Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ବାଂଲାଦେଶକୁ ୫ ରନରେ ହରାଇଲା ଭାରତ
ଆଡିଲେଡ୍ : ଆଡିଲେଡ୍ ଓଭାଲଠାରେ ଚାଲିଥିବା ଟି-୨୦ ବିଶ୍ବକପ ସୁପର-୧୨ର ଏକ ରୋମାଞ୍ଚକର ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇ ଦେଇଛି ଭାରତ । ଏହି ବିଜୟ ଫଳରେ ସେମିଫାଇନାଲକୁ ଯିବା ଭାରତ ପାଇଁ ଆହୁରି ସହଜ ହୋଇଯାଇଛି ।
ଏହି ମ୍ୟାଚରେ ଭାରତ ଆରମ୍ଭରୁ ୧୮୫ରନର ବିଜୟ ଲକ୍ଷ୍ୟ ରଖିଥିଲେ ବି!-->!-->!-->…
ନେଦରଲାଣ୍ଡସକୁ ୫୬ ରନରେ ହରାଇଲା ଭାରତ
ସିଡନି : ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଖେଳାଯାଇଥିବା ଟି-୨୦ ବିଶ୍ବକପର ସୁପର-୧୨ର ଏକ ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦!-->!-->!-->…
ନୋ’ ବଲ୍କୁ ନେଇ ଅମ୍ପାୟାରଙ୍କ ଉପରେ ବିରକ୍ତି ପ୍ରକାଶ କଲେ ଶୋଏବ୍-ରମୀଜ୍
ମେଲବର୍ଣ୍ଣ: ଟି-୨୦ ବିଶ୍ବକପ୍-୨୦୨୨ ଶୃଙ୍ଖଳାରେ ରବିବାର ଭାରତୀୟ ଟିମ୍ ନିଜର ପ୍ରଶଂସକଙ୍କୁ ଦୀପାବଳି ଭେଟି ଦେଇଛି। ରୋହିତ ଶର୍ମାଙ୍କ ଟିମ୍ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ପାକିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି। ଏହି ରୋମାଞ୍ଚକର ବିଜୟର ନାୟକ ଥିଲେ ପୂର୍ବତନ ଅଧିନାୟ ବିରାଟ!-->…
ଟି-୨୦ ବିଶ୍ବକପରେ ବଡ଼ ବିପର୍ଯ୍ୟୟ : ଓ୍ବେଷ୍ଟ ଇଣ୍ଡିଜ୍ ବିଦା
ହୋବାର୍ଟ : ଚଳିତ ଟି-୨୦ ବିଶ୍ବକପରେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟାଇଛି ଆୟର୍ଲାଣ୍ଡ । ଦୁଇ ଦୁଇ ଥରର ବିଶ୍ବକପ ବିଜେତା ଓ୍ବେଷ୍ଟ ଇଣ୍ଡିଜକୁ ବିଶ୍ବକପରୁ ବାହାର କରିଦେଇଛି ଏହି ଦଳ । ଆଜି ହୋବାର୍ଟଠାରେ ହୋଇଥିବା ଏକ ମ୍ୟାଚରେ ଆୟର୍ଲାଣ୍ଡଠାରୁ ୯ ଓ୍ବିକେଟରେ ପରାସ୍ତ ହୋଇ ଇଣ୍ଡିଜ ଦଳ!-->…
ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କବାଡି ପ୍ରତି ଯୋଗିତାକୁ ଉଦ୍ଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା…
ମାଲକାନଗିରି : ରାଜ୍ୟ ସ୍ତରୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ କବାଡି ପ୍ରତି ଯୋଗିତାକୁ ଉଦ୍ଘାଟନ କଲେ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଇର୍ମା ମାଡକାମି, ସମନ୍ୱିତ ଆଦିବାସୀ ବିକାଶ!-->!-->!-->…
ଓସିଏ ନିର୍ବାଚନ: ୨୧ରେ ପ୍ରାର୍ଥୀପତ୍ର ଦାଖଲ, ୨୨ରେ ଯାଞ୍ଚ ସହ ୨୮ରେ ହେବ ଭୋଟ
