Sign in
Sign in
Recover your password.
A password will be e-mailed to you.
ରାଜ୍ୟସ୍ତରୀୟ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏ ସୋସିଏସନର ୫୩ତମ ବାର୍ଷିକ ସମ୍ମିଳନୀ
ମାଲକାନଗିରି, ୨୯/୧୨ : ନ୍ୟାୟିକ ବ୍ୟବସ୍ଥାରେ ଆଇନଜୀବୀଙ୍କ ସ୍ଥାନ ଗୁରୁତ୍ବପୂର୍ଣ । ନ୍ୟାୟ ମାଗୁଥିବା ଏବଂ ନ୍ୟାୟ ପ୍ରଦାନକାରୀଙ୍କ ମଧ୍ୟରେ ସେମାନେ ସେତୁ ଭାବେ କାମ କରନ୍ତି । ତେଣୁ ଆଇନଜୀବୀଙ୍କ ଦକ୍ଷତା ଉପରେ ଆମର ନ୍ୟାୟ ପ୍ରଦାନକାରୀ ବ୍ୟବସ୍ଥା ନିର୍ଭରଶୀଳ ବୋଲି ମାଲକାନଗିରି ଜିଲ୍ଲା!-->…
ଦେଶୀ ବିହନ ଆଦାନ ପ୍ରଦାନ ଓ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତର ବୁର୍ଲାଙ୍ଗି ଗ୍ରାମରେ ମିଲେଟ୍ ମିଶନ ଏବଂ ନିର୍ମାଣ ଅନୁଷ୍ଠାନ ମାଧ୍ୟମରେ କନ୍ଧମାଳର ପାରମ୍ପରିକ ଖାଦ୍ୟ ଉପରେ ଅଞ୍ଚଳବାସୀଙ୍କୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ!-->…
ବାଲି ବୋଝେଇ ଟିପର ଧକ୍କାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
ହିଞ୍ଜିଳିକାଟୁ : ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜଳସମ୍ପଦ କାର୍ଯ୍ୟାଳୟ ସମ୍ମୁଖରେ ବାଲି ବୋଝେଇ ଟିପର ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣଙ୍କ ହେଲେ କବିସୂର୍ଯ୍ୟନଗର ଥାନା ଆଠଗଡ ଗ୍ରାମର!-->…
କ୍ଷୁଧାମୁକ୍ତ ବିକଶିତ ସମାଜ ଗଠନ ପାଇଁ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉ : ବିଧାୟକ ଜି ଉଦୟଗିରି
ଫୁଲବାଣୀ : ଶିକ୍ଷା ହେଉଛି ଏକ ବିକଶିତ ସମାଜ ଗଠନର ମୂଳମନ୍ତ୍ର । ଶିକ୍ଷିତ ସମାଜ ଅଧିକ ସଚେତନ, କର୍ମକୁଶଳୀ ଓ ସୃଜନଶୀଳ ଅଟେ । ଏକ ପ୍ରଗତିଶୀଳ ଜିଲ୍ଲା ଓ ରାଜ୍ୟ ଗଠନ କରିବାକୁ ହେଲେ ଏହାର ଶିକ୍ଷା ବିଶେଷକରି ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ସେଥିରେ ଥିବା ଅବ୍ୟବସ୍ଥା!-->…
ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ମାସିକ ଆସର
ଫୁଲବାଣୀ : ଶାଳପର୍ଣ୍ଣୀ ସାହିତ୍ୟ ସଂସଦ, ଫିରିଙ୍ଗିଆ , କନ୍ଧମାଳ ଆଭାସୀ ସାହିତ୍ୟ ଆସର ଭାଗ - ୧୬ ଆୟୋଜିତ ହୋଇ ଯାଇଛି l ଉକ୍ତ ଆସରରେମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର, ବିଶିଷ୍ଟ ଗାଳ୍ପିକ, ପ୍ରକାଶକ ଇଭେଣ୍ଟ ପବ୍ଲିକେଶନ, ଭୁବନେଶ୍ୱର ଯୋଗଦେଥିଲେ l ଆଲୋଚନା ବିଷୟ :'ଅଶୀ!-->…
