Sign in
Sign in
Recover your password.
A password will be e-mailed to you.
ଲାଲୁ ଯାଦବଙ୍କୁ ୫ ବର୍ଷ ଜେଲ, ୬୦ ଲକ୍ଷ ଜୋରିମାନା
ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତିର ୫ମ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲଦଣ୍ଡ ମିଳିଛି। ଏଥିସହ ଲାଲୁଙ୍କ ଉପରେ ୬୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ। ଫେବୃଆରୀ ୧୫ରେ କୋର୍ଟ ଏହି ମାମଲାରେ ୭୩ ବର୍ଷୀୟ!-->…
ୟୁକ୍ରେନ ଗୁଳିମାଡ଼ରେ ରୁଷର ବର୍ଡ଼ର ଫାସିଲିଟି ସେଣ୍ଟର ଧ୍ୱଂସ
ମସ୍କୋ/କିଭ: ପୁଣିଥରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇଛି। ୟୁକ୍ରେନର ଗୁଳି ମାଡ଼ରେ ରୁଷ ଯବାନଙ୍କ ଗୋଟିଏ ବର୍ଡ଼ର ଫାସିଲିଟି ସେଣ୍ଟର ଧ୍ୱଂସ ହୋଇଯାଇଥିବା ମସ୍କୋ ଦାବି କରିଛି। ଏହି ବର୍ଡ଼ର ଫାସିଲିଟି ସେଣ୍ଟରକୁ ରୁଷିଆର ଫେଡରାଲ ସିକ୍ୟୁରିଟି ସର୍ଭିସ(ଏଫଏସ୍ବି) ବିଭିନ୍ନ କାମ!-->…
ବକେୟା ବିଜୁଳି ଦେୟ ଆଦାୟ ପାଇଁ ଟିପିଏସଓ କମ୍ପାନୀ ର ଜୁଲୁମ : ଫାସୁଲା ଗ୍ରାମ ର ୮୦ ଘର ବିଜୁଳି ସଂଯୋଗ…
ଖକ୍କିକୋଟ : ବଜାର ରେ ଅସହ୍ୟ ଦରଦାମ ସାଙ୍ଗକୁ ଗ୍ୟାସ ଓ ତୈଳ ଦ୍ୱାରା ବୃଧି ପାଇବା ସାଙ୍ଗକୁ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକମାନେ ସରକାରଙ୍କ ଖାଦ୍ୟ ନିରାପତା ଯୋଜନା କୁ ଆଶ୍ରୟ କରି ବିଚରା ଗରିବ ପରିବାର ଟି ଚଳାଉଥିବା ବେଳେ କ୍ରମଶଃ ବିଜୁଳି ୟୁନିଟ ପିଛା ଦରବୃଦ୍ଧି ସଧାରଣ!-->!-->!-->…
ରାୟଗଡ଼ା ଉତ୍କଳ ଆଲୁମିନାର ପ୍ରୋଜେକ୍ଟ କୌଶଲ୍ୟା : ମହିଳାମାନଙ୍କୁ କରାଉଛି ସଶକ୍ତି…
ରାୟଗଡ଼ା : ଆଦିତ୍ୟ ବିର୍ଲା ଗ୍ରୁପ୍ ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସିନାଲ ଲିମିଟେଡ (ୟୁ ଏ ଆଇ ଏଲ୍) ନିଜର କାରଖାନା ଚତୁର୍ପାର୍ଶ୍ୱରେ ବାସ କରୁଥିବା ଜନସାଧାରଣଙ୍କ ଅର୍ଥପୂର୍ଣ୍ଣ କଲ୍ୟାଣ ପ୍ରୟାସ ଗୁଡ଼ିକ କ୍ଷେତ୍ରରେ ନିବିଡ଼ ଭାବରେ ନୀୟଜିତ ରହିଛି । ଏହାର ଅନ୍ୟତମ ପ୍ରକଳ୍ପ ପ୍ରୋଜେକ୍ଟ!-->…
ଗଛରେ ଝୁଲୁଥିବା ଅବସ୍ଥାରେ ଦୁଇ ଜଣଙ୍କ ମୃତ ଦେହ ଉଦ୍ଧାର : ଆତ୍ମହତ୍ୟା ସନ୍ଦେହ…
ମାଲକାନଗିରି : କାଲିମେଳା ଥାନା ଅନ୍ତର୍ଗତ ଗୁମ୍ଫାକୋଣ୍ଡା ପଞ୍ଚାୟତ କାନାଗୁଡା ଗ୍ରାମ କେନାଲ ନିକଟବର୍ତ୍ତୀ ଜଙ୍ଗଲ ଭିତରେ ଆଜି 2 ଜଣ ପୁଅ ଝିଅଙ୍କ ମୃତ ଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି l ପୁଅ ଝିଅ ଦୁଇଜଣ ପିନ୍ଧା ବେଲ୍ଟ ସାହାଯ୍ୟରେ ଗଚ୍ଛରେ ଝୁଲୁ ଥିବା ବେଳେ ମୃତ ଦେହ ଠାରୁ!-->!-->!-->…
