ବ୍ରହ୍ମପୁର : ପୂର୍ବତନ ବିଧାୟକ ତଥା ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆଇ ଏଫ ଏସ ଅଭୟ ପାଠକ, ପୁଅ ଆକାଶ ପାଠକ ତିନିଜଣଙ୍କୁ ଦୁଇଟି ମାମଲା ରେ ନିର୍ଦୋଷରେ ଖଲାସ କରିଛନ୍ତି ମାନ୍ୟବର କୋର୍ଟ । ଟାଟା କମ୍ପାନୀରେ ଚାକିରୀ କରେଇବାକୁ କହି ଟଙ୍କା ଠକି ନେବା ଘଟଣାରେ ପୂର୍ବତନ ବିଧାୟକ ତଥା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ବାପା – ପୁଅ ଅଭୟ ପାଠକ, ଆକାଶ ପାଠକ ତିନି ଜଣଙ୍କ ଆଜି ଗୋଳନ୍ଥରା ଏବଂ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ୫ଟି ମାମଲାର ବୟାନ ରେକର୍ଡ ହୋଇଥିଲା। ଗୋଳନ୍ଥରା ଥାନା ରେ ଲକ୍ଷ୍ମୀଧର ନାୟକଙ୍କ ଅଭିଯୋଗ କ୍ରମେ 2225/20 ଗୋଳନ୍ଥରା ଏବଂ 511/21 ବୈଦ୍ୟନାଥପୁର ଥାନାରେ ପୁଲିସ କର୍ମଚାରୀ କାର୍ତ୍ତିକ ପ୍ରଧାନଙ୍କ ଦ୍ଵାରା ହୋଇଥିବା ଦୁଇଟି ମାମଲା ର ଆଜି ରାୟ ପ୍ରକାଶ ପାଇଥିଲା।
ଦୁଇଟି ମାମଲାରେ . ତିନି ଜଣ ନିର୍ଦୋଷରେ ଖଲାସ କରିଛନ୍ତି ମାନ୍ୟବର କୋର୍ଟ। ହୋଇଛନ୍ତି. ରାୟ ପ୍ରକାଶ କରିଲେ ଜେ ଏମ ଏଫ ସି ଗ୍ରାମାଞ୍ଚଳ ସ୍ୱତନ୍ତ୍ର ବିଧାୟକ, ସାଂସଦ କୋର୍ଟ. ରାୟ ପ୍ରକାଶ ପରେ ପ୍ରତିକ୍ରିୟା ରଖିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ଆଇ ଏଫ ଏସ ଅଭୟ ପାଠକ. କହିଲେ ମିଳିଲା ଆଶ୍ବସ୍ତି ମିଳିଛି ନ୍ୟାୟର ହୋଇଛି ବିଜୟ. ମିଥ୍ୟା ମାମଲା ଲଗାଇ ଆରୋପ କରାଯାଇଥିଲା।
ପୂର୍ବ ସରକାର ରାଜନୈତିକ ଅଭିଶନ୍ଧି ରଖି ବଦନାମ କରିବା ପାଇଁ କରିଥିଲେ ପ୍ରୟାସ ବୋଲି କହିଲେ ସାଂସଦ ପ୍ରଦୀପ ପାଣିଗ୍ରାହୀକହିଛନ୍ତି।. ଆଜି ଦୁଇଟି ମାମଲାର ରାୟ ପ୍ରକାଶ ପାଇଥିବା ବେଳେ ଆସନ୍ତା କାଲି ଅନ୍ୟ ତିନୋଟି ମାମଲାର ରାୟ ପ୍ରକାଶ ପାଇବ ବୋଲି କହିଛନ୍ତି ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ।
Sign in
Sign in
Recover your password.
A password will be e-mailed to you.
Prev Post