ISSF ବିଶ୍ୱକପ୍‌ରେ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ବ୍ରୋଞ୍ଜ ମେଡାଲ

ISSF ବିଶ୍ୱକପ୍‌ରେ ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସଫଳତା । ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ମିଳିଛି ବ୍ରୋଞ୍ଜ ମେଡାଲ । ଇଜିପ୍ଟର କାଇରୋରେ ଚାଲିଥିବା ISSF ବିଶ୍ୱକପ୍‌ର ୫୦ ମିଟର ସୁଟିଂରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଶ୍ରୀୟଙ୍କା ଷଡ଼ଙ୍ଗୀ । ପ୍ରଥମ ଓଡ଼ିଆ ଭାବେ ISSF ବିଶ୍ୱକପ୍‌ରେ ପଦକ ଜିତିଛନ୍ତି ଶ୍ରୀୟଙ୍କା ।ଶ୍ରୀୟଙ୍କା ଷଡ଼ଙ୍ଗୀ ହେଉଛନ୍ତି କିଟ୍‌ ବିଶ୍ୱବିଦ୍ୟାଳୟର ଛାତ୍ରୀ ।

nis-ad
Leave A Reply

Your email address will not be published.