ଧରାପଡ଼ିଲେ ଲୁଟେରା ବାପା, ପୁଅ ସହ ଆଉ ଜଣେ: ୮୦ଟି ମୋବାଇଲ୍‌ ଜବତ

ଧରାପଡ଼ିଲେ ୪୨୦ ବାପ, ପୁଅ । ସାଙ୍ଗ ହୋଇ ଲୁଟୁଥିଲେ, ସାଙ୍ଗ ହୋଇ ବନ୍ଧା ହେଲେ । ଚୋରି ମୋବାଇଲ ଦେଖି ପୋଲିସ ତାଜୁବ୍‌ । ୮୦ଟି ମୋବାଇଲ୍‌ ଜବତ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳରୁ ଲୁଟେରା ବାପା, ପୁଅ ସହ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ ।

କେନ୍ଦୁଆମୁଣ୍ଡି ଗାଁର ସୁଭାକର ମହାକୁଡ ଓ ପୁଅ ଯତୀନ୍ଦୟ ମହାକୁଡ ଗତକାଲି ରାତିରେ ଗିରଫ ହୋଇଛନ୍ତି ।

nis-ad
Leave A Reply

Your email address will not be published.