ରାଜଧାନୀରେ ଗଡିବ ଇ-ବସ୍‌: କ୍ରୁଟ୍‌

ଭୁବନେଶ୍ୱର: ଏବେ ରାଜଧାନୀ ଭୁବନେଶ୍ୱର ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇ ଛିଡା ହୋଇଛି ପ୍ରଦୂଷଣ । ଯାହାକୁ ନେଇ ରାଜଧାନୀରେ ଇ-ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ । ୨୦୧୯ରୁ ଏହି ଯୋଜନା କରାଯାଇଥିବା ବେଳେ ଆସନ୍ତା ଏପ୍ରିଲ ମାସରୁ ରାଜଧାନୀରେ ଇ-ବସ୍ ଚଳାଚଳ ନେଇ ସୂଚନା

ଆଜି ରାଜ୍ୟରେ ୨ହଜାର ୧୦୬ କରୋନା ପଜିଟିଭ୍, ୨୩ ମୃତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୨ହଜାର ୧୦୬କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧ହଜାର ୨୨୯ଜଣ ରହିଥିବାବେଳେ ୮୭୭ସ୍ଥାନୀୟ ସଂକ୍ରମଣ ରହିଛି । ଏହି

ମଝି ଚିଲିକାରେ ଅଟକିଲା ଭସାପୋଲ, ଉଦ୍ଧାର କଲା CDA

ବ୍ରହ୍ମଗିରି: କୃଷ୍ଣପ୍ରସାଦ-ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ । ମଁଏସା ଗାଁ ପାଖ ଚିଲିକା ମଝିରେ ଫସିରହିଛି ଯାତ୍ରୀବାହୀ ଭସାପୋଲ । ୧୦୦ରୁ ଅଧିକ ଯାତ୍ରୀ ଓ ୧୦ଟି ବାଇକ୍‌ ସହ ୨ଟି ବସ୍‌ ଫସିଥିବା ସୂଚନା ମିଳିଛି ।ମଝି ଚିଲିକାରେ ଅଟକିଲା ଭସାପୋଲ ଚ୍ୟାନେଲରେ ପାଣି

ପଞ୍ଚଭୂତରେ ଲୀନ ହୋଇଗଲେ ଭାରତରତ୍ନ ଲତା ମଙ୍ଗେଶକର

ମୁମ୍ବାଇ: ପଞ୍ଚଭୂତରେ ଲୀନ ହୋଇଗଲେ ଭାରତ ରତ୍ନ ତଥା ସ୍ୱର ସାମ୍ରାଜ୍ଞୀ। ଘଟିଲା ଏକ ଯୁଗର ଅବସାନ। ନୀରବି ଗଲେ ଲତା ମଙ୍ଗେଶକର, କିନ୍ତୁ ଅମର ହୋଇଗଲା ତାଙ୍କ ସ୍ୱର। ମୁମ୍ବାଇର ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଏହି ଅନ୍ତିମ

ବାସମ ଫାଉଣ୍ଡେସନ ଟ୍ରଷ୍ଟର ରକ୍ତଦାନ ଶିବିର ଆୟୋଜନ

ବ୍ରହ୍ମପୁର : ଦ୍ବିତୀୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବାସମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ରକ୍ତଭଣ୍ଡାର ର କୋର୍ଡିନେଟିଙ୍ଗ ଅଫିସର ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିର ଉଦଘାଟନ

ଲତା ମଙ୍ଗେଶକରଙ୍କ ବିୟୋଗରେ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଆଜି ସାରା ଦେଶରେ ଶୋକ ର ଛାୟା ଖେଳିଯାଇଛି।ଆଜି ଆମ ଗହଣରେ ଆଉ ନାହାନ୍ତି ସେହି କୋକିଳ କଣ୍ଠି ,ଭାରତ ରତ୍ନ ଲତା ମଙ୍ଗେସ୍କାର। ଆଜି ସେ ୯୨ ବର୍ଷ ବୟସରେ ଆମ ସଭିଙ୍କୁ ଛାଡ଼ି ସ୍ୱର୍ଗ ବାସୀ ହୋଇଯାଇଛନ୍ତି। ତାଙ୍କ ଭଳି ଆଉ କୁଶଳୀ କଣ୍ଠଶିଳ୍ପୀ ହୁଏତ ଆଉ କେହି ରହିଥିବେ। ସେ ତାଙ୍କ ଜୀବନ ସାରା

ବାଇକ ଦୁର୍ରଘଟଣାରେ ଗୁରତ୍ବର ଯୁବକଙ୍କ ଚାଲିଗଲା ଜୀବନ

ଟିକାବାଲି (୦୬/୦୨) : ଟିକାବାଲି ଥାନା ଅନ୍ତର୍ଗତ ଟିକାବାଲି ସହରରେ ରହୁଥିବା ପରେଶ ପ୍ରଧାନ ଙ୍କ ପୁଅ ଆକାଶ କୁମାର ପ୍ରଧାନ ବୟସ ୨୫, ଗତ ତା :30/01/2022 ରିଖ ପରୀକ୍ଷା ଦେବାକୁ ଯାଇ ଫୁଲବାଣୀରୁ ବାଇକ ଯୋଗେ ଫେରୁଥିବାବେଳେ ସଦର ଥାନା ଅନ୍ତର୍ଗତ କେରେଡି ନିକଟ ବୁଲାଣି

ଲତାଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ, ଅର୍ଦ୍ଧନମିତ ରହିବ ତ୍ରିରଙ୍ଗା

ନୂଆଦିଲ୍ଲୀ: ସବୁ ଦିନ ପାଇଁ ନୀରବି ଗଲେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର। ଆଜି ସକାଳେ ତାଙ୍କର ପରଲୋକ ହୋଇଥିବା ବେଳେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆଜି

ଲତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଶିବାଜୀ ପାର୍କରେ ମୋଦି

ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ତଥା ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ କରଙ୍କ ବିୟୋଗରେ ସମଗ୍ର ଦେଶ ମର୍ମାହତ ହୋଇ ପଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୁମ୍ବାଇର ଶିବାଜୀ ପାର୍କରେ ଥିବା ଲତାଙ୍କର ପ୍ରାର୍ଥିବ ଶରୀରକୁ

ସିଦ୍ଧୁଙ୍କ ସ୍ୱପ୍ନ ଧୂଳିସାତ୍, ଚନ୍ନି ହେଲେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଅମୃତସର: ପଞ୍ଜାବରେ କଂଗ୍ରସ ପକ୍ଷରୁ କିଏ ହେବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ କିଛି ଦିନ ହେଲା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଆଜି ଏହାର ଅବସାନ ଘଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ପାଇଁ ଚରଣ