ବାଲିଗୁଡା ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ତିନି ଛାତ୍ରୀଙ୍କ କୃତିତ୍ୱ…
ବାଲିଗୁଡା,:ଚଳିତ ଶିକ୍ଷା ବର୍ଷ ୨୦୨୧-୨୨ରେ ଆୟୋଜିତ ହୋଇଥିବା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ଛାତ୍ରୀ ସ୍ମୃତିରେଖା ପ୍ରଧାନ ଓ ଆଭା ଅଦିତି ବାଲିଗୁଡା ବ୍ଲକ ରେ ତୃତୀୟ ଓ ଷଷ୍ଠ ସ୍ଥାନ ଅଧିକାର କରିଥିବା ବେଳେ ସେହିଭଳି ପଞ୍ଚମ ଶ୍ରେଣୀ!-->…
ଫୁଲବାଣୀ ସହରରେ ଘରଡିହ ସ୍ଥାୟୀ ପଟ୍ଟାପ୍ରଦାନ ପାଇଁ ଜମିଜମା ସତ୍ତ୍ବ ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ…
ଫୁଲବାଣୀ;-ଦେଶ ସ୍ୱାଧିନ ହେବାର ୭୫ବର୍ଷ ପରେ ଫୁଲବାଣୀ ସହରର ଅଧିକାଂଶ ଲୋକ ପଟା ଜମି ଅଭାବରୁ ଅନାବାଦୀ ଜମିରେ ଘରକରି ବସବାସ କରି ଆସୁଛନ୍ତି।୩୦ବର୍ଷ ରୁ ଅଧିକ ସମୟ ନିରବଛିନ୍ନ ଗୋଟାଏ ଜାଗାରେ ଘର କରି ରହି ଆସୁଥିଲେ ସେହି ଜମିର ସ୍ଥାୟୀ ଘରଡିହ ପଟା ପ୍ରଦାନ କରିବାକୁ ସରକାରୀ ନିୟମ!-->…
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ
ଭୁବନେଶ୍ୱର: ପଂଚାୟତ ନିର୍ବାଚନ ଅବସରରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ଓ ର୍ନିବିରୋଧ ଖବର ସଂଗ୍ରହ ନିମନ୍ତେ ନିର୍ଦ୍ଧେଶନାମା ଜାରି ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟିଲା ଉତ୍କଳ ସାମ୍ବାଦିକ ସଂଘ ।
ସଂଘର ରାଜ୍ୟ!-->!-->!-->…
ପାତ୍ରପୁର ବ୍ଳକରେ ୬୪.୪୮ ଶତକଡା ମତଦାନ, କାଁ ଭାଁ ହିଂସାକାଣ୍ଡ ସହିତ ମତଦାନ ଶେଷ
ପାତ୍ରପୁର : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନରେ ପାତ୍ରପୁର ବ୍ଳକ ରେ କା ଭା ହିଂସାକାଣ୍ଡ ସହିତ ମତଦାନ ଶେଷ ହୋଇଛି। ବ୍ଳକର ସର୍ବମୋଟ ୧,୧୨,୧୬୦ ଭୋଟର ର଼ହିଥିବା ବେଳେ ୭୨,୩୨୫ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି। ସେଥିମଧ୍ୟରୁ ୩୪,୦୬୨ ପୁରୁଷ!-->…
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩୨ ଜଣଙ୍କୁ ବାନ୍ଧିଲା ପୁଲିସ
ଯାଜପୁର: ବିଞ୍ଝାରପୁର ବ୍ଲକ୍ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ । ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩୨ ଜଣଙ୍କୁ ଉଠାଇ ନେଇଛି ବିଞ୍ଝାରପୁର ପୁଲିସ । ଏହା ପରେ ବାଛୋଳ ପଞ୍ଚାୟତରେ ପୁଲିସ ଫ୍ଲାଗ ମାର୍ଚ କରିଛି। ଆଜି ତୃତୀୟ!-->…