Browsing Category

ଆଞ୍ଚଳିକ

କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ପୁନଃ ଲାଗୁ କରିପାରିବ ନାହିଁ: ମୋଦୀ

ମୁମ୍ବଇ : ବିଶ୍ବର କୌଣସି ଶକ୍ତି ଜାମ୍ମୁ-କାଶ୍ମୀରରେ ୩୭୦ ଧାରାକୁ ପୁନଃ ଲାଗୁ କରିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଧାରା ୩୭୦କୁ ପୁନଃ ଲାଗୁ କରିବା ଲାଗି ଏକ ପ୍ରସ୍ତାବ ଜାମ୍ମୁ-କାଶ୍ମୀର ବିଧାନସଭାରେ ଗୃହୀତ ହୋଇଥିବାବେଳେ ମୋଦୀ ଶୁକ୍ରବାର ଏପରି

ରାୟଗଡ଼ା ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀ ଛାତ୍ରଙ୍କର ଝୁଲନ୍ତା ଶବ ଉଦ୍ଧାର…

ରାୟଗଡ଼ା : ତା : ୦୯/୧୧/୨୪ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ଥାନା ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟରେ ଗତକାଲି ଅଧ୍ୟନରେ ଜଣେ ଛାତ୍ର ନିଜ ବେକରେ ଟାୱାଲ ଯୋଗୁଁ ଆତ୍ମହତ୍ୟା କରିଥିବା ଓ ଝୁଲନ୍ତା ଅବସ୍ଥାରେ ଥିବା

ଭିନ୍ନକ୍ଷମ ସହାୟତା କେନ୍ଦ୍ର ନିମନ୍ତେ ଗୃହ କିମ୍ବା ଜମି ପ୍ରଦାନ ନିମନ୍ତେ ରାଜ୍ୟ ଇସ୍ପାତ,ଖଣି,ବାଣିଜ୍ୟ ଓ ପରିବହନ…

ବ୍ରହ୍ମପୁର : ମୁକ୍ତ ଆକାଶ ଭିନ୍ନକ୍ଷମ ଉନ୍ନୟନ ସଂଗଠନ ଦୀର୍ଘ ୧୫ ବର୍ଷ ହେବ ବ୍ରହ୍ମପୁର ଅଂଚଳରେ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କୁ ନେଇ ଗଠନ କରିଆସୁଛି ଏବଂ ଏହି ଅନୁଷ୍ଠାନ ସରକାରଙ୍କ ଦ୍ବାରା ପଞ୍ଜିକୃତ ବ୍ରହ୍ମପୁରର ଏକମାତ୍ର ଅନୁଷ୍ଠାନ । ଭିନ୍ନକ୍ଷମ ମାନଙ୍କ ସମସ୍ୟା ଓ ଜୀବନ

ସ୍ବର୍ଗତ ଡ଼.ଚିନ୍ତାମଣି ଭାରତୀ (ପୂର୍ବତନ ଅଧ୍ୟାପକ) ଙ୍କ ସ୍ମୃତି ସଭା

ଛତ୍ରପୁର : ଓଡିଶା ଭାଷା ଓ ସାହିତ୍ୟ ର ବରିଷ୍ଠ ପ୍ରାଧ୍ୟାପକ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର N.C.C ଆର୍ମି ବିଭାଗର ପୁର୍ବତନ ମେଜର ତଥା ଓଡ଼ିଆ ବିଭାଗ ର ଅଧ୍ୟାପକ ଡ଼ ଚିନ୍ତାମଣି ଭାରତୀ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର କଟକ ର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇ ଯାଇଛି l ସେ

ଉନ୍ନତ ଫଳଚାଷ ସମ୍ମନ୍ଧୀୟ ପ୍ରଶିକ୍ଷଣ ଶିବିର

ଛତ୍ରପୁର : କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଛତ୍ରପୁର ଉଦ୍ୟାନ ବିଭାଗ ର ସହଯୋଗରେ ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଫଳ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ

ନବରଂଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ବସସେବାର ଶୁଭାରମ୍ଭ

ନବରଂଗପୁର : ଆଜି ସ୍ଥାନୀୟ ଓ.ଏସ.ଆର୍.ଟି.ସି ବସ୍ ଡିପୋ ଠାରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଯୋଜନା ଅନ୍ତର୍ଗତ ନବରଙ୍ଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ଭଲଭୋ ଅତ୍ୟାଧୁନିକ ବସ ସେବା ର ଶୁଭାରମ୍ଭ ହୋଇଯାଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ

ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜିଲ୍ଳାର ଚାଷୀମାନଙ୍କଠାରୁ ଧାନ କିଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ମାଲକାନଗିରି ବିଧାୟକ ନରସିଂହ

ମଶାଣି ଯିବାକୁ ଶବ ଖୋଜୁଛି ରାସ୍ତା, ବାଜି ଲାଗୁଛି ଗ୍ରାମବାସୀଙ୍କ ଜୀବନ

ଲକ୍ଷ୍ମୀପୁର : ମଶାଣି ଯିବାକୁ ରାସ୍ତା ନାହିଁ। ଗାଁ ର କିଏ ମୃତ୍ୟୁ ହେଲେ ଜୀବନ କୁ ବାଜି ଲଗାଇ ନଦୀ ପାରି ହେବାକୁ ପଡୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଚାରିନି ବେଢ଼ା ଗାଁ ରେ। ଏହି ଗ୍ରାମରେ ୧୫ ପରିବାର

ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଇଥିଲେ ହେଲେ ନିଜେ ଆଖି ବୁଜିଲେ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର ରୁଦାଙ୍ଗିଆ ଗ୍ରାମକୁ କିଲାକିଆ ଗ୍ରାମର ସର୍ବାନନ୍ଦ ପ୍ରଧାନ (୬୧) ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ ହେଲେ ନିଜେ ଆଖି ବୁଜି ଥିବା ଭଳି ଏକ ଦୁଃଖଦ ଘଟଣା ଘଟିଛି ରୁଦାଙ୍ଗିଆରେ।