ସ୍ୱରର ସାମ୍ରାଜ୍ଞୀ ଲତାଜିଙ୍କ ବିୟୋଗରେ ଶୋକସଭା


ହିଂଜିଲିକାଟୁ : ବିଗତ 7 ଦଶନ୍ଧି ରୁ ଉର୍ଦ୍ଧ୍ବ ସମୟ ଧରି ସ୍ୱର ଜଗତ ରେ କୋକିଲା କଣ୍ଠ ରୂପେ ପରିଚିତ ଥିଲେ । ପବିତ୍ର ବସନ୍ତ ପଞ୍ଚମୀରେ ଇହ ଜଗତରୁ ବିଦାୟ ନେଲେ, ଏ ସୃଷ୍ଟି ଚିର ଦିନ ମନେ ରଖିବ ଏଭଳି ଏକ ଅଦ୍ଵିତୀୟ ବ୍ୟକ୍ତିତ୍ୱ । ସ୍ଥାନୀୟ ଲଷ୍ମୀ ନୃସିଂହ କଲା ମନ୍ଦିର ପରିସରରେ ଅନ୍ୱେଷଣ ଅନୁଷ୍ଠାନ ତରଫରୁ ଏକ ଶୋକ ସଭା ର ଆୟୋଜନ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମ ରେ ସତ୍ୟ ନାରାୟଣ ସାହୁ ଓ ଲିଙ୍ଗରାଜ ସେନାପତି ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରିଥିଲେ । ଅନୁଷ୍ଠାନ ର ସଦସ୍ୟ,ଡଃ. ହୃଷିକେଷ ମିଶ୍ର, ପ୍ରମୋଦ ବେହେରା,ନରହରି ସାହୁ, ପ୍ରିୟମ୍ବଦ ପଟ୍ଟନାୟକ, ଦିବାକର ପାଢ଼ୀ, , ଦୀପକ ମହାନ୍ତି, ,ରାଜା ସ୍ୱାଇଁ ପ୍ରମୁଖ ଯୋଗ ଦେଇ ସ୍ମୃତି ଚାରଣ କରି ଦୁଇ ମିନଟ ନିରବ ପ୍ରାର୍ଥନା କରିଥିଲେ ।

nis-ad
Leave A Reply

Your email address will not be published.