ଦିଅ
ଭୁବନେଶ୍ୱର : ଦୀର୍ଘ ଦୁଇବର୍ଷ ପରେ ପ୍ରାଥମିକ ପିଲାରେ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। ଗତ ୨୮ରେ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିବାବେଳେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମ୍ ରହୁଥିବାରୁ ଗଣଶିକ୍ଷା ବିଭାଗର ଚିନ୍ତା ବଢ଼ିଛି। ରାଜ୍ୟରେ ମୋଟ ୫୮,୦୮୯ଟି ପ୍ରାଥମିକ ସ୍କୁଲରେ ପାଠପଢ଼ା!-->…
ଆଜି ରାଜ୍ୟରୁ ୧୨୮ ଆକାନ୍ତ ଚିହ୍ନଟ, ୬ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରୁ ୧୨୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୬୧୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୭୩ ଜଣ ଚିହ୍ନଟ ହୋଇଥିବା ବେଳେ ୫୫ ଜଣ!-->…
ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା ବାଇକ୍, ୨ମୃତ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ଶଙ୍ଖ ପୋଲିଆ ନିକଟରେ ଅଘଟଣ। ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ବାଇକ। ଦୁଇ ବାଇକ ଆରୋହୀ ମୃତ। ମୃତକ ଦୁଇ ଯୁବକ ହେଲେ ସଦର ଥାନା ସାରିଆପଡା ଗ୍ରାମର ସତ୍ୟ ରଂଜନ ଦଳେଇ ଓ ବିକାଶ କୁମାର ନାୟକ।
ଏହି ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକ!-->!-->!-->…
ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ବଢିବ ତାତି
ଭୁବନେଶ୍ୱର: ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଗରମର ପ୍ରକୋପ ବୃଦ୍ଧି ହେବ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଆଗକୁ ଖରାର ପ୍ରକୋପ ଟାଣ ହେବା ସହିତ ତାପମାତ୍ରାରେ ବୃଦ୍ଧି ଘଟିବ। ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ସବୁଠାରୁ ଅଧିକ ଉତ୍ତପ୍ତ ହେବ। ଗତ ୨୪ ଘଣ୍ଟା!-->…
ବ୍ୟବସାୟୀଙ୍କ ଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟି ନେଲେ ସାଇବର ଠକ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢି ଚାଲୁଥିବା ବେଳେ ବାରମ୍ବାର ଏହା ଦ୍ୱାରା ଶିକାର ହେଉଛନ୍ତି ସାଧାରଣ ଲୋକ । ଗତକାଲି ମଧ୍ୟ କେଉଁଝରରୁ ଏପରି ଏକ ସାଇବର ଠକେଇ ଘଟଣା ସାମ୍ନାକୁ ଆସିଛି ।
ଜଣେ ବ୍ୟବସାୟୀଙ୍କ ଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।!-->!-->!-->…
ବିଜେଡିରୁ ଅନୁଗୁଳର କ୍ଷିରୋଦ ବଘାର ନିଲମ୍ବିତ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟରେ ବାଜିମାର କରିଛି ବିଜେଡି । ଏହାରି ମଧ୍ୟରେ ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖବର ଅନୁସାରେ, ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅନୁଗୁଳର କ୍ଷିରୋଦ ବଘାର । ଦଳ ବିରୋଧୀ କାମ!-->…
ଜଳେଶ୍ଵରରେ ବଡ଼ ଧରଣର GST ରେଡ୍
ଜଳେଶ୍ଵରରେ ବଡ଼ ଧରଣର GST ରେଡ୍ । ଗ୍ରାହକଙ୍କଠୁ ଉଚ୍ଚ ଦରରେ ITC ନେଇ GST ଫାଙ୍କୁଥିଲେ ଦୋକାନୀ । ଶେଷରେ ଧରିଲା ସିଟି ଏଣ୍ଡ ଜିଏସଟି ଏନ୍ଫୋର୍ସମେଣ୍ଟ ଟିମ । ଜଳେଶ୍ଵର ହାଟ ଛକ ନିକଟସ୍ଥ ହୋଟେଲ ମିଡ୍ଟାଉନ ବିଲ୍ଡିଂରେ ଥିବା ନାରାୟଣ ଦତ୍ତଙ୍କ ଜରଦା ଗୋଦାମ GSTରେ ହେରଫେର କରି!-->…
ନିର୍ବାଚନ ଗଣତି ପରେ ପୁଣି ଅଶାନ୍ତ ପିତାତଳି, ପାଞ୍ଚ ଗୁରୁତର – ଫାଣ୍ଡି ପ୍ରତିଷ୍ଠା ଦାବି
ଆମ୍ବୁଲାନ୍ସ ନ ଛାଡ଼ିବା ଘଟଣା ର ତୀବ୍ର ନିନ୍ଦା ଚିକିଟି
ଚିକିଟି : ଗୋଳନ୍ଥରା ଥାନା ଚିକିଟି ବ୍ଲକ ପିତାତଳି କିଛି ଦିନ ବ୍ୟବଧାନରେ ପୁଣି ନିର୍ବାଚନ ଫଳାଫଳ ଘୋଷଣା ପରେ ଅଶାନ୍ତ ହୋଇପଡିଛି । ବିଜୟ ପଟୁଆର ପରେ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ମାର ପିଟ ଏବଂ ଗୋଟିଏ ଗୋଷ୍ଠୀ ର ବୋମାମାଡ଼ ରେ!-->!-->!-->…
ଦାରିଙ୍ଗବାଡି ବ୍ଲକର ୧୫ସମିତି ସଦସ୍ୟ ଅଜ୍ଞାତ ବାସରେ, ଫଟୋ ଭାଇରାଲ ହେଲା
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ହାତେଇବାକୁ ପ୍ରୟାସ ଜୋରଦାର ଆରମ୍ଭ ହୋଇଛି । ବିଜେଡି ପକ୍ଷରୁ ଶ୍ରାନିକେତା ସମିତିସଭ୍ୟ ତଥା ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ସାନଭାଇ ସୁଶାନ୍ତ କୁମାର ପ୍ରଧାନଙ୍କୁ!-->…
ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏମ ସିଏସ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି।ଏନେଇ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ।ପ୍ରାଧ୍ୟାପକ ମହାନ୍ତି ଦାୟିତ୍ୱ ଗ୍ରହଣ ପରେ ଟିକାବାଲି ଏବଂ!-->…