ଫୁଲବାଣୀ : ଶାଳପର୍ଣ୍ଣୀ ସାହିତ୍ୟ ସଂସଦ, ଫିରିଙ୍ଗିଆ , କନ୍ଧମାଳ ଆଭାସୀ ସାହିତ୍ୟ ଆସର ଭାଗ – ୧୬ ଆୟୋଜିତ ହୋଇ ଯାଇଛି l ଉକ୍ତ ଆସରରେ
ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର, ବିଶିଷ୍ଟ ଗାଳ୍ପିକ, ପ୍ରକାଶକ ଇଭେଣ୍ଟ ପବ୍ଲିକେଶନ, ଭୁବନେଶ୍ୱର ଯୋଗଦେଥିଲେ l ଆଲୋଚନା ବିଷୟ :’ଅଶୀ ପରବର୍ତ୍ତୀ ଓଡ଼ିଆ ଗଳ୍ପ ‘ ଅତିଥି ପରିଚୟ କରିଥିଲେ ଶ୍ରୀମତୀ ପ୍ରଭାତୀ ପାତ୍ର, ସମ୍ପାଦିକା ଶାଳପର୍ଣ୍ଣୀ ସାହିତ୍ୟ ସଂସଦ, ଫିରିଙ୍ଗିଆ, ଫୁଲବାଣୀ
ପୌରହିତ୍ୟ ଡ.ବିରଞ୍ଚି ନାରାୟଣ ସାହୁ, ପ୍ରତିଷ୍ଠାତା,ଶାଳପର୍ଣ୍ଣୀ ସାହିତ୍ୟ ସଂସଦ, ଫିରିଙ୍ଗିଆ, କନ୍ଧମାଳ କବିତା ସଂଯୋଜନା- ଶ୍ରାମତୀ ପ୍ରଜ୍ଞା ପରମିତା ସାହୁ ଡ.ମଧୁମିତା ଷଡ଼ଙ୍ଗୀ,ମାର୍ଗଦର୍ଶିକା, ଶାଳପର୍ଣ୍ଣୀ ସାହିତ୍ୟ ସଂସଦ, ଫିରିଙ୍ଗିଆ, ଫୁଲବାଣୀ ଉକ୍ତ ଆସରରେ ଓଡିଶାର ବିଭିନ୍ନ କୋଣରୁ ୨୫ ଜଣ କବି, କବୟିତ୍ରୀ ଯୋଗ ଦେଇ କବିତା ପାଠ କରିଥିଲେ ଶେଷରେ -ଶ୍ରୀଯୁକ୍ତ ଆଶିଷ କୁମାର, ବେହେରା କୋଷଧ୍ୟକ୍ଷ,ଶାଳପର୍ଣ୍ଣୀ ସାହିତ୍ୟ ସଂସଦ, ଫିରିଙ୍ଗିଆ, କନ୍ଧମାଳ, ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post