Browsing Category

ଖେଳ

ଏପ୍ରିଲ ୮ରୁ ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌

କଟକ: ଓଡ଼ିଶା ଆଥ୍‌ଲେଟିକ୍ସ ଆସୋସିଏସନ୍‌ ଆନୁକୂଲ୍ୟରେ ଆସନ୍ତା ଏପ୍ରିଲ ୮ ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଆଥ୍‌ଲେଟିକ୍‌ ମିଟ୍‌ ଆୟୋଜିତ ହେବ । ଭୁବନେଶ୍ୱରର କିଟ୍‌ ଓ କିସ୍‌ ଷ୍ଟାଡିୟମ୍‌ ପରିସରରେ ପ୍ରତିଯୋଗିତା ଆୟୋଜନ କରାଯିବ । ୧୪ ବର୍ଷରୁ କମ୍‌ ସହିତ ୧୬, ୧୮, ୨୦ ଓ ୨୩ ବର୍ଷରୁ କମ୍‌

ଆରମ୍ଭ ହେଲା OMC-CDTA ଓପନ ଟେନିସ ପ୍ରତିଯୋଗିତା

କଟକ: ଆରମ୍ଭ ହେଲା ଓଏମସି ସିଡିଟିଏ (OMC-CDTA) ଓଡିଶା ଓପନ ଟେନିସ ଚମ୍ପିୟାନସିପ । କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କଟକ ଟେନିସ ସଂଘ ଗ୍ରାଉଣ୍ଡରେ ଆଜିଠୁ ଏହି ମେଗା ପ୍ରତିଯୋଗିତା ଆରମ୍ଭ ହୋଇଛି । ମୋଟ 5ଟି କାଟାଗୋରୀରେ ମ୍ୟାଚ ଖେଳାଯାଉଛି । 12 ବର୍ଷ ରୁ କମ ବାଳକ , 16 ବର୍ଷ

ସୁପର କିଙ୍ଗ୍‌ସ ଶିବିରରେ ଯୋଗ ଦେଲେ ଓଡ଼ିଆ ପୁଅ ଶୁଭ୍ରାଂଶ

ଭୁବନେଶ୍ୱର: ଓଡ଼ିଶା ରଣଜୀ ଦଳ ଅଧିନାୟକ ଶୁଭ୍ରାଂଶୁ ସେନାପତି ବୁଧବାର ଚେନ୍ନାଇ ସୁପର କିଙ୍ଗ୍‌ସ ଶିବିରରେ ଯୋଗ ଦେଇଛନ୍ତି। ସୁପର କିଙ୍ଗ୍‌ସ ପକ୍ଷରୁ ଅଫିସିଆଲ୍‌ ଟ୍ୱିଟର ପୃଷ୍ଠାରେ ଶୁଭ୍ରାଂଶୁଙ୍କ ଆଗମନର ଏକ ଫଟୋ ଛାଡ଼ି ଏବିଷୟ ସୂଚନା ଦିଆଯାଇଛି । ସୁରଟ ଠାରେ ସୁପର କିଙ୍ଗ୍‌ସ ଦଳର ଶିବିର

ISSF ବିଶ୍ୱକପ୍‌ରେ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ବ୍ରୋଞ୍ଜ ମେଡାଲ

ISSF ବିଶ୍ୱକପ୍‌ରେ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସଫଳତା । ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ବ୍ରୋଞ୍ଜ ମେଡାଲ । ଇଜିପ୍ଟର କାଇରୋରେ ଚାଲିଥିବା ISSF ବିଶ୍ୱକପ୍‌ର ୫୦ ମିଟର ସୁଟିଂରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଶ୍ରୀୟଙ୍କା ଷଡ଼ଙ୍ଗୀ । ପ୍ରଥମ ଓଡ଼ିଆ ଭାବେ ISSF

