Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ସୁନ୍ଦରଗଡ଼ରେ ସ୍ନାନପୂର୍ଣ୍ଣିମା ପାଳିତ…
ସୁନ୍ଦରଗଡ଼ : ଆଜି ସ୍ଥାନୀୟ ରାଜବାଟି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଦିନ ୧୦ ଘଟିକା ସମୟରେ ଅନୁଷ୍ଟିତ ହୋଇଯାଇଛି I ଏହି ଯାତ୍ରାରେ ଗାଙ୍ଗପୁର ରାଜା ସମରେନ୍ଦ୍ର ଶେଖର ଦେଓ ଦିନ ୧୧ ଘଟିକା ସମୟରେ ଆସି ପ୍ରଭୁଙ୍କ ପୂଜାରେ ସାମିଲ ହୋଇ ଥିଲେ I ମନ୍ଦିର ପୂଜକ!-->!-->!-->…
ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ
ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେଉଛି ସ୍ନାନଯାତ୍ରା। ଏନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ। ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଶେଷ ପରେ ଶ୍ରୀଜିଉଙ୍କ!-->…
ରାଜ୍ୟବାସୀଙ୍କୁ ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜରେ ପ୍ରଥମେ ଟ୍ବିଟର ଜରିଆରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି କହିଛନ୍ତି, ରଜ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ପ୍ରତୀକ । ଏହି ପର୍ବ ସମାଜରେ!-->…
୧୩ ରାତିରୁ ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଲାଗୁ
ପୁରୀ: ଦେବସ୍ନାନ ପୂର୍ଣ୍ଣିମା ନିମନ୍ତେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଲାଗୁ ହେବ । ଜୁନ୍ ୧୩ ତାରିଖ ରାତି ୧୨ଟାରୁ ଏହି କଟକଣା ଲାଗୁ ରହିବ । ସ୍ନାନବେଦିରୁ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ବଳବତ୍ତର ରହିବ । ମରିଚିକୋଟ ଛକରୁ ଦୋଳବେଦି ଓ!-->…
ନନ୍ଦିଘୋଷ ରଥର ବଦଳିଲା ଅଖ, ଫାଟ ଥିବାରୁ କରାଯାଇଛି ପରିବର୍ତ୍ତନ
ପୁରୀ : ନନ୍ଦିଘୋଷ ରଥର ସାନ ଉଛୁଳା ଅଖ ପରିବର୍ତ୍ତନ ହୋଇଛି । ଏହି ଅଖରେ ଫାଟ ଦେଖାଯାଇଥିବାରୁ ବୈଷୟିକ ଟିମର ନିର୍ଦ୍ଦେଶ କ୍ରମେ ଏହାକୁ ପରିବର୍ତ୍ତନ କରାଯାଇ ଆଉ ଏକ ନୂତନ ଅଖ ଲଗାଯାଇଛି ।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଅଖ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା!-->!-->!-->…
ଆଗୁଆ ଚାଲିଛି ରଥ ନିର୍ମାଣ, ୩ ରଥର ଉଠିଲା ଚାରି ନାହାକା
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ୩୬ ଦିନରେ ପହଞ୍ଚିଛି। ଆଜି ୩ ରଥର ଚାରି ନାହାକା ଉଠିଛି। ଯୋଜନା ଅନୁଯାୟୀ, ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣମୀ ଦିନ ୩ ରଥର ଚାରି ନାହାକା ଉଠିଥାଏ। କିନ୍ତୁ ଚଳିତ ବର୍ଷ ଆଗୁଆ ଏହି କାର୍ଯ୍ୟ ସରିଛି। ୪ ଦିନ ପୂର୍ବରୁ ଚାରି!-->…
ମା ଠାକୁରାଣୀଙ୍କ ବର୍ଷେକିୟା ମେଳା ଅନୁଷ୍ଠିତ…
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ବ୍ଲକର ସଣ୍ଡସା ଗ୍ରାମରେ ଆରାଧ୍ୟ୍ୟ ଦେବୀ ମା ଠାକୁରାଣୀଙ୍କ ଆଜି ବର୍ଷେକିୟା ମେଳା ଅନୁଷ୍ଠିତ ହୋଇଯାଇଛି , ଏହି ମେଲାର ମୁଖ୍ୟ ପୂଜାରୀ ମାନେ, ଶ୍ରୀ ପଦୁରାମ ପୂଜାରୀ, ଶ୍ରୀ ଆଶାରାମ ପୂଜାରୀ, ଶ୍ରୀ ଡୁମୋରଦାସ ପୂଜାରୀ, ଶ୍ରୀ ଜୟରାମ!-->!-->!-->!-->!-->!-->!-->…
ଉଦଯାପିତ ହେଲା ପ୍ରସିଦ୍ଧ ବରଗଡ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା
ବରଗଡ଼: ଉଦଯାପିତ ହେଲା ସାତଦିନ ବ୍ଯାପୀ ଚାଲିଥିବା ପ୍ରସିଦ୍ଧ ବରଗଡ ଜିଲ୍ଲା ବରପାଲିର ଶୀତଳ ଷଷ୍ଠୀ ଯାତ୍ରା । ବାବା କପିଳେଶ୍ୱର ଏବଂ ମାତା ପାର୍ବତୀଙ୍କ ବିବାହ ଉତ୍ସବ ପରେ ଯୁଗଳ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ନାଚ-ଗୀତ ସହ ବିଭିନ୍ନ ନୃତ୍ୟରେ ବରପାଲି ସହର!-->…
ଚଣ୍ଡି ମନ୍ଦିର ପ୍ରକଳ୍ପ କାର୍ଯ୍ୟ ପାଇଁ ଜମି ହରାଇଥିବା ଲୋକଙ୍କୁ ମିଳିବ ସମାନ ମୂଲ୍ୟ
କଟକ: କଟକ ଚଣ୍ଡି ମନ୍ଦିର ସମନ୍ଵିତ ପ୍ରକଳ୍ପ ଯୋଜନା କାମ ତ୍ଵରାନ୍ଵିତ କରିବା ପାଇଁ ଗଠନ ହେଲା ପ୍ରକଳ୍ପ କାର୍ଯ୍ୟକାରୀ କମିଟି। ଏହି ପ୍ରକଳ୍ପ ଯୋଗୁଁ ପ୍ରଭାବିତ ହେଉଥିବା ବ୍ୟକ୍ତି ଏବଂ ଅନୁଷ୍ଠାନକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ। ପ୍ରକଳ୍ପ ଯୋଗୁଁ ଯଦି କୌଣସି ବ୍ୟକ୍ତି ରୋଜଗାର ହରାଏ!-->…
ରଥଖଳା: ଚକଡେରା ନୀତି ସମ୍ପନ୍ନ
ପୁରୀ: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ରଥରେ ଚଢ଼ି ପତିତ ଉଦ୍ଧାରରେ ବାହାରିବେ ପତିତପାବନ । ଏଥିପାଇଁ ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ୩ ରଥର କାମ । ପରମ୍ପରା ଅନୁଯାୟୀ ଆଜି ଶୀତଳଷଷ୍ଠୀରେ ଅନୁଷ୍ଠିତ ହୋଇଛି ଚକଡେରା ନୀତି । ସମସ୍ତ ଚକ ସହ ଅଖ ସଂଯୋଗ କରାଯାଇଛି । ଭୋଇ!-->…