‘ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି, କିନ୍ତୁ ରାହୁଲ ଦଳ ପାଇଁ’

'ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି। କିନ୍ତୁ ରାହୁଲ ଗାନ୍ଧି କଂଗ୍ରେସ ଦଳକୁ ବଞ୍ଚାଇବା ପାଇଁ ଲଢ଼ୁଛନ୍ତି।' ଆଜି ଏଭଳି କିଛି କହି କଂଗ୍ରେସ ଉପରେ ବର୍ଷିଛନ୍ତି ଅମ୍‌ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ। କଂଗ୍ରେସ ସାଂସଦ ରାହୁଲ ଗାନ୍ଧି

ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଦିଲ୍ଲୀରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । ରାଜ୍ୟର ସବୁ ପଞ୍ଚାୟତରେ ଖୋଲିବ ଆୟୁଷ୍କାନ ଆରୋଗ୍ୟ ମନ୍ଦିର । ରାଜ୍ୟରେ ବରିଷ୍ଠ ନାଗରିକଙ୍କୁ ନିରନ୍ତର ଚିକିତ୍ସା ସୁବିଧା ମିଳିବ । ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ମିଳିବ ନିରନ୍ତର ଚିକିତ୍ସା ସୁବିଧା ।

ମକର ସଂକ୍ରାନ୍ତି ପାଇଁ ଅଟ୍ରିର ହଟକେଶ୍ୱର ଦେବଙ୍କ ପୀଠରେ ଭକ୍ତଙ୍କ ଭିଡ

ଖୋର୍ଦ୍ଧା : ଆଜି ପବିତ୍ର ମକର ସଂକ୍ରାନ୍ତି । ବେଶ ଚଳଚଞ୍ଚଳ ଖୋର୍ଦ୍ଧା ବେଗୁନିଆ ବ୍ଲକର ଅଟ୍ରି । ଏଠିକାର ପ୍ରସିଦ୍ଧ ବାବା ହାଟକେଶ୍ୱର ମହାଦେବଙ୍କ ଏହି ମକର ସଂକ୍ରାନ୍ତି ଅବସରରେ ରହିଛି ଅଲୌକିକ ମାହାତ୍ମ୍ୟ । ପ୍ରବାଦ ରହିଛି ଏହି ମକର ସଂକ୍ରାନ୍ତି ଦିନ ନିଃସନ୍ତାନ ଦମ୍ପତି ଏଠାରେ

ପୁଣି ସେବାୟତଙ୍କ ବିବାଦ, ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ଭୁବନେଶ୍ଵର: ମକର ସଂକ୍ରାନ୍ତି ପୂର୍ବରୁ ଅଘଟଣ । ଅନିଦ୍ରା, ଅଖିଆ, ଅପିଆ ରହିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ଫଳରେ ଗତକାଲି ରାତି ସାଢ଼େ ୮ରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବଡ଼ୁ

ଯାଦବ ସମାଜର ଗୋବର୍ଦ୍ଧନ ପୂଜା ଓ ମଣ୍ଡେଇ ଯାତ୍ରା ପାଳିତ

ଉମରକୋଟ /ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପଚରିପାରା ପଂଚାୟତ ସଦର ମହକୁମା ଠାରେ ରାଇଘର ବ୍ଲକରେ ବସବାସ କରୁଥିବା ସମସ୍ତ ଯାଦବ ସମାଜର ଜନସାଧାରଣ ଏକତ୍ରିତ ସମବେଦ ହୋଇ ଗୋବର୍ଧନ ପୂଜା କରିବା ସହ ମଣ୍ଡେଇ ଯାତ୍ରା କରିଛନ୍ତି |ଏହି ଗୋବର୍ଦ୍ଧନ ପୂଜାଟିରେ ସୀମାନ୍ତବର୍ତ୍ତୀ

ଭାଗଚାଷୀଙ୍କୁ କ୍ଷତି ପୂରଣ ଦାବିରେ ସାନଖେମୁଣ୍ଡି ତହସିଲ ଅଫିସ ଠାରେ ବିକ୍ଷୋଭ….

ବ୍ରହ୍ମପୁର //ସାନଖେମୁଣ୍ଡି, ତା. ୧୪. ୧. ୨୦୨୫ରିଖ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଭାଗ ଚାଷୀଙ୍କୁ ନ୍ୟାୟ ପ୍ରଦାନ ଦାବୀ ନେଇ ଆଜି ଆଞ୍ଚଳିକ କୃଷକ ସଂଗଠନ ଓ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ମିଳିତ ଆନୁକୂଲ୍ୟରେ ସାନଖେମୁଣ୍ଡି ତହସିଲ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି l

ବାଲିମେଳା ଏନ ଏ ସି ରେ ବଦଳିବକି ରାଜନୈତିକ ସମୀକରଣ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଅଧକ୍ଷଙ୍କ ବିରୋଧରେ ଆସିପାରେ ଅନାସ୍ତା ପ୍ରସ୍ତାବ । ବର୍ତ୍ତମାନ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଖବର ଅନୁଯାୟୀ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି ଥିବା ଅଧକ୍ଷଙ୍କ ବିରୋଧରେ ଆସିବାକୁ ଯାଉଛି ଅନାସ୍ତା ପ୍ରସ୍ତାବ, ଏନେଇ

ଚାକିରୀ ନା’ରେ ଠକେଇ :୧୧ ହିତାଧିକାରୀଙ୍କ ଠାରୁ ଲୁଟି ନେଇଥିଲେ ୧୮.୭୦ ଲକ୍ଷ ଟଙ୍କା, ୨ ଦମ୍ପତି ଗିରଫ….

ହିଞ୍ଜିଳିକାଟୁ, ୧୨ା୧(): ସଉଦା ଦୋକାନରୁ ସର୍ମ୍ପକ । ପରେ ଭାବର ଆଦାନ ପ୍ରଦାନ । ସର୍ମ୍ପକ ଗଭୀର ହେବା ପରେ ସଉଦା ବାବଦକୁ ୨ଲକ୍ଷ ଟଙ୍କା ବକେୟା । ବକେୟା ଟଙ୍କା ସୁଝିନପାରି ଘରବାରି ଜାଗା ଦେବାକୁ କହି ବିଶ୍ୱାସ ଜନ୍ମାଇତିଲେ । ପରେ ଭୂବନେଶ୍ୱରରୁ ଆସି ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମକୁ

ଅଧିକ ୭ଲକ୍ଷ ଟଙ୍କା ଯୌତୁକ ଦାବି କରି ନିର୍ଯ୍ୟାତନା, ଥାନାରେ ଏତାଲା

ହିଞ୍ଜିଳିକାଟୁ : ବିବାହର ୧୦ ଦିନ ପର ଠାରୁ ଯୌତୁକ ବାବଦକୁ ଅଧିକ ୭ଲକ୍ଷ ଟଙ୍କା ଦାବି କରି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏପରିକି ବଳପୂର୍ବକ ଗର୍ଭପାତ କରାଇବା ସହ ଦିଅରଙ୍କ ସହ ଶାରୀରିକ ସର୍ମ୍ପକ ନରଖିଲେ ହତ୍ୟା କରିବା ଧମକ ଦେଉଥିବା