୨୦୨୨ ଆଇପିଏଲ୍ ଖେଳସୂଚୀ ଜାରି, ମାର୍ଚ୍ଚ ୨୬ରେ ଚେନ୍ନାଇ-କୋଲକତା ମଧ୍ୟରେ ପ୍ରଥମ ମ୍ୟାଚ୍

ମୁମ୍ବାଇ: ୨୦୨୨ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ପାଇଁ ଖେଳସୂଚୀ ଜାରି ହୋଇଯାଇଛି। ମାର୍ଚ୍ଚ ୨୬ ତାରିଖ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ଓ କୋଲକାତା ନାଇଟ୍ ରାଇଡର୍ସ୍ (କେକେଆର୍) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାନଖେଡେ ଷ୍ଟାଡିୟମରେ ସଂଧ୍ୟା

ପ୍ରଥମ ଟେଷ୍ଟ: ଶ୍ରୀଲଙ୍କା ବିରୋଧରେ ବିଶାଳ ଇଂନିସ ଓ ୨୨୨ ରନ୍‌ରେ ଜିତିଲା ଭାରତ

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ଭାରତ ଗୋଟିଏ ବିଶାଳ ଇଂନିସ ଓ ୨୨୨ ରନ୍‌ରେ ଜିତି ନେଇଛି। ୫ ଦିନର ଏହି ମ୍ୟାଚ୍‌ ୩ ଦିନରେ ଶେଷ ହୋଇଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରବୀନ୍ଦ୍ର ଜାଦେଜାଙ୍କ

ଆଉ ନାହାନ୍ତି କିମ୍ବଦନ୍ତୀ ସ୍ପିନର ସେନ ଓ୍ବାର୍ଣ୍ଣ

ନୂଆଦିଲ୍ଲୀ : ବିଶ୍ବରେ ଯୁଦ୍ଧର ଘଟଘଟା ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଞ୍ଚିଛି । ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବାର୍ଣ୍ଣଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ

ବାରବାଟୀରେ ଜୁନ୍‌ ୯ରେ ଭାରତ-ଦ.ଆଫ୍ରିକା T20

କଟକ: ବିସିସିଆଇ ତା'ର ପ୍ରତିଶ୍ରୁତି ରକ୍ଷାକରି କଟକର ବାରବାଟୀ ଷ୍ଟାଡିୟମ୍‌କୁ ଚଳିତ ଋତୁରେ ଏକ ଟ୍ବେଣ୍ଟି୨୦ ମ୍ୟାଚ୍‌ ପ୍ରଦାନ କରିଛି। ଜୁନ୍‌ ୯ରେ ବାରବାଟୀରେ ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ ବୋଲି ବୁଧବାର

ଓଡ଼ିଶା ପାଇଁ ଗୌରବ ଆଣିଲେ ଚାନ୍ଦବାଲି ଝିଅ ମମତା ବେହେରା

ଚାନ୍ଦବାଲି : ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଚାନ୍ଦବାଲି ଝିଅ ମମତା ବେହେରା । ଟେନିସ କ୍ରିକେଟ ଚମ୍ପିଆନ ୨୦୨୨ରେ ମନୋନିତ ହୋଇ ଜାତିୟ ସ୍ଥରରେ ୪ଟି ମ୍ୟାଚ ଖେଳି ୨ଟିର ବିଜୟୀ ହୋଇ ସେ ପାଇଛନ୍ତି କାଂସ୍ୟ ପଦକ । ତାଙ୍କର ପ୍ରଥମ ମ୍ୟାଚ ୨୪ ତାରିଖରେ ଭାରତ ପକ୍ଷରୁ ପ୍ରଥମ ମ୍ୟାଚ ନେପାଳ

ଏପ୍ରିଲ୍‌ ୧୩ରୁ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌

ଭୁବନେଶ୍ୱର: ଆସନ୍ତା ମାସ ୧୩ରୁ ୧୭ ତାରିଖ ମଧ୍ୟରେ ହାଇଦ୍ରାବାଦ ସ୍ଥିତ ଗାଚିବାଓଲି ଷ୍ଟାଡିୟମ୍‌ରେ ୪୨ତମ ଜାତୀୟ ମାଷ୍ଟର୍ସ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀମାନେ ଆସନ୍ତା ୧୫ ତାରିଖ ମଧ୍ୟରେ ନାମ