ଓଡ଼ିଶାରେ ଆଉ ୧୦୪୯ ଜଣ କରୋନାରୁ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୧,୦୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି। ଗତକାଲି ରାଜ୍ୟରୁ ୧,୨୬୬ ରୋଗୀ ସୁସ୍ଥ ହୋଇଥିଲେ। ଆଜି ସୁସ୍ଥ ହୋଇଥିବା ୧,୦୪୯ ଜଣଙ୍କ ମଧ୍ୟରୁ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୪

Ranji Trophy: ବାରବାଟୀରେ ବେଙ୍ଗଲର ରୋମାଞ୍ଚକର ବିଜୟ

କଟକ: ବାରବାଟୀରେ ଜିତିଲା ବେଙ୍ଗଲ । ରଣଜୀ ଟ୍ରଫି B ଗ୍ରୁପର ଏକ ରୋମାଞ୍ଚକର ମ୍ୟାଚରେ ବିପକ୍ଷ ବରୋଦାକୁ 4 ୱିକେଟରେ ପରାସ୍ତ କରିଛି ଟିମ୍‌ ବେଙ୍ଗଲ । ସାହାବାଜ ଅହମ୍ମଦଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବେଙ୍ଗଲକୁ ଦେଇଛି ବିଜୟ ଭେଟି । ତେବେ ଏହି ବିଜୟ ସହ 6 ପଏଣ୍ଟ ହାସଲ କରିଛି ବେଙ୍ଗଲ ।

ରଣପୁରରେ ଭୟଙ୍କର ଦୁର୍ଘଟଣା, ୩୦ ଫୁଟ ତଳକୁ ଖସିଲା କାର

ନୟାଗଡ/ରଣପୁର: ନୟାଗଡ ଜିଲ୍ଲା ରଣପୁରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ମଣିନାଗ ପାହାଡରୁ ଗୋଟିଏ କାର୍ ଖସିପଡିଛି। ପ୍ରାୟ ୩୦ ଫୁଟ ତଳକୁ କାର୍ ଟି ଖସିପଡିଛି। ଫଳରେ ଗୋଟିଏ ପରିବାରର ୫ ଗୁରୁତର ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ର ଏକ ପରିବାର ଏକ ବିବାହ

ସାମ୍ବାଦିକମାନଙ୍କୁ ହୋଇଥିବା ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରୁଛି : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର : ଯାଜପୁରର ଜିଲ୍ଲା ବିଞ୍ଝାରପୁରରେ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ହିଂସା ଓ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି। ବିଞ୍ଝାରପୁରର ବାଛୋଳ ପଞ୍ଚାୟତର ୨ ନମ୍ବର ବୁଥ୍‌ ରିଗିଂ ଉଦ୍ୟମ ହେଉଥିବା ଖବର ପାଇଁ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ଖବର ସଂଗ୍ରହ

ପୁରୀ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି

ଭୁବନେଶ୍ୱର: ପୁରୀ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ତାଙ୍କୁ ବିଦାୟ ଜଣାଇଥିଲେ । ଆଜି ପୁରୀରେ ବିଶ୍ବବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ ।

ପଞ୍ଚାୟତ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ତୃତୀୟ ପର୍ଯ୍ୟାୟରେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୧% ମତଦାନ ହୋଇଛି । ମତଦାନ ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ତାଙ୍କ କହିବା ମୁତାବକ, କିଛି ସ୍ଥାନରେ

ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଯାଜପୁର ଏବଂ ନୟାଗଡ଼ରେ କାର୍ଯ୍ୟରତ ସାମ୍ୱାଦିକଙ୍କ ଉପରକୁ ଆକ୍ରମଣ ହୋଇଛି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ନିନ୍ଦା କରିଛନ୍ତି । ସେ ଏ ନେଇ ଟ୍ୱିଟ୍‌ କରି ଲେଖିଛନ୍ତି

ଶ୍ରୀକ୍ଷେତ୍ରରେ ବିଶ୍ବ ବୈଷ୍ଣବ ସମ୍ମିଳନୀର ୨ୟ ଅଧିବେଶନ

ପୁରୀ: ଶ୍ରୀକ୍ଷେତ୍ରରେ ବିଶ୍ବ ବୈଷ୍ଣବ ସମ୍ମିଳନୀ ୨ୟ ଅଧିବେଶନ । ଏହି କାର୍ଯ୍ୟକ୍ରମରେ କଟକର ବାରବାଟି ବିଧାୟକ ମହମ୍ମଦ ମୋକିମ୍ ଏବଂ ଲୋକସେବକ ମଣ୍ଡଳ ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ ପ୍ରଭାସ ଆଚାର୍ଯ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହ ମଞ୍ଚରେ ବହୁ

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ନିର୍ବାଚନ କମିଶନଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର: ସାମ୍ବାଦିକଙ୍କ ଉପରେ ଆକ୍ରମଣ ନେଇ ନିର୍ବାଚନ କମିଶନଙ୍କୁ ଭେଟିଲେ ରାଜ୍ୟର ବରିଷ୍ଠ ସାମ୍ବାଦିକ । ସାମ୍ବାଦିକଙ୍କୁ ସୁରକ୍ଷା ଦିଅ, ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅ । ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖା ଦେଇଛି । ଏହାରି ମଧ୍ୟରେ ବିଭିନ୍ନ

ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ମାରି ଛଡେଇ ନେଲେ ଭୋଟବାକ୍ସ

ଭଦ୍ରକ : ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ରବିବାର ଥିଲା ତୃତୀୟ ପର୍ଯ୍ୟାୟ ମତଦାନ। କୋହ୍ଲ ପଞ୍ଚାୟତର ୪ ନନମ୍ବର ବୁଥ୍‌ରେ ଉତ୍ତେଜନା ଦେଖାଦେଇଛି। ବାଲଟ ପେପର ଫୋଲ୍ଡିଂରେ ତ୍ରୁଟି ଯୋଗୁ ଚିହ୍ନ ଦେଖାଯାଉ ନ ଥିବାରୁ ଲୋକେ ଉତ୍ତ୍ୟକ୍ତ ହୋଇ ମତଦାନ କେନ୍ଦ୍ର ବନ୍ଦ କରି ଦେଇଥିଲେ। ଏପରିକି