ଆସନ୍ତା ୨୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ, ରଥଖଳାରେ ଚାଲିଛି ଚକ ପ୍ରସ୍ତୁତି

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥଖଳାରୁ ଆସିଥିବା ଖବର ଅନୁଯାୟୀ, ଆସନ୍ତା ୨୨ ତାରିଖରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ଏହି ଦିନ ତିନିରଥର ୬ଟି ଚକ ଡେରାଯିବ । ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସମସ୍ତ ସେବାୟତମାନେ ଜୋରସୋରରେ ରଥ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି । ସେପଟେ ଦୋଳବେଦୀର ଅସ୍ଥାୟୀ କମାର ଶାଳ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି । ଏଠାରେ ତିନି ରଥ ପାଇଁ ସମସ୍ତ ପ୍ରକାର କଣ୍ଟା ତିଆରି ହେଉଛି ।

nis-ad
Leave A Reply

Your email address will not be published.