କନ୍ଧମାଳ ଜିଲ୍ଲାରେ ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ହରିଶ ବି.ସି ଦାୟିତ୍ଵ ଗ୍ରହଣ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ହରିଶ ବି.ସି ଦାୟିତ୍ଵ ଗ୍ରହଣ କରିଛନ୍ତି । କନ୍ଧମାଳ ଏସ୍.ପି ସୁଭେନ୍ଦୁ କୁମାର ପାତ୍ରଙ୍କ ଠାରୁ ସେ ଦାୟିତ୍ୱ ନେଇଛନ୍ତି । ଦାୟିତ୍ଵ ନେବା ପରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ, ଟ୍ରାଫିକ ସମସ୍ଯା…

ପେନାବାଲି ପ୍ରାଥମିକ ବିଦ୍ୟାଳୟ ଠାରେ ଭାଳିଆପଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପେନାବାଲି ପ୍ରାଥମିକ ବିଦ୍ୟାଳୟ ଠାରେ ଭାଳିଆପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ ଅନୁଷ୍ଠିତ ହୋଇଯାଇଛି l ପେନାବାଲି କ୍ଲଷ୍ଟର ର ସମସ୍ତ ପ୍ରାଥମିକ ବିଦ୍ୟାଳୟ କୁ ନେଇ ଶିଶୁ ମହୋତ୍ସବ ସୁରଭି…

ଅବକାରୀ ଓ ପୋଲିସର ମିଳିତ ଚଢାଉ, ମହୁଲ ଓ ଦେଶୀ ମଦ ଜବତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନସ୍ଥ ସଲଙ୍ଗାବାହାଲ ଗ୍ରାମରୁ ଆଜି ମୋଟ ଚାରି ଜଣଙ୍କୁ ଗିରଫ କରାଯାଇଛି | ରାଏବଗା ପୋଲିସ ପକ୍ଷରୁ ଦୁଇଜଣ ଓ ବୀରମିତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଦୁଇ ଜଣଙ୍କ ନାମରେ ମୋକଦ୍ଦମା ରୁଜ୍ଜୁ କରାଯାଇଛି | ଅବକାରୀ ବିଭାଗ ପକ୍ଷରୁ PR no…

ସୀମାନ୍ତରେ ଯବାନଙ୍କ ଗୁଳିରେ ୨୩ ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨୩ ମାଓବାଦୀ ନିହତ ହୋଇଥିବା ବେଳେ ଅନେକ ମାଓ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିବା ନେଇ ନାରାୟଣପୁର ଏସପି ପ୍ରଭାତ କୁମାର ସୂଚନା ଦେଇଛନ୍ତି।…

ମେକାଠାରୁ ଦାମପଡାକୁ ସଂଯୋଗ କରୁଥିବା ସେତୁ ଓ ରାସ୍ତାର ନିମ୍ନମାନର କାର୍ଯ୍ୟକୁ ନେଇ ଅଭିଯୋଗ

ସେତୁ ନିର୍ମାଣ କାରି ସଂସ୍ଥା ୟୁନିକନ କଷ୍ଟ୍ରାକସନ ସହ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଅଭିଯୋଗ । ମାଲକାନଗିରି : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମେକା ପଂଚାୟତର ଗ୍ରାମବାସୀ ନବ ନିର୍ମିତ ପୋଲ ଏବଂ ନିମ୍ନମାନର ରାସ୍ତାକୁ ନେଇ ଆଣିଛନ୍ତି ଅଭିଯୋଗ l ମାଥିଲି ବ୍ଲକର…

ପାର୍ବଣରେ ଟିପିଏସ୍ଓଡିଏଲ୍ ପକ୍ଷରୁ ସୁରକ୍ଷା ମାର୍ଗଦର୍ଶିକା ଜାରି

ବ୍ରହ୍ମପୁର : ପାର୍ବଣ ୠତୁ ଆରମ୍ଭ ହେବା ସହ ବିଭିନ୍ନ ପୂଜାସ୍ଥଳରେ ଓ ବଜାରରେ ଲୋକଙ୍କ ଭିଡ଼ ଜମୁଛି। ଏହି ସମୟରେ ବିଦ୍ୟୁତ ସୁରକ୍ଷାକୁ ଧ୍ୟାନରେ ରଖି ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ଟିପିଏସ୍ଓଡିଏଲ୍। ବିଶେଷ କରି ପୂଜା ମଣ୍ଡପ ଭଳି ଅସ୍ଥାୟୀ ବିଦ୍ୟୁତ ସଂଯୋଗ…

ଜ଼ିଲ୍ଲା ଭିତ୍ତିକ ନିଯୁକ୍ତିର ମହାପ୍ରଭାବ

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାରେ ଦିନକୁ ଦିନ ଜୋର ଧରିଛି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବି ନେଇ ବନ୍ଦ ଡାକରା । ଏହି ଜ଼ିଲ୍ଲା ଭିତ୍ତିକ ନିଯୁକ୍ତି ଦାବିର ପ୍ରଭାବରେ ଦୈନନ୍ଦିନ ଖଟିଖିଆ ଜଣ ସାଧାରଣ ଉପରେ ଏହାର ପ୍ରଭାବ ପଡ଼ିବା ପରିଲୋକ୍ଷିତ। ଆଜି ଛତିଶଗଡ ସୀମାନ୍ତବର୍ତ୍ତୀ ରାଇଘର ଉପ…

ମା ବଗଳାମୁଖୀଙ୍କ ପୀଠରେ ନବରାତ୍ର ପୂଜା

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ଲୋକନାଥ ପୁର ଶାସନ ଭଳାସୀଙ୍ଗି ରୋଡ ଠାରେ ବହୁ ପୁରାତନ କାଳରୁ ପୂଜା ପାଇ ଆସୁଥିବା ଦଶ ମହାବିଦ୍ୟା ମଧ୍ୟରୁ ପରମ ଆରାଧ୍ୟା ଦେବୀ ମାଁ ବଗଳାମୁଖିଙ୍କ ଶକ୍ତିପୀଠ ଅନ୍ୟତମ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପୀଠରେ ଶରତ କାଳୀନ ନବରାତ୍ରମହପୂଜା…

ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ମିଳିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି ଜିଲ୍ଲା ମିଳିତ କ୍ରିୟାନୁଷ୍ଠିକ କମିଟି । ଏହାର ସମର୍ଥନରେ ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ, ବଙ୍ଗାଳୀ ସମାଜ , ଅନୁସୂଚିତ ଜାତି, ଜନଜାତି ସଂଘ ଓ ସମେତ…

ଆସିକାରେ ଜମି ମାଫିଆଙ୍କ ଯୋଗୁଁ ସହର ଡୁବିବ…

ଜଳ ନିଷ୍କାସନ ପଥରେ ଥିବା ଜମି କ୍ରୟ କରି ପ୍ଲଟ ବିକ୍ରି……..! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ବାସୀ ବହୁ ଥର ବନ୍ୟାରେ ଉବୁଟୁବୁ ହୋଇଥିବାର ନଜିର ରହିଛି। ଆସିକା ସହରକୁ ଶୁକନଈ ଓ ମଙ୍ଗଳପୁର ହଜରୁ ବର୍ଷା ଓ ନାଳ ନର୍ଦ୍ଧମା ର ଜଳ ପ୍ରବେଶ କରି ଟିପିସର ନାଳ ଦେଇ ଋଷିକୂଲ୍ୟା…