ପ୍ରଣବ ପ୍ରକାଶ ଦାସ ହୋଇପାରନ୍ତି ଓସିଏ ସଭାପତି, ୨୮ ତାରିଖରେ ହେବ ନିର୍ବାଚନ

କଟକ: ଓଡିଶା କ୍ରିକେଟ ଆସୋସିଏସନ ବା OCA ସଭାପତି ରେସ୍‌ରେ ପ୍ରଣବ ପ୍ରକାଶ ଦାସ । OCA ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ । ସଭାପତି ପ୍ରାର୍ଥୀ ହେବେ ପ୍ରଣବ ପ୍ରକାଶ ଦାସ । ଉପ ସଭାପତି ପ୍ରାର୍ଥୀ ହେବେ ପଙ୍କଜ ଲୋଚନ ମହାନ୍ତି।

ସମ୍ପାଦକ ପ୍ରାର୍ଥୀ ହେବେ ସଞ୍ଜୟ ବେହେରା। ବାକି ପ୍ରାର୍ଥୀଙ୍କ ଚୟନ ପରେ ହେବ । ଆସନ୍ତା ୨୮ ତାରିଖରେ ହେବ ନିର୍ବାଚନ । OCA ସଦସ୍ୟଙ୍କଠାରୁ ଏ ପ୍ରସ୍ତାବ ଆସିଥିଲା । ଯାଜପୁର କ୍ରିକେଟ ଆସୋସିଏସନ୍‌ ପ୍ରଣବଙ୍କ ନାଁ ପ୍ରସ୍ତାବ ଦେଇଥିଲା ।

nis-ad
Leave A Reply

Your email address will not be published.