ପୋଖରୀରେ ବୁଡି ଜଣେ ମୃତ୍ୟୁ

ଛତ୍ରପୁର : ପୋଖରୀରେ ବୁଡି ଯୁବକର ମୃତ୍ୟୁ । ମୃତ୍ୟୁ ଜଣକ ହେଲେ ଖୁରିଗାଁର ପ୍ରସନ୍ନ ମହାପାତ୍ରଙ୍କ ପୁଅ ସୁମିତ ମହାପାତ୍ର (ପିଙ୍କୁ) । ସୂଚନା ଥାଉକି ମଙ୍ଗଳବାର ବିଳମ୍ବିତ ରାତ୍ରରେ ପିଙ୍କୁଙ୍କ ଜଣେସଂପର୍କୀୟଙ୍କ ମୃତ୍ୟୁଘଟିଥିଲା । ଶେଷକୃତ୍ୟ ସାରିବା ପରେ ପିଙ୍କୁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ କୈାଣସି କାରଣ ବସତଃ ସେ ପୋଖରୀରେ ବୁଡି ଯାଇଥିଲେ । ଛତ୍ରପୁର ଅଗ୍ନିଶ୍ରମ କର୍ମଚାରୀମାନେ ତାକୁ ଉଦ୍ଧାର କରିଥିଲେ ବୋଲି ଛତ୍ରପୁର ଆସିଷ୍ଟାଣ୍ଡ ଫାୟର ଅଫିସର ଶିଶିରକାନ୍ତ ସିଂ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.