Sign in
Sign in
Recover your password.
A password will be e-mailed to you.
ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା’
ତ୍ରିଭେନ୍ଦ୍ରମ : ଗଞ୍ଜେଇ ସହ ଧରାପଡିଲେ ବିଧାୟକଙ୍କ ପୁଅ। ଗଞ୍ଜେଇ ରଖିବା ଅଭିଯୋଗରେ କେରଳରେ ପୁଲିସ ବିଧାୟକଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରିଥିଲା। ତେବେ ବର୍ତ୍ତମାନ ତାଙ୍କ ପୁଅ ଗଞ୍ଜେଇ ସହିତ ଗିରଫ ହୋଇଥିବା ଖବରକୁ ବିଧାୟିକା ୟୁ ପ୍ରତିଭା ଖଣ୍ଡନ କରିଛନ୍ତି। ତାଙ୍କ ପୁଅକୁ ଗଞ୍ଜେଇ ସହ!-->…
କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ, ଘଣ୍ଟା ଘଣ୍ଟା ଧରି ଅଟକିଲା ଶତାଧିକ ଗାଡ଼ିମୋଟର
ଭୁବନେଶ୍ବର : କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ ଯୋଗୁ କଳ୍ପନା-ରସୁଲଗଡ଼ ରାସ୍ତା ଅବରୋଧ କରାଯାଇଛି। ଲକ୍ଷ୍ମୀସାଗର ଛକଠାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଥିଲେ ହେଁ ସଫଳ!-->…
ଟ୍ରାଙ୍କୁଲାଇଜ୍ ପରେ ଜନ୍ତାରେ ବାଘୁଣୀ ‘ଜିନ୍ନତ’
ବାରିପଦା : ଝାରଖଣ୍ଡରୁ ଆସି ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲା ବାଘୁଣୀ ‘ଜିନ୍ନତ’। ଜମାରୁ ସେ ଶିମିଳିପାଳ ଅଭୟାରଣ୍ୟକୁ ଫେରୁନଥିଲା। ଯାହାକୁ ନେଇ ପଡ଼ିଯାଇଥିଲେ ଶିମିଳିପାଳ ପ୍ରାଣି ଉଦ୍ୟାନ୍ କର୍ତ୍ତୃପକ୍ଷ। ଦୀର୍ଘ ସମୟର ଲୁଚକାଳି ପରେ ଆଜି ବାଘୁଣୀ ‘ଜିନ୍ନତ’କୁ!-->…
ଓସିଏ ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା
କଟକ : ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ୍ ବବି। ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି। ଆଜି ଏନେଇ ଘୋଷଣା କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ୪୫ ଦିନ ଭିତରେ ନୂଆ ସଭାପତି ନିର୍ବାଚନ ହେବ।!-->…
ପ୍ରଶାସନ ର ଛତ୍ରଛାୟା ତଳେ ଜିରୋ ନାଇଟ, ନୂଆ ବର୍ଷ ପାଇଁ ଦେଶୀ ଓ ବିଦେଶୀ ମଦ ଗୁପ୍ତ ସ୍ଥାନରେ ଗଚ୍ଛିତ…!
ଅବକାରୀ ମନ୍ତ୍ରୀଙ୍କ ତାଗିତ କୁ ବାବୁ ଓ ମାଫିଆ ଙ୍କ ଫୁ...!!