କଟକ, ୨୦/୧୦: ଆସନ୍ତାକାଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ବା ଓସିଏ ନିର୍ବାଚନ ପାଇଁ ନାମାଙ୍କପତ୍ର ଦାଖଲ ହେବ । ଏନେଇ ଆଶୀର୍ଵାଦ ବେହେରାଙ୍କ ପ୍ୟାନେଲରୁ ୩ ଜଣ ପାର୍ଥୀ ଚୂଡାନ୍ତ ହୋଇ ସାରିଛନ୍ତି । ସଭାପତି ପଦରେ ପ୍ରଣବ ପ୍ରକାଶ ଦାସ, ଉପସଭାପତି ପ୍ରାର୍ଥୀ ଭାଵେ ପଙ୍କଜ ଲୋଚନ!-->…
ବିଶ୍ୱକପକୁ ପାକିସ୍ତାନର ବୟକଟ ଧମକ: ଜବାବ ରଖିଲେ କ୍ରୀଡ଼ାମନ୍ତ୍ରୀ
ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପରୁ ଦରକାର ପଡ଼ିଲେ ପାକିସ୍ତାନ ଓହରିଯିବ ବୋଲି କହିବା ପରେ ବିବାଦ ତୀବ୍ର ହୋଇଛି। ଏହାପୂର୍ବରୁ ବିସିସିଆଇ ସମ୍ପାଦକ ଜୟ ଶାହ ପାକିସ୍ତାନରେ ହେବାକୁ ଥିବା ୨୦୨୩ ଏସିଆ କପ ପାଇଁ ଭାରତ ଇସଲାମାବାଦ ଯିବ ନାହିଁ ବୋଲି!-->…
ଆଜିଠାରୁ ଟ୍ବେଣ୍ଟି-୨୦ ବିଶ୍ବକପ୍; ପ୍ରଥମ ରାଉଣ୍ଡ୍ରେ ଲଢ଼ିବେ ୮ ଦଳ; ସୁପର-୧୨କୁ ଯିବେ ୪
ଗିଲଙ୍ଗ/ହୋବାର୍ଟ : କ୍ରିକେଟ୍ ଦୁନିଆର ସବୁଠୁ ଆକର୍ଷଣୀୟ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଅଷ୍ଟମ ସଂସ୍କରଣ ରବିବାରଠାରୁ ଆରମ୍ଭ ହେଉଛି। ମୋଟ ୧୬ଟି ଦେଶକୁ ନେଇ ଏହି ପ୍ରତିଯୋଗିତା ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମ୍ରେ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାରଠାରୁ ପ୍ରଥମ!-->…
ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓସିଏ ସଭାପତି, ୨୮ ତାରିଖରେ ହେବ ନିର୍ବାଚନ
କଟକ: ଓଡିଶା କ୍ରିକେଟ ଆସୋସିଏସନ ବା OCA ସଭାପତି ରେସ୍ରେ ପ୍ରଣବ ପ୍ରକାଶ ଦାସ । OCA ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ । ସଭାପତି ପ୍ରାର୍ଥୀ ହେବେ ପ୍ରଣବ ପ୍ରକାଶ ଦାସ । ଉପ ସଭାପତି ପ୍ରାର୍ଥୀ ହେବେ ପଙ୍କଜ ଲୋଚନ ମହାନ୍ତି।
ସମ୍ପାଦକ ପ୍ରାର୍ଥୀ ହେବେ ସଞ୍ଜୟ ବେହେରା। ବାକି!-->!-->!-->…
ରାଉରକେଲା ର ସେକ୍ଟର -14 ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ରେ ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଚାମିୟାନସିପ…
ରାଉରକେଲା : (ବସନ୍ତ କୁମାର ଜେନା): ରାଉରକେଲା ସେକ୍ଟର -୧୪ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା ଅନଷ୍ଠିତ ହୋଇଯାଇଛି,ଏହାକୁ ବିଶ୍ରା ବ୍ଲକ ସ୍କୁଲ୍ ସ୍ପୋର୍ଟସ ଆସୋସିଏସନ୍ ଅନୁଷ୍ଠିତ କରିଥିଲା lଏହି ଫୁଟବଲ ପ୍ରତିଯୋଗିତା ର!-->!-->!-->…