Sign in
Sign in
Recover your password.
A password will be e-mailed to you.
ବାଲିବୋଝେଇ ଟ୍ରକ ଓ ବାଇକ୍ ଧକ୍କା : ବାଇକ୍ ଧକ୍କାରେ ମହିଳା ଗୁରୁତର , ଟ୍ରକ ଓ ବାଇକ୍ ଜବତ
ହିଞ୍ଜିଳିକାଟୁ : ୫୯ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ଛକ ନିକଟରେ ବାଲି ବୋଝେଇ ଟ୍ରକ (ଓଆର୧୯ବି ୩୭୯୮) ସହ ଏକ ମୋଟର ସାଇକେଲ(ଓଡି୩୨ଏଚ୍ ୬୦୮୦)ର ଧକ୍କା ଘଟିଛି । ମୋଟର ସାଇକେଲ ଧକ୍କାରେ ଜଣେ ପଥଚାରୀ ମହିଳା ଗୁରୁତର ଆହତ ହୋଇଛନ୍ତି । ଆହତ ମହିଳା ଜଣଙ୍କ ହେଲେ!-->…
ମଛେନ୍ଦ୍ର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ, ଭଞ୍ଜନଗର ଦଳ ୧୯ ରନରେ ଦଳ ବିଜୟୀ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମ ପରିସରେ ମଛେନ୍ଦ୍ର ସ୍ମ।।ରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୬ଷ୍ଠ ଲିଗ ମ୍ୟାଚ୍ ସୋମବାର ବ୍ୟାଘ୍ରଦେବୀ କ୍ରିକେଟ କ୍ଳବ, ଭଞ୍ଜନଗର ଓ ପାଇନିଅର କ୍ରିକେଟ କ୍ଳବ, ବେଗୁନିଆପଡା ମଧ୍ୟରେ!-->…
ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ
ଚିକିଟୀ : ଏହି ବ୍ଲକ ସମ୍ମୀଳନୀ କକ୍ଷରେ ଆଜି ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା. ଶ୍ରବଣ!-->…
ମହାକୁମ୍ଭ ୨୦୨୫: ପ୍ରଥମ ଦିନରେ ୧.୫ କୋଟି ଶ୍ରଦ୍ଧାଳୁ କଲେ ମହାସ୍ନାନ
ନୂଆଦିଲ୍ଲୀ: ଆସ୍ଥାର ମହାପର୍ବ ମହାକୁମ୍ଭ ଜାନୁଆରୀ ୧୩ ସୋମବାରରୁ ପ୍ରୟାଗରାଜରେ ଆରମ୍ଭ ହୋଇଛି । ଆଜି ପୌଷ ପୂର୍ଣ୍ଣିମାର ଅମୃତ ସ୍ନାନ । ପ୍ରାତଃରୁ ହିଁ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଏବଂ ଅଦୃଶ୍ୟ ସରସ୍ୱତୀ ନଦୀର ସଙ୍ଗମରେ ସ୍ନାନ କରୁଛନ୍ତି । ଅନୁମାନ ଥିଲା ଯେ ଆଜି ପ୍ରାୟ ୧ କୋଟି!-->…
୮ ଲକ୍ଷ ପୁରସ୍କାର ଘୋଷିତ ମହିଳା ନକ୍ସଲ ରାଜେ କାଙ୍ଗେ ଗିରଫ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଙ୍କେର ଜିଲ୍ଲା ପୁଲିସକୁ ଆଉ ଏକ ସଫଳତା ମିଳିଛି। ଗତ ଡିସେମ୍ବର ୨୨ ତାରିଖରେ ଏସଜେଡସିଏମ ବାଲମୁରି ନାରାୟଣ ରାଓକୁ କାଙ୍କେର ପୁଲିସ ଗିରଫ କରିଥିବା ବେଳେ ତାଙ୍କ ପତ୍ନୀ ରାଜେ କାଙ୍ଗେ ଓରଫ ନିର୍ମଳା ଓରଫ ମାଳତିକୁ ମଧ୍ୟ ଗିରଫ!-->…
ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ; ୧.୦୩ କୋଟି ପରିବାର ହେବେ ଉପକୃତ
ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଗ୍ର ଲାଗୁ ହେବ ଆୟୁଷ୍ମାନ ଭାରତ । ଏନେଇ ସୋମବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ,!-->…
ଶଙ୍ଖ ଭବନ ହୋଟେଲ୍ରେ ପରିଣତ ହୋଇଛି: ଜଗା; ଜବାବ ରଖିଲେ ଅରୁଣ
ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ସରଗରମ ହୋଇଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଶଙ୍ଖ ଭବନକୁ ନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଶଙ୍ଖ ଭବନ ହୋଟେଲ୍ରେ ପରିଣତ ହୋଇଛି। ବିଜେପି ନେତାଙ୍କ ଏପରି ଅଭିଯୋଗର!-->…
ପୌଷ ପୂର୍ଣ୍ଣିମା; ସୁନା ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂରତୀ
ପୁରୀ: ଆଜି ପବିତ୍ର ପୌଷ୍ୟ ପୂର୍ଣ୍ଣିମା ତିଥି । ପୁଷ ପୂର୍ଣ୍ଣିମା ନାମରେ ମଧ୍ୟ ଏହା ପରିଚିତ ଅଟେ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିରରେ ଏହି ପୁଷ୍ୟାଭିଷେକ ନୀତିଟି ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଅନ୍ୟତମ ଶ୍ରେଷ୍ଟ ଯାତ୍ରା ଅଟେ । ଆଜିର ଦିନରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ!-->…
ବାଂଲାଦେଶ ଡେପୁଟି ହାଇ କମିଶନରଙ୍କୁ ସମନ କଲା ଭାରତ
ଭାରତ ଓ ବାଂଲାଦେଶ ମଧ୍ୟରେ ଲଗାତର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ବଢ଼ିବାରେ ଲାଗିଛି ସୀମା ବିବାଦ। ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ଥିବା ଜଣାପଡିଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ!-->…
ଓଡ଼ିଶା ଆଗାମୀ ଦିନରେ ଆଇଟି ହବ୍ ହେବ: ଅଶ୍ବିନୀ ବୈଷ୍ଣବ
ନୂଆଦିଲ୍ଲୀ/ଭୁବନେଶ୍ବର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏମ୍ଓୟୁ ହୋଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବଡ଼ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ଆଗାମୀ ଦିନରେ ଆଇଟି ହବ୍ ହେବ ବୋଲି ସେ କହିଛନ୍ତି ।
!-->!-->!-->…