୫୦ କିଲୋ ଗଂଜେଇ ଜବତ,ଜଣେ ଗିରଫ…

ବ୍ରହ୍ମପୁର : ଦିଗପହଣ୍ଡି ନିକଟସ୍ଥ ଡ଼େଙ୍ଗାପଦାର ଇନ୍ଦ୍ରା ଆବାସ ଛକ ନିକଟରୁ ୫୦ କିଲୋ ଗଂଜେଇ ସହ ଜଣେ ଗଞ୍ଜେଇ ଚାଲାଣକାରୀ ଗିରଫ କରିଛି ବ୍ରହ୍ମପୁର ଅବକାରୀ ମଣ୍ଡଳ ବିଭାଗ । ତାହା ସହ ଗୋଟିଏ ଅଟୋ ଜବତ ହୋଇଛି । ଅଭିଯୁକ୍ତ ଜଣକ ଅଡ଼ବା ଥାନା ଅଧିନ ପାଣିଗୁଣ୍ଡା ଗ୍ରାମର ଅଭିଜିତ ସିଂ(୨୭) । ଗଂଜେଇ ଚାଲାଣ ସମୟରେ ଇନ୍‌ସପେକ୍ଟର ଏକ୍ସଇ ବ୍ରହ୍ମପୁର ଟିମ ଜରିଆରେ ରେ ଗଂଜେଇ ଜବତ ହୋଇଛି l

nis-ad
Leave A Reply

Your email address will not be published.