କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ୩ ଘଣ୍ଟା ପରେ ଉଦ୍ଧାର…

ଭୁବନେଶ୍ୱର : କଲେଜ ସମ୍ମୁଖରୁ ଛାତ୍ରଙ୍କୁ ଉଠାଇନେଲେ ଦୁର୍ବୃତ୍ତ । ପ୍ରଥମ ବର୍ଷର ଇଞ୍ଜନିୟରିଂ ଛାତ୍ରଙ୍କୁ ଖଣ୍ଡଗିରିରୁ ଅପହରଣ କରି ଜଟଣୀ ନେଇଯାଇଥିଲେ ଅଭିଯୁକ୍ତ । ପ୍ରୀତମ ଷଡ଼ଙ୍ଗୀ ନାମକ ଛାତ୍ରଙ୍କୁ ଏକ ବୁଲେଟରେ ଉଠାଇନେଇଥିଲେ । ଅଭିଯୋଗ ପରେ ଖଣ୍ଡିଗରି ଥାନା ପୋଲିସ ଛାତ୍ରଙ୍କୁ ଉଦ୍ଧାର କରିଥିଲା ।

ଗତକାଲି ରାତି ସାଢ଼େ ୯ଟାରେ ଅପହରଣ କରିବା ପରେ ରାତି ପ୍ରାୟ ୧୨ଟା ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ ।

nis-ad
Leave A Reply

Your email address will not be published.