Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ୨ ଦିନ ଧରି କୁହୁଡି ଆଶଙ୍କା, ୧୦ରୁ ପୁଣି ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆସନ୍ତା ୯ ଓ ୧୦ ତାରିଖରେ ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଓଡିଶା ଓ ଉତ୍ତର ଓଡିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଝାରସୁଗୁଡା, ସମ୍ବଲପୁର ଓ ଦେବଗତ ସମେତ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଏନେଇ!-->…
ସମାନ କାମକୁ ସମାନ ଦରମା ଏବଂ ନିୟମିତ ବେତନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ
ମାଲକାନଗିରି : ଆଜି ଖଣ୍ଡିୟ ବନ ଅଧିକାରୀ ମାଲକାନଗିରି ଅଫିସ ସମ୍ନାରେ ଦୀର୍ଘଦୀନ ହେବ କାର୍ଯ୍ୟରତ ପାରା କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଖଣ୍ଡିୟ ବନ ଅଧିକାରୀ( DFO) କତାପଲ୍ଲୀ ପ୍ରତାପ ଙ୍କୁ ପ୍ରଦାନ l ବନ ବିଭାଗ ଅଧୀନରେ କାମ କରୁଥିବା ପାରା ଷ୍ଟାପ!-->…
ଚାଷୀଙ୍କ ସହ ଖେଳୁଛନ୍ତି କେନ୍ଦ୍ର ସରକାର, ଗଣଧାରଣା ଦେବ ବିଜେଡି
ଭୁୂବନେଶ୍ୱର: ବଳକା ଉଷୁନା ଚାଉଳ ନେଇ ପୁଣି ବିଜେପି ବିରୋଧରେ ବର୍ଷିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, ସୁଲତା ଦେଓ ବିଜେପିକୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ଆସିଲେ ବିଜେପିର ଚାଷୀଙ୍କ କଥା ମନେ ପଡେ । ମିଥ୍ୟା ପ୍ରତିଶ୍ରୁତି ଦେଇଥାନ୍ତି!-->…
ବିଜେଡି ପ୍ରଚାର ରେ ଦୁଲୁକିଲା ଦାନପୁର ପଂଚାୟତ ,ସାମ୍ନା କରିବାକୁ ବଳ ଗୋଟାଉଛି ଅସନ୍ତୁଷ୍ଟ
ଖଲ୍ଲିକୋଟ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ କ୍ରମଶଃ ଗ୍ରାମାଞ୍ଚଳ ରାଜନୀତି ଉସ୍ମ ହେବାରେ ଲାଗିଛି l ପ୍ରାଥୀ ମାନେ ଘର ଘର ବୁଲି ଚିହ୍ନ ସମ୍ବଳିତ କାର୍ଡ ବଣ୍ଟନ କରିବା ସହ ବିଭିନ୍ନ ରଙ୍ଗ ବେରଂଗ ର ବ୍ୟାନର ମାନ ମାରି ଭୋଟର ମାନଙ୍କୁ ଆକର୍ଷିତ କରିବା ପାଇଁ!-->!-->!-->…
ରାଜ୍ୟରେ ଖୋଲିଲା ସ୍କୁଲ ଓ କଲେଜ, ବିଦ୍ୟାଳୟ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର: ଆଜିଠାରୁ ରାଜ୍ୟର ସବୁ ସରକାରୀ ଓ ଘରୋଇ ସ୍କୁଲ ଓ କଲେଜ ଖୋଲିଛି। ଆଜିଠାରୁ ୮ମ ଶ୍ରେଣୀରୁ ଉପରକୁ ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି। ସମଗ୍ର ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଖୋଲିଥିବା ବେଳେ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ବିଭାଗୀୟ!-->…
୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ(ଏସଇସି) । ୧୦ ତାରିଖ ଦିନ ସକାଳ ୧୧ଟା ୩୦ ମିନିଟ୍ ରେ ଗୀତ ଗୋବିନ୍ଦ ସଭାଗୃହରେ ବୈଠକ ଅନୁଷ୍ଠିତ ହେବ । ପୌର ପରିଷଦ/ନିଗମ ଗୁଡ଼ିକର ନିର୍ବାଚନ ଅବାଧ ଓ ନିରପେକ୍ଷ ପାଇଁ ଏହି ବୈଠକ କରାଯିବ । ସର୍ବଦଳୀୟ!-->…
ସୁନା ଅଳଙ୍କାର ଲୁଟେରା ଗିରଫ, ବିଭିନ୍ନ ଥାନାରେ ୧୦୦ରୁ ଊର୍ଦ୍ଧ୍ୱ କେସ୍
କଟକ: କଟକ କମିଶନରେଟ୍ ପୋଲିସ ହାତରେ ପେଷାଦାର ଲୁଟେରା । ବାଦାମବାଡି ଥାନା ପୋଲିସ ଜଣେ ସୁନା ଅଳଙ୍କାର ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣକ ହେଲେ ହେମନ୍ତ ଦାସ । ତା ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଉର୍ଦ୍ଧ୍ୱ ଅପରାଧିକ କେସ୍ ରହିଛି ।
ଗତ ୨୯ ତାରିଖରେ ବିକାଶ ନଗର ଅଞ୍ଚଳରେ ଜଣେ!-->!-->!-->…
୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ନରସିଂହପୁର ଥାନା IIC
ଆଠଗଡ଼: ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ନରସିଂହପୁର ଥାନା ଆଇଆଇସି । ଆଇଆଇସିଙ୍କ ନାଁ ହେଉଛି ଅଲେଖ ଗରଡ଼ିଆ । ଆଜି ଗୋଟିଏ ମାମଲାର ସମାଧାନ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ନରସିଂହପୁର ଥାନା ଆଇଆଇସି ।
ଏହି ଘଟଣା ପରେ!-->!-->!-->…
୨ ବର୍ଷ ପରେ ପ୍ରଥମ କରି ୨୧ ଦିନ ଲାଗି ଜେଲ୍ରୁ ମୁକୁଳିବେ ଡେରା ମୁଖ୍ୟ ଗୁର୍ମୀତ୍ ରାମ୍ ରହିମ୍
ନୂଆଦିଲ୍ଲୀ: ପ୍ରାୟ ୨ ବର୍ଷ ପରେ ‘ଡେରା ସଚ୍ଚା ସୌଦା’ର ମୁଖ୍ୟ ଗୁର୍ମୀତ୍ ରାମ୍ ରହିମ୍ ସିଂହ ୨୧ ଦିନ ଛୁଟି ପାଇ ଆଜି ସନ୍ଧ୍ୟାରେ ଜେଲ୍ରୁ ମୁକୁଳିବେ। ତାଙ୍କୁ ହରିୟାଣା ସରକାର ୩ ସପ୍ତାହ ଛୁଟି ମଞ୍ଜୁର କରିଛନ୍ତି ବୋଲି ଜେଲ୍ ଅଧିକାରୀମାନେ ସୁନିଶ୍ଚିତ କରି କହିଛନ୍ତି।ନିୟମ!-->…
ଓଡ଼ିଶାରେ ଆଉ ୧୪୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨୦ ମୃତ
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୧୪୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୭୪ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୯୨୩ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ!-->…