ଫାଇନାନ୍ସ କମ୍ପାନୀରୁ ୩୦ କେଜି ସୁନା ଚୋରି ଘଟଣା, ରାଞ୍ଚିରୁ ଜଣେ ଡକାୟତ ଗିରଫ

ସମ୍ବଲପୁର: ସମ୍ବଲପୁରରୁ ୩୦ କେଜି ସୁନା ଚୋରି ଘଟଣା । ରାଞ୍ଚିରୁ ଜଣେ ଡକାୟତ ଗିରଫ ହୋଇଛି । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଅଞ୍ଚଳର ମଣପୁରମ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ବଡ ଧରଣର ଚୋରି ହୋଇଥିଲା । ଲୁଟ୍ ଘଟଣାରେ ଅଜୟ ପାଶ୍ବାନ ଗିରଫ ହୋଇଛି ।

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡ କାଟି ଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ ଅଭେଦ୍ୟ ଦୁର୍ଗ ପାଲଟିଥିବା ବେଳେ ରସୁଲଗଡ଼- ବାଣୀବିହାର ଜାତୀୟ ରାଜପଥରେ ସକାଳୁ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଚଳନ୍ତା

ନୟାଗଡ଼ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା, ଉପ ଜିଲ୍ଲାପାଳ କର୍ଣାଦେବ ସମାଦାର

୮ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଥାନା ଘୋଡାହଡ ନଦୀ ସେତୁ ନିକଟ ଖଣ୍ଡରା ଛକରୁ ମଙ୍ଗଳବାର ସକାଳୁ ହିଞ୍ଜିଳିକାଟୁ ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ବସ ଉପରେ ଚଢାଉ କରି ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଛି ଅବକାରୀ ପୁଲିସ । ଗିରଫ ଯୁବକ ହେଲେ ମହାରାଷ୍ଟ୍ର ପୁନେ ଜିଲ୍ଲା

ବାରଖମା ଠାରେ ଧାନମଣ୍ଡି ଉଦଘାଟିତ

ବାଲିଗୁଡ଼ା : କନ୍ଧମାଳ ଚାଷୀ ଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କ୍ରୟ ଲାଗି ବାଲିଗୁଡ଼ା ବ୍ଳକ ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୃପ ଯିହୋବାରାଫା ଏହି ଧାନ କିଣିବା ପାଇଁ ସ୍ଥିର ହୋଇଥିଲା।ଏହି ଅବସରରେ ବାଲିଗୁଡ଼ା ସିଡ଼ିପିଓ ଆୟୋଜିତ

ଓଡିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଏଣ୍ଟ୍ରାନ୍ସ ପରୀକ୍ଷା…

ବିରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ତିନଟି ସେଣ୍ଟର ରେ ପରୀକ୍ଷା ହୋଇଯାଇଛି ! ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିରମିତ୍ରପୁର, ହରିହର ସରକାରୀ ଉଚ୍ଚ ବିଦ୍ୟାଳୟ କୁଆଁରମୁଣ୍ଡା ଓ ଓଡିଶା ଆଦର୍ଶ ବିଦ୍ୟାଳୟ ତେଲିପୋଷ କୁଆଁରମୁଣ୍ଡା ରେ ସେଣ୍ଟର ପଡିଥିଲା !

ବ୍ରହ୍ମପୁର ଏମକେସିଜି ପିଜି ଡାକ୍ତରରାଣୀଙ୍କୁ ଲୁଟ୍ ଓ ଆକ୍ରମଣ ଉଦ୍ୟମ ଅଭିଯୋଗ, ସୁରକ୍ଷା ଯୋଗାଇବାକୁ ପି.ଜି. ଡାକ୍ତର…

ବ୍ରହ୍ମପୁର : ଗତକାଲି ରାତିରେ ବିକର୍ତ୍ତବ୍ୟରତ ଡାକ୍ତରୀ ଛାତ୍ରୀଙ୍କୁ ଆକ୍ରମଣ ସହ ଲୁଟ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ମେଡିକାଲ ଫାଟକ ସମ୍ମୁଖରେ ରାତିରେ ଦୁର୍ବୁତ୍ତମାନେ ଏଭଳି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ସୋମବାର ରାତି ସାଢେ ୮ଟା ବେଳେ

ଟାଟା କମ୍ପାନୀରେ ଚାକିରୀ କରେଇବା ନାଁରେ ଠକେଇ ଘଟଣା : ଦୁଇଟି ମମାଲର ରାୟ ପ୍ରକାଶ

ବ୍ରହ୍ମପୁର : ପୂର୍ବତନ ବିଧାୟକ ତଥା ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆଇ ଏଫ ଏସ ଅଭୟ ପାଠକ, ପୁଅ ଆକାଶ ପାଠକ ତିନିଜଣଙ୍କୁ ଦୁଇଟି ମାମଲା ରେ ନିର୍ଦୋଷରେ ଖଲାସ କରିଛନ୍ତି ମାନ୍ୟବର କୋର୍ଟ । ଟାଟା କମ୍ପାନୀରେ ଚାକିରୀ କରେଇବାକୁ କହି ଟଙ୍କା ଠକି ନେବା ଘଟଣାରେ ପୂର୍ବତନ ବିଧାୟକ ତଥା

୨ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ଗୁରୁତର

ହିଞ୍ଜିଳିକାଟୁ : ୫୯; ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ୨ ବାଇକ୍ ମୁହାଁମୁହିଁ ଧକ୍କା ଘଟିଛି। ଦୂର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ପାଟପୁର ଥାନା ଡେଙ୍ଗାଡି

ଡୋସ୍କା ଗଣ୍ଡ,ମୃତ୍ୟୁର ରହସ୍ୟ ଉନ୍ମୋଚନ : ପର୍ଦାଫାସ କଲେ କୁନ୍ଦେଇ ପୋଲିସ

ଉମରକୋଟ/ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ତୁରୁଡ଼ିହି ପଞ୍ଚାୟତ ଅନ୍ତର୍ଗତ ତୁରୁଡ଼ିହି ଆଦିବାସୀ ଗ୍ରାମର ରଞ୍ଜନ ଗଣ୍ଡ (୧୯ବର୍ଷ )ପିତା ବସନ୍ତ ଗଣ୍ଡଙ୍କ ମୃତ ଶରୀର ଗତ ୩ ତାରିଖ ଦିନ ଅତି ବିଭତ୍ସ ଅବସ୍ଥାରେ ନୀଳଗିରି ପାଦ ଚଲା ରାସ୍ତାର ପାର୍ଶରେ ପଡ଼ି ଥିଲା । ୪ ତାରିଖରେ