Sign in
Sign in
Recover your password.
A password will be e-mailed to you.
ଖୁବ୍ ଶୀଘ୍ର ପଡିଆକୁ ଓହ୍ଲାଇବେ ସଚିନ ତେନ୍ଦୁଲକର..! : ଏହି ଚାରୋଟି ସହରରେ ହେବ ୱାର୍ଲ୍ଡ ରୋଡ ସେଫ୍ଟି ସିରିଜ୍…
ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପୁଣି ଥରେ ପଡ଼ିଆରେ ବ୍ୟାଟ୍ ଧରିଥିବାର ଦେଖିବାକୁ ମିଳିବ। ତାଙ୍କ ସହ ବିରେନ୍ଦ୍ର ସେହୱାଗ ଏବଂ ଯୁବରାଜ ସିଂଙ୍କ ପରି ଅନ୍ୟ ଭେଟେରାନ ଖେଳାଳିମାନେ ମଧ୍ୟ ପଡ଼ିଆକୁ ଫେରିବେ। ବାସ୍ତବରେ, ଏକ ରିପୋର୍ଟରୁ ଜଣାପଡିଛି ଯେ କ୍ରିକେଟ୍!-->…
ବ୍ରହ୍ମପୁର : ବରିଷ୍ଠ କଳାକାର ମହାସଂଘ ତରଫରୁ ବେଳାଭୂମି ସଫେଇ…
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ତରଫରୁ ସୁନାପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଆବାହନ କ୍ରମେ ଅନୁଷ୍ଠିତ ହୋଇଯାଇଛି । କଳାକାରମାନେ କେବଳ ସମାଜ ସଚେତକ ନୁହନ୍ତି,!-->!-->!-->…
ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିଶ୍ଚିତ ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀ ଲେହା ନାୟକ ମୃତ…
ନିସର୍ତ୍ତ ପରିବାର ତରଫରୁ ଗଭିର ଶ୍ରଦ୍ଧାଞ୍ଜଳି....
ଦାରିଙ୍ଗବାଡ଼ି:, ଦାରିଙ୍ଗବାଡି ବ୍ଳକର ବ୍ରାହ୍ମଣୀଗାଁ ବଡ଼ସାହି ସୁଦର୍ଶନ ନାୟକ ଙ୍କ ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅ ଲେହା ନାୟକ , ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତର ଖାନା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଖବର ହସ୍ତଗତ!-->!-->!-->…
ମାଷ୍ଟର ଟ୍ରେନର୍ ମାନଙ୍କୁ ତାଲିମ୍ ପ୍ରଦାନ..
ଛତ୍ରପୁର : ଆସନ୍ତା ପଞ୍ଚାୟତ ସାଧାରଣ ନିର୍ବାଚନ -୨୦୨୨ ନିମନ୍ତେ ମଙ୍ଗଳବାର ପୂର୍ବାହ୍ନରେ ଓସ୍ବାନ୍ ହଲ୍ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମାଷ୍ଟର ଟ୍ରେନର୍ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ!-->!-->!-->…
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଚ ଏମ ଏସ ସଭାର କନ୍ଧମାଳ ଜିଲ୍ଲା ଶାଖା ଆବାହକ ହେଲେ ସତ୍ୟ ନାରାୟଣ ବେହେରା…
ଫୁଲବାଣୀ: ଭାରତ ବର୍ଷର ପ୍ରମୁଖ ଅଗ୍ରଣୀ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭାକୁ ରାଜ୍ୟରେ କ୍ରିୟାଶୀଳ କରିବା ପାଇଁ ରାଜ୍ୟ ସଂଗଠନ ପକ୍ଷରୁ ଶ୍ରୀ ସତ୍ୟ ନାରାୟଣ ବେହେରାଙ୍କୁ କନ୍ଧମାଳ ଜିଲ୍ଲା ଆବାହକ ରୂପେ ନିଷ୍ପତି କରାଯାଇଛି। ଶ୍ରୀ ବେହେରା କନ୍ଧମାଳ ଜିଲ୍ଲାର ବିଭିନ୍ନ ଅସଂଗଠିତ ଶ୍ରମିକ!-->!-->!-->…
