ନୀତିଶଙ୍କ ନିକଟକୁ ଫେରିବେ କି ପ୍ରଶାନ୍ତ କିଶୋର !

ପାଟନା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ କାମ କରୁଥିବା ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। ବେଙ୍ଗଲ ବିଧାନସଭା ବେଳେ ପିକେ ବିଜେପି ବିରୋଧରେ ରଣନୀତି ପ୍ରସ୍ତୁତ କରିଥିଲେ। ହେଲେ ଏବେ ମମତାଙ୍କ ସହ ତାଙ୍କ ଭବିଷ୍ୟତକୁ

ଜଣାଶୁଣା ସାମ୍ବାଦିକ ରବିଶ ତିୱାରୀଙ୍କ ବିୟୋଗ

ନୂଆଦିଲ୍ଲୀ:ଜାତୀୟସ୍ତରରେ ଜଣାଶୁଣା ସାମ୍ବାଦିକ ରବିଶ ତିୱାରୀଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା। କର୍କଟ ସହ ଜୁଝୁଥିବା ରବିଶ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ୨୦୨୦ରୁ ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ବହୁ ପ୍ରତିଷ୍ଟିତ ଗଣମାଧ୍ୟମ ସଂସ୍ଥା

ଶେଷ ହୋଇନି କରୋନାର ପ୍ରକୋପ, ଚେତାଇଲା WHO: ପ୍ରତି ସପ୍ତାହରେ ପ୍ରାଣ ହରାଉଛନ୍ତି ୭୦ ହଜାର ଲୋକ

ନୂଆଦିଲ୍ଲୀ ୧୯/୦୨: ସାରା ଦେଶରେ କରୋନାର ତୃତୀୟ ଲହର କମିଛି ସତ ଏବେ ବି ଟଳିନି ବିପଦ । ଟିକିଏ ଅସାବଧାନତା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏଥି ସହିତ WHO ମଧ୍ୟ ଏ ସମ୍ପର୍କରେ ଚେତାବନୀ ଦେଇଛି । WHO କହିଛି ଯେ ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ପ୍ରତି ସପ୍ତାହରେ, କରୋନା

ମହାରାଷ୍ଟ୍ରରେ ଫେରିଲା ବାର୍ଡ଼ ଫ୍ଲୁ ଆତଙ୍କ

ମୁମ୍ବାଇ: ମହାରାଷ୍ଟ୍ରରେ ଫେରିଲା ବାର୍ଡ଼ ଫ୍ଲୁ ଆତଙ୍କ। ମୁମ୍ବାଇର ଥାଣେ ଇଲାକାରା ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଛି। ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି। ଶାହାପୁରରେ ବାର୍ଡ଼ ଫ୍ଲୁ ବ୍ୟାପିଥିବା ବେଳେ ଏକ

ରାଜନୈତିକ ହିଂସା : କୋଡିରେ ଆକ୍ରମଣ, ସରପଂଚ ଗୁରୁତର, ଆକ୍ରମଣକାରୀ ଗିରଫ…

ହିଞ୍ଜିଳିକାଟୁ:୧୯ା୨ : ପୂର୍ବ ଶତୃତାକୁ କେନ୍ଦ୍ର କରି ଶୁକ୍ରବାର ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମରେ ଏକ ଅଘଟଣ ଘଟିଛି । କୋଡିରେ ଆକ୍ରମଣ କରିବରୁ ହିଞ୍ଜିଳିକାଟୁ ବ୍ଳକ ଦୟାପଲ୍ଲୀ ପଂଚାୟତର ପ୍ରାକ୍ତନ ସରଂପଚ ବି. ଆପେୟା (୭୨)ଗୁରୁତର ଆହତ ହୋଇଛନ୍ତି । ଏ ନେଇ ହିଞ୍ଜିଳି ଥାନାରେ ନଂ-

ଚିକିଟି ବ୍ଲକ ରେ ୬୫.୩୬ ଶତକଡା ମତଦାନ

ଚିକିଟି : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚିକିଟି ବ୍ଲକ ରେ ପରିସମାପ୍ତି ଘଟି ୬୫.୩୬ ଶତକଡ଼ା ମତଦାନ ହୋଇଛି। ଚଳିତ ଥର ଭୋଟରଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଉତ୍ସାହ ପରିଲକ୍ଷିତ ହୋଇଥିଲା ଏବଂ ନିର୍ଦ୍ଧାରିତ ସମୟ ପରେ ମଧ୍ୟ ବୁଥ ଭିତରେ ବହୁ ସଂଖ୍ୟାରେ ବହୁ

ଚାଇଲ୍ଡ ଲାଇନ୍ ତରଫରୁ ଖୋଲାମଞ୍ଚ କାର୍ଯ୍ୟକ୍ରମ

ଫୁଲବାଣୀ : ଚାଇଲ୍ଡଲାଇନ୍ ତରଫରୁ ଫୁଲବାଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ପିଅନପଡାସ୍ଥିତ ବାପୁଜିପଲ୍ଲୀ ମିଶନଶକ୍ତି ସଭାଗୃହଠାରେ ଖୋଲାମଞ୍ଚ କାର୍ଯ୍ୟାକ୍ରମ ଅନୁଷ୍ଠିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନଓ୍ବାଡି ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା,ପୂର୍ବତନ

ଲାବନ୍ୟା ଆତ୍ମହତ୍ୟା ଘଟଣା ନେଇ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ତାମିଲନାଡୁର ତାଞ୍ଜାବୁର ଠାରେ ଘଟିଥିବା ଛାତ୍ରୀ ଲାବନ୍ୟା ଆତ୍ମହତ୍ୟା ଘଟଣାରେ ଲାବନ୍ୟାକୁ ନ୍ୟାୟ ଦେବା ପାଇଁ ଏବଂ ଗିରଫ କରାଯାଇଥିବା ରାଷ୍ଟ୍ରୀୟ ସାଧାରଣ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ତୁମୁଡିବନ୍ଧ ଓ କୋଟଗଡ଼ରେ ଶାନ୍ତିପୂର୍ଣ୍ଣ ମତଦାନ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ବାଲିଗୁଡା : ଶୁକ୍ରବାର କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ତୁମୁଡିବନ୍ଧ ଓ କୋଟଗଡ଼ ଦୁଇଟି ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ତୁମୁଡିବନ୍ଧରେ ୭୬.୨୨ ପ୍ରତିଶତ ମତଦାନ ହୋଇଥିବା ବେଳେ କୋଟଗଡ ରେ ୮୨.୬୯ ପ୍ରତିଶତ ମତଦାନ ହୋଇଥିଲା l ସକାଳୁ ସକାଳୁ

ଦାରିଙ୍ଗବାଡ଼ି ପଞ୍ଚାୟତର ୭ଜଣ ସରପଞ୍ଚ ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର

ଦାରିଙ୍ଗବାଡ଼ି (୧୮/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ସାତଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉକ୍ତ ପଞ୍ଚାୟତରେ ଥିବା ୨୨ଟି ୱାର୍ଡ ରେ ୬୭୧୪ ଜଣ ଭୋଟର ରହିଛନ୍ତି । ସାତଜଣ ପ୍ରାର୍ଥୀ ଜିଏଯାହାର ନିଜସ୍ଵ