୬ ଜିଲ୍ଲାକୁ ଛୁଇଁଲା ମୌସୁମୀ, ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଏବେସୁଦ୍ଧା ୬ ଜିଲ୍ଲାକୁ ମୌସୁମୀ ଛୁଇଁସାରିଲାଣି । ଶନିବାର ରାଜ୍ୟର ଆଉ କିଛି ଜିଲ୍ଲାକୁ ଛୁଇଁବ ମୌସୁମୀ । ଉତ୍ତର ଓଡ଼ିଶା ବ୍ୟତୀତ ବାକି ଅଞ୍ଚଳରେ ମୌସୁମୀ ବର୍ଷା ହେବାର ସମ୍ଭାବନା ଅଧିକ । ରାଜଧାନୀରେ ବି ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା.ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନରେ ଏଭଳି ଆଶା ଦେଖାଇଛନ୍ତି ।

nis-ad
Leave A Reply

Your email address will not be published.