Browsing Category

ଧର୍ମ ସଂସ୍କୃତି

ଗିତା ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଗୀତା ମନ୍ଦିର ସାହିରେ ଥିବା ଗୀତା ମନ୍ଦିର, ଓ ରାଧାକୃଷ୍କଙ୍କ ବିଗ୍ରହ ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପିତ ହୋଇଯାଇଛି। ପଣ୍ଡିତ ସଙ୍କର୍ଷଣ ପାଠୀ( ନନ୍ଦିକ)ଓ ପଣ୍ଡିତ ଦିପ୍ତିରଞ୍ଜନ ମହାପାତ୍ର (ମାରୁଡି ଜଗନ୍ନାଥ

ତାରା ତାରିଣୀ ପୀଠ ରେ ଭକ୍ତି ମୟ ପରିବେଶ ପ୍ରତିଷ୍ଠା ହେଲା ମାଙ୍କ ନୂତନ ଭବ୍ୟ ମନ୍ଦିର :ଉତ୍କଳୀୟ କଳା ସ୍ଥାପତ୍ୟ ଓ…

ରାଜ୍ୟ ବାସୀଙ୍କ ମଙ୍ଗଳ ପାଇଁ ମାଙ୍କ ଆଶୀର୍ବାଦ କାମନା କଲେ . ଯୋଜନା ର ସଫଳ ରୂପାୟନ ରେ ସ୍ଥାନୀୟ ଲୋକ ଓ ସେବାୟତଙ୍କ ସହଯୋଗ ର ଉଚ୍ଚ ପ୍ରଶଂସା କଲେ... ହଜ଼ାର ହଜ଼ାର ଭକ୍ତଙ୍କ ଗହଣରେ ଉତ୍ସବ ରେ ଯୋଗ

ହିଞ୍ଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀନୃସୀଂହ ଯାତ୍ରା ଉଦଯାପିତ…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ପ୍ରସିଦ୍ଧ ୩ ଦିନିଆ ଲକ୍ଷ୍ମୀନୃସିଂହ ଯାତ୍ରା ସୋମବାର ଉଦଯାପିତ ହୋଇଯାଇଛି। ଶେଷ ଦିବସରେ ଆତସବାଜି ପଟୁଆରରେ ସହର ଦୁଲୁକି ଉଠିଥୁଲା। ଯାତ୍ରାର ପ୍ରଥମ ଦୁଇ ଦିନିକୁ ହିଞ୍ଜିଳିକାଟୁ ପାଟଣା ସାହିରେ ଥିବା ଲକ୍ଷ୍ମୀନୃସିଂହ ମନ୍ଦିର ଯାତ୍ରା କମିଟି ଓ ରଙ୍ଗଣି

ଏମାର ମଠ ପାଖ ଅଞ୍ଚଳରୁ ବାହାରିଲା ସିଂହ ମୂର୍ତ୍ତି

ପୁରୀ: ପୁରୀ ଏମାର ମଠ ପାଖ ଅଞ୍ଚଳରେ ହୋଇଥିବା ଖନନରୁ ବାହାରିଲା ପଥରର ସିଂହ ମୂର୍ତ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହମୂର୍ତ୍ତି ବାହାରିଥିବା ଦେଖିବାକୁ ମିଳିଛି । ତେବେ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ନହୋଇ ଖନନ କାର୍ଯ୍ୟ

ଆଗେଇ ଚାଲିଛି ତିନି ରଥର ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଆସନ୍ତା ଜୁଲାଇ ୧ ତାରିଖରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ଚକ ନିର୍ମାଣରେ ଲାଗି ପଡିଛନ୍ତି ସେବକମାନେ । ଆଗକୁ ଭଉଁରୀ ତିଥି ଥିବାରୁ ଚକ ଅଖ ଡେରା ନୀତି ପାଇଁ ଚକ ନିର୍ମାଣ ଚାଲିଥିବାବେଳେ

ହିଞ୍ଜିଳି ଲକ୍ଷ୍ମୀନୃସିଂହ ଯାତ୍ରା : ମନ ମୋହୁଛି ବେଶ ଓ କଳାକୁଞ୍ଜ ଆଲୋକରେ ଝଲସୁଛି ହିଞ୍ଜିଳି…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରର ପ୍ରସିଦ୍ଧ ତିନିଦିନିଆ ଲକ୍ଷ୍ମୀ ନୃସିଂହ ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଛି । ପ୍ରତିଟି ସାହିରେ କଳାକୁଞ୍ଜ ଓ ମେଜ ଖୋଲି ଯାଇଛି ।କରୋନା ମହାମାରି ଯୋଗୁଁ ଦୁଇବର୍ଷ ସରକାରଙ୍କ ନିୟମାନୁସାରେ ରିତିନୀତି ରେ ପାଳନ ହୋଇଥିଲା ।ଦୁଇବର୍ଷ ପରେ ଯାତ୍ରା

ରଥଖଳା ଚଳଚଞ୍ଚଳ, ଆଜି ସିଙ୍ଗଡ଼ା ବାଡ଼ିଆ

ପୁରୀ : ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଗୁଜ ଅନୁକୂଳ ବିଧି ସମ୍ପନ୍ନ ହୋଇ ଥିବାବେଳେ ଚକ ପ୍ରସ୍ତୁତି ପାଇଁ ଯନ୍ତାଗାଡ଼ ଖୋଳା ହୋଇଛି । ଚର୍ଚ୍ଚିକା ଠାକୁରାଣୀଙ୍କ ସମ୍ମୁଖରେ ଭୋଇ ସେବକମାନେ ଯନ୍ତା

ଆସନ୍ତା ୨୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ, ରଥଖଳାରେ ଚାଲିଛି ଚକ ପ୍ରସ୍ତୁତି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଖଳାରୁ ଆସିଥିବା ଖବର ଅନୁଯାୟୀ, ଆସନ୍ତା ୨୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ଏହି ଦିନ ତିନିରଥର ୬ଟି ଚକ ଡେରାଯିବ । ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତମାନେ ଜୋରସୋରରେ

ଦୃଶ୍ୟମାନ ହେଲା ପଞ୍ଚଦଶ ଶତାବ୍ଦୀର ଗୋପୀନାଥ ମନ୍ଦିର

ମହାନଦୀ ଅବବାହିକାରେ ପୁଣି ଦୃଶ୍ୟମାନ ହେଲା ପଞ୍ଚଦଶ ଶତାବ୍ଦୀର ଗୋପୀନାଥ ମନ୍ଦିର । ମହାନଦୀର ଅଥଳ ଜଳରାଶିରେ ୫୦୦ ବର୍ଷର ପୁରୁଣା ମନ୍ଦିର ଦୃଶ୍ୟମାନ ହେବା ପରେ ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ

ଅଷ୍ଟମ ଦିନରେ ରଥ ନିର୍ମାଣ କାର୍ଯ୍ୟ, ତୁମ୍ବରେ ଚାଲିଛି ବିନ୍ଧ କାମ

ପୁରୀ : ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଆଜି ଅଷ୍ଟମ ଦିନରେ ରଥ ନିର୍ମାଣ କାର୍ଯ୍ୟ ପହଞ୍ଚିଥିବା ବେଳେ ୪୨ଗୋଟି ତୁମ୍ବର ରେ ବିନ୍ଧ କାର୍ଯ୍ୟ କରାଯାଉଛି। ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ ଚାଲୁଥିବା ବେଳେ ମହାରଣା, ଭୋଇ ଓ କରତୀ ସେବାୟତ ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