କାମକୁ ଆସୁନାହିଁ ଲକ୍ଷ୍ମୀ ବସଷ୍ଟାଣ୍ଡ
ଉମରକୋଟ/ ରାଇଘର : ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ପୂର୍ଵ ସରକାରଙ୍କ ଦ୍ୱାରା ପ୍ରତି ପଞ୍ଚାୟତରୁ ବ୍ଲକ କୁ ଯାତାୟାତ ସଂଯୋଗ କରିବା ପାଇଁ ଲକ୍ଷ୍ମୀବସର ପ୍ରଚଳନ ହେବା ପରେ ରାସ୍ତା ପାର୍ଶରେ ଯାତ୍ରୀ ବିଶ୍ରାମାଗାର ନିର୍ମିତ ହୋଇଥିଲା | ବର୍ତ୍ତମାନ ଲକ୍ଷ୍ମୀ ବସ OSRTC ନାମରେ ପରିଵର୍ତନ!-->…
ଚାଷୀଙ୍କ ପାଇଁ ବିଜେଡିର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ନୟାଗଡ଼: ଅଦିନିଆ ଲଗାଣ ବର୍ଷା ଯୋଗୁଁ ନୟାଗଡ଼ ଜିଲ୍ଲାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଯାଇଛି । ତାହାର ସଠିକ୍ ଆକଳନ ଏବଂ କ୍ଷତିପୂରଣ ଦାବିରେ ନୟାଗଡ଼ ବିଜେଡି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ନୟାଗଡ଼ ବିଧାୟକ ଶ୍ରୀଯୁକ୍ତ ଅରୁଣ କୁମାର!-->…
ଶିଶୁ ସାହିତ୍ୟିକ କୈଳାସ ଚନ୍ଦ୍ର ଧଳ ଓ ଡ଼ ନୃସିଂହା ନନ୍ଦ ମହାପାତ୍ର ଭୁବନେଶ୍ୱରରେ ସମ୍ବର୍ଦ୍ଧିତ
ଫୁଲବାଣୀ : ଓଡ଼ିଆ ମୋ ଭାଷା ସାହିତ୍ୟ ଅନୁଷ୍ଠାନ, ଜମ୍ଭରା , କେନ୍ଦୁଝର ର ଅନନ୍ୟା କଳା, ସାହିତ୍ୟ ଓ ସଂସ୍କୃତିର ମହୋତ୍ସବ ଭୁବନନେଶ୍ୱରର ମଦରସ ପବ୍ଲିକ ସ୍କୁଲ ଆଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ନୃସିଂହ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ!-->…
ଏବିଭିପିର ରାଜ୍ୟସ୍ତରୀୟ ଦାୟିତ୍ୱରେ କନ୍ଧମାଳ ଜିଲ୍ଲାର ଛାତ୍ରନେତା
ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାର ୪୯ ତମ ରାଜ୍ୟ ଅଧିବେଶନ ରୌପ୍ୟ ନଗରୀ କଟକର ଜବାହାରଲାଲ ନେହେରୁ ଇନ୍ଦୋର ଷ୍ଟାଡିୟମରେ ଗତ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖରେ ଉଦଯାପିତ ହୋଇଯାଇଛି । ଏହି ଅଧିବେଶନଟି ୧୨ ଟି ବିଭାଗର ୩୭ ସାଂଗଠନିକ ଜିଲ୍ଲାରୁ ପ୍ରାୟ ୧୫୦୦!-->…
ସଟ ସର୍କିଟରେ ଜଳିଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନୁଆସାହିରେ ଶନିବାର ବିଳମ୍ବିତ ରାତ୍ରରେ ଏକ ମିକ୍ଚର ଫ୍ୟାକ୍ଟିରରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ପ୍ରକାରେ ପ୍ରତିଦିନ ଭଳି ଶନିବାର ଦିନ ମଧ୍ୟ କାମ ସାରି!-->…