ଅସନ୍ତୋଷ ଝାଡ଼ିଲେ ଓଡ଼ିଶା ପ୍ରଭାରୀ ଏ. ଚେଲାକୁମାର

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ମାଟି କାମୁଡ଼ିବା ପରେ ଏବେ ଦଳକୁ ସକ୍ରିୟ କରିବା ପାଇଁ କଂଗ୍ରେସ ଅଣ୍ଟା ଭିଡ଼ିଛି । ଆଗକୁ ପୌର ନିର୍ବାଚନ ଥିବାବେଳେ ପଞ୍ଚାୟତ ନିର୍ବାଚନରେ ଦଳର ସ୍ଥିତି ଘୁଣ ଖାଇଯାଇଛି । ଆଗାମୀ ଦିନରେ ରଣନୀତି ନିର୍ଦ୍ଧାରଣ ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଓଡ଼ିଶା

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀରେ ସିରିଜ୍‌ ଦୁର୍ଘଟଣା । ଜୟଦେବ ବିହାରରୁ ଜାଭିୟର ଛକ ମଧ୍ୟରେ ଦୁର୍ଘଟଣା ଘଟିଛି । ମଦ୍ୟପ କାର୍‌ ଚାଳକ ଏକାଧିକ ଗାଡ଼ିକୁ ଧକ୍କା ଦେଇଥିବା ଜଣାପଡିଛି । ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ମଦ୍ୟପ କାର୍‌

ନକଲି ଡାକ୍ତର ରମେଶ ନାଁରେ ପୁଣି ଦୁଇ ମାମଲା

ଭୁବନେଶ୍ବର: ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା । ଗୋଟିଏ ମାମଲା ପାହାଳ ଥାନାରେ ରୁଜୁ ହୋଇଥିବା ବେଳେ ଅନ୍ୟ ମାମଲାଟି ସହିଦ

ଭୂକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର, ରିକ୍ଟର ସ୍କେଲ୍‌ରେ ତିବ୍ରତା ୩.୫

କଳାହାଣ୍ଡି/ନବରଙ୍ଗପୁର : କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ଗୁରୁବାର ଦିନ କଳାହାଣ୍ଡି ଓ ନବରଙ୍ଗପୁରରେ କିଛି

ଯୁଦ୍ଧ ପ୍ରଭାବ: ଓଡ଼ିଶାରେ ମହଙ୍ଗା ହେବ ଖାଇବା ତେଲ

ଭୁବନେଶ୍ୱର: ଋଷ ୟୁକ୍ରେନ ଲଢେଇ ଥମିବାର ନା ଧରୁନଥିବା ବେଳେ ଏହାର ପ୍ରଭାବ ଅନେକ ଦେଶ ଉପରେ ପଡିବା ଦେଖାଗଲାଣି । ୟୁକ୍ରେନ ରାଜଧାନୀ କୁ କବଜା କରିବା ପାଇଁ ଋଷ ଅତର୍କିତ ଆକ୍ରମଣ କରୁଛି । ଏପଟେ ରାଜ୍ୟରେ ମଧ୍ୟ ଯୁଦ୍ଧର ପ୍ରଭାବ ପଡିଛି । କାରଣ ଯୁଦ୍ଧ ପାଇଁ ଖାଇବା ତେଳ ଦର ଅଚାନକ ବୃଦ୍ଧି

ନିର୍ବାଚନ ପରେ ହିଂସା : ବିଜୟୀ ପ୍ରାର୍ଥୀ ପରାଜିତ ପ୍ରାର୍ଥୀଙ୍କ ଘରେ ଆକ୍ରମଣ ଓ ଭଙ୍ଗାରୁଜା

ଯାଜପୁର : ଯାଜପୁର ଦଶରଥପୁର ବ୍ଳକ ମଙ୍ଗଳପୁର ପଂଚାୟତରେ ନିର୍ବାଚନୀ ପରବର୍ତ୍ତି ହିଂସା । ସରପଞ୍ଚ ନିର୍ବାଚନ ଫଳାଫଳକୁ କେନ୍ଦ୍ର କରି ହିଂସାକାଣ୍ଡ। ଅଭିଯୋଗ ମୁତାବକ ମଙ୍ଗଳପୁର ପଂଚାୟତ ନିର୍ବାଚନରେ ପଙ୍କଜିନି ମହାପାତ୍ର ପରାସ୍ତ ହୋଇଥିଲେ। କିନ୍ତୁ ଗତକାଲି ବିଳମ୍ବିତ ରାତ୍ରିରେ ବିଜୟୀ

ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ୟୁକ୍ରେନ୍‌ରୁ ଫେରିଥିବା ଛାତ୍ରୀଛାତ୍ର

ଭୁବନେଶ୍ୱର: ଯୁଦ୍ଧକ୍ଷେତ୍ରରୁ ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅପରେସନ ଗଙ୍ଗା ଜାରି ରହିଛି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରୁ ୟୁକ୍ରେନ୍‌ରୁ ଫେରୁଥିବା ଓଡିଆ ଡାକ୍ତରୀ ଛାତ୍ରୀଛାତ୍ରମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରୁଷ ଉପରେ ଡିୟାଜିଓ, ଆଇକିଆ, ଏଫ ୧ ଓ ସ୍ପୋଟିଫାଏର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ କରୁଥିବାରୁ ରୁଷ ଉପରେ ଡିୟାଜିଓ, ଆଇକିଆ, ସ୍ପୋଟିଫାଏ ଓ ଏଫ ୧ର ବଡ଼ କାର୍ଯ୍ୟାନୁଷ୍ଠାନ। ମଦ ତିଆରି କରୁଥିବା କମ୍ପାନି ଡିୟାଜିଓ ରୁଷକୁ ମଦ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଡିୟାଜିଓ କମ୍ପାନି ଜନି ୱାକର, କ୍ୟାପଟେନ ମାର୍ଗନ, ଗିନିଜ, ସ୍ମିର୍ନଫ,

ବାହାରେ ଯୁଦ୍ଧ ଚାଲିଥିବା ବେଳେ ରୁଷ କ୍ୟାପସୁଲରେ କୈଦ ଆମେରିକାର ଦୁଇ ବୈଜ୍ଞାନିକ!

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କେବେ କେଉଁ ମୋଡ଼ ନେବ, ତାହାର ଉତ୍ତର ଏବେ କାହା ପାଖରେ ନାହିଁ। ନିଜ ନିଜର ନାଗରିକଙ୍କୁ ଏବେ ଦେଶମାନେ ସ୍ଥାନାନ୍ତର କରୁଥିବା ବେଳେ ତୃତୀୟ ବିଶ୍ବଯୁଦ୍ଧ ନେଇ ଚେତାଇ ଦେଇଛି ରୁଷ ।ତୃତୀୟ ବିଶ୍ବଯୁଦ୍ଧ ପ୍ରଳୟ ଆଣିବ ଏବଂ ସେଥିରେ

ଆମେ କ’ଣ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବାକୁ କହିପାରିବୁ – ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି। ଯୁଦ୍ଧ ଯୋଗୁ ୟୁକ୍ରେନରେ ଅନେକ ଭାରତୀୟ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ମଧ୍ୟ ପ୍ରୟାସ କରୁଛନ୍ତି। ଏସବୁ ଭିତରେ ଭାରତୀୟଙ୍କ ଉଦ୍ଧାର ସମ୍ପର୍କରେ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ପହଞ୍ଚିଛି।ଏପରି ଏକ