ବ୍ରହ୍ମପୁର: ସରକାର ଜିରୋ ନାଇଟ ଓ ନୂଆ ବର୍ଷ ପାଇଁ ମଦପ୍ୟ ମାନଙ୍କ ଉପରେ କଟକଣା କରିଛନ୍ତି। ଏପଟେ ବିଭାଗୀୟ ମନ୍ତ୍ରୀଙ୍କ ଆଦେଶ ଓ ତାଗିତ କୁ ବାବୁ ମାନେ ମନ ଖୋଲା ସମର୍ଥନ କରୁନଥିବା ଫଳରେ ଲିକର ମାଫିଆ ମାନେ ନିଜ ନିଜର!-->!-->!-->…
ହାତୀପଲ ଭାଙ୍ଗିଦେଲେ ଘର : ଲୋକେ ଭୟଭୀତ, ବନବିଭାଗ ନୀରବ
ଫୁଲବାଣୀ :କନ୍ଧମାଳ ଓ ଗଞ୍ଜାମ ଜିଲା ସୀମାନ୍ତ ସମେତ ଟିକାବାଲି , ଚକାପାଦ , କଲିଙ୍ଗା ଆଦି ଅଞ୍ଚଳରେ ଗତ କିଛିଦିନ ହେଲା କିଛି ହାତୀପଲ ପଶିଆଶି ବିଭିନ୍ନ ଅଞ୍ଚଳରେ ନାହିଁ ନଥିବା ସମସ୍ୟା ସୃଷ୍ଟି କରୁଥିବା ବେଳେ ଏହା ଦିନକୁ ଦିନ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର କାରଣ ହୋଇଛି। ତେବେ ବନ ବିଭାଗ!-->…
ଭାରତୀୟ କପା ନିଗମ ସିଏମଡିଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସାକ୍ଷାତକାର ଓ ଆଲୋଚନା
ଭୁବନେଶ୍ୱର:ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ କପା ନିଗମ ଲିମିଟେଡ଼ର ସିଏମଡି ଲଳିତ ଗୁପ୍ତା । ସାକ୍ଷାତକାର ବେଳେ ରାଜ୍ୟରେ କପା ଉତ୍ପାଦନ, ବିକ୍ରୟ ବ୍ୟବସ୍ଥା ଓ ଏଥିରେ ଥିବା!-->…
ଦେଖି ପାରିଲେନି ଉଜୁଡ଼ା ଫସଲ, ଟଳି ପଡ଼ିଲେ ଚାଷୀ
ଭୁବନେଶ୍ୱର: ବର୍ଷ ଯାକ ପରିଶ୍ରମ କରି ବିଲରେ ସୁନା ଫସଲ ଫଳାଉଥିଲେ। ଆଉ ସେହି ପରିଶ୍ରମର ଫଳକୁ ବିକି ନିଜ ପରିବାର ପେଟ ପୋଷୁଥିଲେ। ମାତ୍ର ଅଦିନିଆ ବର୍ଷା ଯୋଗୁ ବର୍ଷକର ପରିଶ୍ରମ ଧୋଇ ଯାଇଥିବା ବେଳେ ଏହାକୁ ଦେଖି ସହି ପାରିଲେନି ଚାଷୀ। ପରିବାର ମୁହଁରେ କିପରି ଦାନା ଦେବେ ଭାବି ସେହିଠାରେ!-->…
ନୂଆବର୍ଷରେ ପାଠ୍ୟୋପକରଣ ଉପହାର ଦେବାକୁ ଜିଲ୍ଲାପାଳଙ୍କ ଚିଠି
ନୟାଗଡ଼ : ଏଥର ନୟାଗଡ଼ ଜିଲ୍ଲାରେ ନୂଆବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ପ୍ରଶାସନିକ ଅଧିକାରୀ ହୁଅନ୍ତୁ କିମ୍ବା କର୍ମଚାରୀ ଏଥର ଫୁଲତୋଡ଼ା, ଡାଏରୀ, ମିଠା ଏବଂ ଅନ୍ୟ ଉପାହର ଗ୍ରହଣ ନ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ବଦଳରେ ସେହି ଟଙ୍କାରେ ଖାତା, କଲମ, ଜ୍ୟାମିତି!-->…
ଚେତନା ସାହିତ୍ୟ ସଂସଦ ତରଫରୁ କବି ସମ୍ମିଳନୀ
ଚିକିଟି : ଏହି ବ୍ଲକ ଚିକିଟି ଗଡ଼ ଶ୍ରୀ ବାଲାଜୀ ଠାକୁର ଅବସରପ୍ରାପ୍ତ କର୍ମଚାରୀ ସମନ୍ୱୟ ସମିତି ପରିସରରେ ଚେତନା ସାହିତ୍ୟ ସଂସଦ ତରଫରୁ ଆୟୋଜିତ କବି ସମ୍ମିଳନୀ ଚେତନା ମିଡ଼ିଆର ସମ୍ପାଦକ ଶିଶିର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ର ଆରମ୍ଭରେ ଦିବଂଗତ!-->…