ସଟ ସର୍କିଟରେ ଜଳିଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିରେ ଶନିବାର ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟିରରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ କାମ ସାରି

୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ

ପୁରୀ : ପାଖେଇ ଆସୁଛି ନୂଆବର୍ଷ। ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ବର୍ଷର ଶେଷ ଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍‌ କରାଯାଇଛି।

ଉଜୁଡ଼ା କ୍ଷେତ ବୁଲି ଚାଷୀଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଅଦିନିଆ ବର୍ଷା ମାଡ଼ରେ ମେରୁଦଣ୍ଡ ନଇଁ ଯାଇଥିବା ଚାଷୀଙ୍କ ପାଖରେ ଛିଡା ହୋଇଛନ୍ତି ମୁଖ୍ୟମନ୍ତ୍ରୀ। କ୍ଷତିପୂରଣ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନେ ଆଜି ବିଭିନ୍ନ କ୍ଷତିଗ୍ରସ୍ତ ଜିଲ୍ଲା ଯାଇ ସ୍ଥିତିର ଅନୁଧ୍ୟାନ

ଚାଷୀଙ୍କ ଆଖିରେ ଲୁହ, ତୁନି କରାଇଲେ ଉପମୁଖ୍ୟମନ୍ତ୍ରୀ

ଭଦ୍ରକ 29/12 : ଅଦିନିଆ ବର୍ଷାରେ ଧାନ ଗଜା ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭେଟିବା ବେଳେ କାନ୍ଦି ପକାଇଲେ ଚାଷୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ ଭଗବାନପୁର ପଂଚାୟତ ଅଧିନ ଜୟକୃଷ୍ଣ ପୁର ଅଞ୍ଚଳ ଯାଇଥିଲେ ଉପମୁଖ୍ୟମନ୍ତ୍ରୀ । ଯିବା ବେଳେ ରାସ୍ତାରେ ଗଜା ହୋଇଥିବା

ଅପରେସନ ଲୋଟସ ଚଳାଇ ଦିଲ୍ଲୀ ଭୋଟର ତାଲିକା ଟାମ୍ପରିଂ କରୁଛି ବିଜେପି: କେଜରିୱାଲ୍

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଏଏପି) ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ବିଜେପିକୁ ଟାର୍ଗେଟ୍ କରିଛନ୍ତି। ବିଜେପି "ଅପରେସନ୍ ଲୋଟସ୍" ମାଧ୍ୟମରେ ଦିଲ୍ଲୀରେ ଭୋଟର ତାଲିକା ଟାମ୍ପରିଂ କରୁଛି ବୋଲି ସେ କହିଛନ୍ତି। ଆସନ୍ତା

ଯୋଗୀ ଆଦିତ୍ୟନାଥଙ୍କ ଘର ତଳେ ଶିବଲିଙ୍ଗ ରହିଛି, ତୁରନ୍ତ ଖୋଳାଯାଉ: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ସେ କିହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ନୌ ସ୍ଥିତ ସରକାରୀ ବାସଭବନ ତଳେ

ଯମୁନାରେ ବିସର୍ଜିତ ହେଲା ମନମୋହନ ସିଂହଙ୍କ ଅସ୍ଥି

ନୂଆଦିଲ୍ଲୀ ୨୯।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହଙ୍କ ଅସ୍ଥି ରବିବାର ଦିଲ୍ଲୀରେ ଯମୁନା ନଦୀରେ ପ୍ରବାହୀତ କରାଯାଇଛି। ‘ଅସ୍ଥି ବିସର୍ଜନ’ ଲାଗି ଗୁରୁଦ୍ୱାରା ପକ୍ଷରୁ ମଜନୁ କା ଟିଲା ନିକଟରେ ଅନୁଷ୍ଠାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନମୋହନ ସିଂହଙ୍କ ପରିବାର ଲୋକେ

ମୁସଲମାନ ମାନଙ୍କୁ ନୂଆବର୍ଷ ପାଳନରୁ ବିରତ ରହିବାକୁ ଅଲ ଇଣ୍ଡିଆ ମୁସ୍ଲିମ ଜମାତର ‘ଫତୱା’

ବରେଲୀ ୨୯।୧୨: ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ରବିବାର ଏକ ଫତୱା ଜାରି କରିଛନ୍ତି। ଏହି ଫତୱାରେ ମୁସ୍ଲିମ ସମାଜକୁ ଇଂରାଜୀ ନବବର୍ଷ ପାଳନ ନ କରିବାକୁ କଡ଼ା ଚେତାବନୀ ଦିଆଯାଇଛି। ଖାସ କରି ନୂଆପିଢୀର ଯୁବକଯୁବତୀମାନଙ୍କୁ ଏହି ଅବସରରେ ଉତ୍ସବ

ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ରାୟ: ଶାରୀରିକ ସମ୍ପର୍କର ଅର୍ଥ ଯୌନ ନିର୍ଯାତନା ନୁହେଁ

ନୂଆଦିଲ୍ଲୀ : ପୋକ୍‌ସୋ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରି ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ନାବାଳିକା ପୀଡ଼ିତା ବ୍ୟବହାର କରିଥିବା ଶାରୀରିକ ସମ୍ପର୍କର ଅର୍ଥ ସ୍ୱତଃସ୍ଫୁତ୍ତ ଭାବେ ଯୌନ ନିର୍ଯାତନା ନୁହେଁ।ଜଷ୍ଟିସ ପ୍ରତିଭା ଏମ ସିଂହ ଓ ଜଷ୍ଟିସ ଅମିତ ଶର୍ମାଙ୍କ ଖଣ୍ଡପୀଠ

ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପାଇଁ ଖୁସିଖବର, ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’

ବାରଙ୍ଗ ୨୯।୧୨: ପ୍ରତିଷ୍ଠା ଦିବସରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିଖବର । ଦ୍ବିତୀୟ ଥର ମା’ ହେଲା ସିମ୍ପାଞ୍ଜି ‘ରାକ୍ଷୀ’ । ୬୦(କ) ଖୁଆଡର ରହୁଥିବା ସିମ୍ପାଞ୍ଜି ‘ରାକ୍ଷୀ’ ଶାବକ ଜନ୍ମ ଦେଇଛି । ଜନ୍ମିତ ଶାବକକୁ