Sign in
Sign in
Recover your password.
A password will be e-mailed to you.
କାନାଡାରେ ହିନ୍ଦୁ ମନ୍ଦିରଗୁଡିକୁ ଟାର୍ଗେଟ୍ କରି ଭଙ୍ଗାରୁଜା ଓ ଲୁଟ୍ କରାଯାଉଛି
ଟରଣ୍ଟୋ: କାନାଡାରେ ଗତ କିଛି ଦିନ ହେଲା ହିନ୍ଦୁ ମନ୍ଦିରଗୁଡିକୁ ଟାର୍ଗେଟ୍ କରି ଭଙ୍ଗାରୁଜା ଓ ଲୁଟ୍ କରାଯାଉଛି। ଏହା ଯୋଗୁଁ ପୁଜାରୀ ଓ ଭକ୍ତମାନେ ଭୟଭୀତ ହୋଇପଡିଛନ୍ତି। ସେଠାରେ ଏପରି ଅବସ୍ଥା ହୋଇଛି ଯେ ଗତ ୧୦ ଦିନରେ ୬ଟି ହିନ୍ଦୁ ମନ୍ଦିରକୁ ଭଙ୍ଗା ଯାଇଛି। ଏଥିସହ ଲୁଟିଆମାନେ ଅର୍ଥ ସହ!-->…
ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଜେଏନ୍ୟୁର ପ୍ରଥମ ମହିଳା କୁଳପତି
ନୂଆଦିଲ୍ଲୀ: ଦେଶର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍ୟୁ)କୁ ମିଳିଛନ୍ତି ପ୍ରଥମ ମହିଳା କୁଳପତି। ପ୍ରଫେସର ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ ଜେଏନ୍ୟୁର ପ୍ରଥମ ମହିଳା କୁଳପତି ଭାବେ କାର୍ଯ୍ୟ କରିବେ। ସୋମବାର ଶିକ୍ଷା ମନ୍ତ୍ରଣାଳୟ ତାଙ୍କୁ!-->…
ଓୱେସୀଙ୍କୁ ଜେଡ୍ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କଲେ ଗୃହମନ୍ତ୍ରୀ ଅମିତ ଶାହ
ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଜେଡ୍ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ସଂସଦରେ ଅନୁରୋଧ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟସଭାରେ ବିବୃତ୍ତି ରଖି ଗୃହମନ୍ତ୍ରୀ କହିଥିଲେ, ମୁଁ ସାଂସଦ ଅସାଦୁଦ୍ଦିନ!-->…
ସଂସଦରେ ବର୍ଷିଲେ ମୋଦି: କହିଲେ ସଂକ୍ରମଣ ବ୍ୟାପିବା ପଛରେ କଂଗ୍ରେସ ଦାୟୀ
ନୂଆଦିଲ୍ଲୀ: କୋଭିଡ୍ ମହାମାରୀ ପରେ ଆମେ ଏକ ନୂଆ ବିଶ୍ୱକୁ ପ୍ରବେଶ କରୁଛେ। ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ଏବେ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ!-->…
ମେଧାବୃତ୍ତି ପାଇଲେ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ
ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂଚମ ଶ୍ରେଣୀରେ ଅଧ୍ୟୟନରତ ଗାୟତ୍ରୀ ବେହେରା ମେଧାବୃତତ୍ତି ପାଇ ବିଦ୍ୟାଳୟ ଏବଂ ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଏଥି ଲାଗି ସୋମବାର ଗାୟତ୍ରୀଙ୍କୁ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସେଠୀ ଏବଂ!-->!-->!-->…
ସ୍ୱରର ସାମ୍ରାଜ୍ଞୀ ଲତାଜିଙ୍କ ବିୟୋଗରେ ଶୋକସଭା
ହିଂଜିଲିକାଟୁ : ବିଗତ 7 ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି ସ୍ୱର ଜଗତ ରେ କୋକିଲା କଣ୍ଠ ରୂପେ ପରିଚିତ ଥିଲେ । ପବିତ୍ର ବସନ୍ତ ପଞ୍ଚମୀରେ ଇହ ଜଗତରୁ ବିଦାୟ ନେଲେ, ଏ ସୃଷ୍ଟି ଚିର ଦିନ ମନେ ରଖିବ ଏଭଳି ଏକ ଅଦ୍ଵିତୀୟ ବ୍ୟକ୍ତିତ୍ୱ । ସ୍ଥାନୀୟ ଲଷ୍ମୀ ନୃସିଂହ କଲା ମନ୍ଦିର ପରିସରରେ ଅନ୍ୱେଷଣ!-->…
ବଡମାଧପୁର ପଞ୍ଚାୟତରେ ୨୧ନଂ ଜୋନର ବିଜେଡି ପ୍ରାର୍ଥୀନୀଙ୍କ ଘରକୁ ଘର ବୁଲି ଭୋଟ ଭିକ୍ଷା ; ପ୍ରଚାର ମଙ୍ଗ ଧରିଲେ…
ଛତ୍ରପୁର : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଛତ୍ରପୁର ବ୍ଲକରେ ୧୮ଟି ପଚାଂୟତରେ ପ୍ରଚାର ସରଗରମ ହେଉଛି । ପୋଷ୍ଟର ବ୍ୟାନରରେ ସାହି ବସ୍ତି ଛାଇ ହୋଇଗଲାଣି । ୱାର୍ଡ ସଭ୍ୟ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ!-->!-->!-->!-->!-->…
ଭାରତରତ୍ନ ଲତା ମଙ୍ଗେସକରଙ୍କ ବିୟୋଗରେ ସ୍ମୃତି ସଭା
ଛତ୍ରପୁର : ଭାରତରତ୍ନ ପ୍ରାପ୍ତ ଲତା ମଙ୍ଗେସକରଙ୍କ ବିୟୋଗରେ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଏକ ସ୍ମୃତିସଭା ସୁସାହିତ୍ୟିକ ନିରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡି, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ!-->!-->!-->…
ପୋଲିଂ ଅଧିକାରୀଙ୍କ ପ୍ରଶିକ୍ଷଣ ଶିବିର
ଛତ୍ରପୁର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିଯୁକ୍ତ ପ୍ରିଜାଇଡିଂ ଅଧିକାରୀ ଓ ପ୍ରଥମ ପୋଲିଂ ଅଧିକାରୀଙ୍କ ନିମନ୍ତେ ଏକ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ଆସନ୍ତା ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ୫ ଟି!-->!-->!-->…
ଟ୍ରାକ୍ଟର ପଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ
ହିଞ୍ଜିଳିକାଟୁ(୭/୨) : ହିଞ୍ଜିଳି ଥାନା ମାରପଲ୍ଲୀ ନିକଟରେ ରବିବାର ସକାଳେ ରାସ୍ତା ପାର୍ଶ୍ବରେ ରହିଥିବା ଏକ ଟ୍ରାକ୍ଟର(ଓଡି୦୭ଜି ୪୫୧୨ ) ପଛ ପଟକୁ ଏକ ସ୍କୁଟି (ଓଡି୦୭ଏମ ୪୫୧୨ ) ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ମାରପଲ୍ଲୀ ଗ୍ରାମର କାହ୍ନୁ ଚରଣ!-->…