ଯୁବକଙ୍କ ଆତ୍ମହତ୍ୟା : ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କଲା ପୋଲିସ
ଗଞ୍ଜାମ :ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ବନ୍ଦର ସାହିର ସୋମନାଥ ଗୌଡ଼(୨୩), ଘର ଗାଧୁଆ ଘରେ ପିନ୍ଧିଥିବା ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି l ଖବର ପାଇ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ସେକେଣ୍ଡ ଅଫିସର ଅଜିତ କୁମାର ପରିଡl, ମହିଳା ଏଏସଆଇ!-->!-->!-->…
ହିଞ୍ଜିଳି : ପଞ୍ଚାୟତ ନିର୍ବାଚନ ପାଇଁ ପୋଲିସର ଫ୍ଲାଗମାର୍ଚ୍ଚ
ହିଞ୍ଜିଳିକାଟୁ : ଚଳିତ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ, ଅବାଧ ତଥା ହିଂସାମୁକ୍ତ କରିବା ପ୍ରଶlସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ବାଚନ ଵେଳେ ମତଦାନକୁ ଭୟମୁକ୍ତ ଭାବେ ସାବ୍ୟସ୍ତ କରିବାକୁ ପୋଲିସ ପ୍ରଶାସନ ଜନସାଧାରଣଙ୍କୁ ଅହ୍ଵାନ ଦେଇଛି। ଡାକବାଜି ଯନ୍ତ୍ର!-->!-->!-->…
ଡାଇମଣ୍ଡ ସ୍ପୋର୍ଟ୍ସ କ୍ଳବ ଉପର ଖୋଲ ଦ୍ଵାରା ଆୟୋଜିତ ଭୋଲିବଲ ଟୁର୍ନାମେଣ୍ଟ ଉଦଯାପିତ…
ଟିକାବାଲି :ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ଗ୍ରାମପଞ୍ଚାୟତ ର ଉପରଖୋଲ ଠାରେ ଡାଇମଣ୍ଡ ସ୍ପୋର୍ଟ୍ସ କ୍ଳବ ପକ୍ଷରୁ ଆୟୋଜିତ ଭଳିବଲ ଟୁର୍ନାମେଣ୍ଟ ର ଉଦଯାପିତ ହୋଇଯାଇଛି |ଏହି ଟୁର୍ନାମେଣ୍ଟ ରେ କନ୍ଧମାଳ ଜିଲ୍ଲା ର ବିଭିନ୍ନସ୍ଥାନ ରୁ ସମୁଦାୟ 12ଟି ଟିମ ଭାଗ ନେଇଁ ଥିଲେ | ଏହି!-->!-->!-->…
ନାଲକୋ ଘରୋଇ କାରଣ କୁ ଭାରତୀୟ ମଜଦୁର ସଂଘ ର ତୀବ୍ର ବିରୋଧ…
ରାୟଗଡ଼ା : ଓଡ଼ିଶା ରେ ପ୍ରତିଷ୍ଠା ହେଇଥିବା ଲାଭ ଦାୟକ ନବରତ୍ନ କମ୍ପାନୀ ନାଲକୋ ଘରୋଇ କରଣ ପ୍ରସ୍ତାବ ଏକ ଭୟଙ୍କର ଶ୍ରମିକ ବିରୋଧୀ ଓ ଜନ ବିରୋଧି ନିଷ୍ପତି ବୋଲି ଭାରତୀୟ ମଜଦୂର ସଂଘ ଓଡ଼ିଶା ପକ୍ଷରୁ କୁହାଯାଇଛି । ଉନ୍ନତମାନର ବକ୍ସାଇଟ ଓ ଯଥେଷ୍ଟ କୋଇଲା ମହଜୁଦ ଥିବାରୁ କେନ୍ଦ୍ର!-->!-->!-->…
ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଇଡ଼ର ମିଳିତ ଉଦ୍ୟମରେ କୋଭିଡ ସୁରକ୍ଷ୍ୟ ସଚେତନତା ରଥ ଉଦ୍ଘାଟିତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଇଡ଼ର ମିଳିତ ଉଦ୍ୟମ ରେ ଏକ ସଚେତନତା ରଥ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରସେନ ପ୍ରଧାନ ଙ୍କ ଦ୍ବାରା ଉଦଘାଟନ କରାଯାଅଛି ଏହି ରଥ ମାଲକାନଗିରି ଜିଲ୍ଲା ର ସମସ୍ତ ୭ ଗୋଟି ବ୍ଲକ କୁ ଯାଇ ,!-->!-->!-->…