ପାର୍କ ନିକଟରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଡମଣା କେଳୁଚରଣ ପାର୍କ ନିକଟରେ ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତ ମହିଳାଙ୍କ ନାଁ ଝିଲି ବେହେରା ବୋଲି ଜଣାପଡିଛି ।

ଘର ଡମଣା ଅଞ୍ଚଳରେ। ସୂଚନା ଅନୁସାରେ ଗତକାଲି ଘରୁ ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ସକାଳୁ କେଳୁ ଚରଣ ପାର୍କ ନିକଟ ନିର୍ମାଣଧୀନ କୋଠା ନିକଟରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିଥିଲା।

nis-ad
Leave A Reply

Your email address will not be published.