ଏମାର ମଠ ପାଖ ଅଞ୍ଚଳରୁ ବାହାରିଲା ସିଂହ ମୂର୍ତ୍ତି

ପୁରୀ: ପୁରୀ ଏମାର ମଠ ପାଖ ଅଞ୍ଚଳରେ ହୋଇଥିବା ଖନନରୁ ବାହାରିଲା ପଥରର ସିଂହ ମୂର୍ତ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାଟି ଖନନ ବେଳେ ଏକ ସିଂହମୂର୍ତ୍ତି ବାହାରିଥିବା ଦେଖିବାକୁ ମିଳିଛି । ତେବେ ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ନହୋଇ ଖନନ କାର୍ଯ୍ୟ ଚାଲୁଥିବାରୁ ଶ୍ରୀମନ୍ଦିର ଚାରିପାଖରେ ଥିବା ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହୋଇଯାଉଛି ବୋଲି ଆଇନଜୀବୀ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.