‘କ୍ଷମତାକୁ ଆସିଲେ ଘଣ୍ଟାଏ ମଧ୍ୟରେ ମଦ ଉପରୁ ବ୍ୟାନ୍ ହଟାଇ ଦେବି’

'କ୍ଷମତାକୁ ଆସିଲେ ଘଣ୍ଟାଏ ମଧ୍ୟରେ ବିହାରରୁ ମଦ ଉପରୁ ବ୍ୟାନ୍ ହଟାଇ ଦେବି...' ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ଏପରି କହିଛନ୍ତି ନିର୍ବାଚନ ରଣନୀତିଜ୍ଞ ତଥା ଜନ ସୁରାଜ ମୁଖ୍ୟ ପ୍ରଶାନ୍ତ କିଶୋର। ଅକ୍ଟୋବର ୨ରେ ତାଙ୍କ ଦଳ ଜନ ସୁରାଜର ପ୍ରତିଷ୍ଠା ପାଇଁ ଚାଲିଥିବା

ରୁଷିକୂଲ୍ୟା ନଦୀ କଂସାରୀଗଣ୍ଡରେ ଗାଧେଇବାକୁ ଯାଇ ଜଣେ ନିଖୋଜ, ସନ୍ଧାନ ଜାରି

ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀଗଣ୍ଡ ରେ ଗାଧେଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଛନ୍ତି l ନିଖୋଜ ବୃଦ୍ଧ ଜଣକ ହେଲେ ମୁନିସିପେଣ୍ଠ ଗ୍ରାମ ର ଭଗବାନ ହାତୀ l ଭଗବାନ ରବିବାର ସକାଳେ କଂସାରୀଗଣ୍ଡ କୁ ଗାଧେଇବାକୁ ଯାଇଥିବା ବେଳେ କୌଣସି କାରଣ

ରାଜ୍ୟବ୍ୟାପୀ ‘ସୁଭଦ୍ରା’ ସ୍ଵାଗତ ପଦଯାତ୍ରା, ୬୦ ଲକ୍ଷରୁ ଅଧିକ ମହିଳା କଲେଣି ପଞ୍ଜୀକରଣ

ଭୁବନେଶ୍ୱର : ସାରା ରାଜ୍ୟରେ ସୁଭଦ୍ରା ସ୍ବାଗତ ପଦଯାତ୍ରା । ସୁଭଦ୍ରା ଯୋଜନା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱର ଗିରି ଦୁର୍ଗା ମନ୍ଦିରରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଏକ ପଦଯାତ୍ରା ହୋଇଛି । ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଓ

ସୁରକ୍ଷା ସାମଜିକ ସଂଗଠନ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ସଚେତନତା କର୍ମଶାଳା

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ପଞ୍ଚାୟତ ର ନାଉଳି ଗ୍ରାମ ରେ ସୁରକ୍ଷା ସାମାଜିକ ସଂଗଠନ ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିମଳ ଉପରେ ସଚେତନତା କର୍ମଶାଳା ସଂଗଠନ ର ସଭାପତି ଅଜିତ କୁମାର ପରିଡା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଥିଲା | ହିଞ୍ଜିଳିକାଟୁ ସରକାରୀ

ସୁଭଦ୍ରା ସ୍ବାଗତ ପଦଯାତ୍ରା

ଫୁଲବାଣୀ : ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ପ୍ରଦକ୍ଷିଣ ଗୃହ ପରିସରରୁ ସୁଭଦ୍ରା ସ୍ବାଗତ ପଦଯାତ୍ରା ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ମାଦିକୁନ୍ଦା ଛକ ଠାରୁ ଆରମ୍ଭ ହୋଇ ଗୋପବନ୍ଧୁ ଛକ ଦେଇ ବିଜୁ କଲ୍ଯାଣ ମଣ୍ଡପ ଠାରେ

ଅସହାୟ ଅବସ୍ଥାରେ ବୃଦ୍ଧା, ସହାୟତା ପାଇଁ କେହି ନାହିଁ

ଉମରକୋଟ : ବୃଦ୍ଧାଙ୍କ ସବୁ ଥାଇ କିଛି ନାହିଁ, ଉପଯୁକ୍ତ ତିନି ତିନିଟି ପୁଅ ଥାଇ ଅତିରୁ ଅତି ଦୟନୀୟ ଭାବରେ ଗୋଟିଏ ଭଙ୍ଗା ଦଦରା ଘରର ଗୋଟିଏ ପାର୍ଶ୍ବରେ ପଡ଼ି ରହିଛି। ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ହାତୀବେନା

ଆମ ଓଡ଼ିଶା ସମ୍ବାଦ ତରଫରୁ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ରାଏବଗା କ୍ଲଷ୍ଟର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ପରୀକ୍ଷା କେନ୍ଦ୍ରର ସୁପ୍ରିଟେଣ୍ଡେଣ୍ଟ ରୂପେ ପରୀକ୍ଷା

ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କ ହୋମଗାର୍ଡଙ୍କୁ ହେଡକ୍ୱାଟର୍ସକୁ ବଦଳି…

ବଦଳିକୁ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ... ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ କିଛି ଦିନ ହେବ ନବ ନିଯୁକ୍ତି ଥାନା ଅଧିକାରୀ ମାନେ ହୋମଗାର୍ଡ କର୍ମଚାରୀ ମାନଙ୍କୁ ବିଭିନ୍ନ ଅସାମାଜିକ କାର୍ଯ୍ୟ ତଥା ମଦବେପାରୀ ଗଞ୍ଜେଇ ବେପାରୀ,କାଠ ବେପାରୀ ଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରିବା

ଜିଲ୍ଲାରେ ସୁଭଦ୍ରା ଯୋଜନାକୁ ବ୍ୟାପକ ସଚେତନତା କରିବା ପାଇଁ ପଦଯାତ୍ରା ଅନୁଷ୍ଠିତ…

ମାଲକାନଗିରି, ୧୫/୯/୨୪:ଆଜି ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ପରିସରରୁ ସୁଭଦ୍ରା ସ୍ଵାଗତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ, ବେଦବର ପ୍ରଧାନ ଓ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ପତାକା ଦେଖାଇ ଏହି

ବନ୍ଦେ ଭାରତ ଟ୍ରେନ ଉଦଘାଟନ କାର୍ଯ୍ୟକ୍ରମ ରେ ପୋଷ୍ଟର ପଲିଟିକ୍ସ – ବିଜେପିରେ ବଡ ଫାଟ..!

ପ୍ରଦୀପ ଅଛନ୍ତି,ବିଭୂତି ଗାଏବ..! ବ୍ରହ୍ମପୁର - ରାଜନୈତିକ ଦୃଷ୍ଟି କୋଣରୁ ଗଞ୍ଜାମ ଜିଲ୍ଲାର ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ରହିଛି। କେବଳ ନିର୍ବାଚନ କାହିଁକି ବରଂ ପ୍ରତିଟି କାର୍ଯ୍ୟରେ ବେଶ ଚର୍ଚ୍ଚାରେ ରହିଥାଏ ଗଞ୍ଜାମ ଜିଲ୍ଲାର ପ୍ରମୁଖ ସହର କୁହାଯାଉଥିବା ବ୍ରହ୍ମପୁର। ରବିବାର