ମଦୁଆ ଙ୍କ ପାଇଁ ବ୍ରହ୍ମପୁର ଏସ ପି ଆଣିଲେ କଠୋର ନିୟମ…

ବ୍ରହ୍ମପୁର ପ୍ରତିନିଧି // ନିସର୍ତ୍ତ

ବ୍ରହ୍ମପୁର : ଏସ ପି ଶ୍ରବଣ ବିବେକ ଙ୍କ ନିର୍ଦେଶ କ୍ରମେ ସହର ର ସମସ୍ତ ଥାନା କୁ ନିର୍ଦେଶ କ୍ରମେ ସହରର ବିଭିନ୍ନ ଥାନା ପକ୍ଷରୁ ବର୍ତମାନ ଏହିପରି ନୂଆ ଅଭିଯାନ ଆରମ୍ଭ କରାଯାଇଛି ଯାହାକି ସର୍ବସାଧାରଣର ସ୍ଥାନ ରେ ମଦ ପିଇଲେ ବ୍ରହ୍ମପୁର ପୋଲିସ ନେଵ ଦୃଢ଼ କାର୍ଯ୍ୟାନୁଷ୍ଠାନ l ରାସ୍ତା କଡରେ ମଦ ପିଉଥିବା ଲୋକଙ୍କୁ ପୋଲିସ ଗିରଫ କରିବା ସହ ମାମଲା ମଧ୍ୟ ରୁଜୁ କରିବ ବୋଲି ପୋଲିସ ସୂଚନା ଦେଇଛି l ବିଭିନ୍ନ ଥାନା ପକ୍ଷରୁ ଅନେକ ସ୍ଥାନରେ ପୋଲିସ ପକ୍ଷରୁ ଅଗ୍ରାମୀ ସଚେତନ କରାଇ ଦିଆଯାଇଛି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବାନେର ମଧ୍ୟ ମରାଯାଇଥିବା ଦେଖିବାକୁ ମିଳିଛି l ରାସ୍ତାକଡ଼ ରେ ମଦୁଆ ଙ୍କ ପ୍ରାଦୁଭାବ ଦିନ କୁ ଦିନ ବଢି ଚାଲିଥିବା ବେଳେ ବ୍ରହ୍ମପୁର ଏସ ପି ଙ୍କ ଏହିପରି ପଦକ୍ଷେପ ସ୍ୱାଗତ ଯୋଗ୍ୟ ବୋଲି ବୁଦ୍ଧିଯିବି ମୋହଲ ରେ ପ୍ରଶଂସା କରାଯାଇଛି l ଯଦି କେହି ଏହି ନିୟମ ର ଖିଲାପ କରନ୍ତି ତେବେ ଥାନା କୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଆବଶ୍ୟକ ସ୍ତଳେ କୋର୍ଟଚାଲଣ ମଧ୍ୟ କରାଯିବ ବୋଲି ବ୍ରହ୍ମପୁର ଏସ ପି ଶ୍ରବଣ ବିବେକ ଏମ ସୂଚନା ଦେଇଛନ୍ତି l ଯାହାକି ଏହା ଏକ ସୁନ୍ଦର ପଦକ୍ଷେପ ବୋଲି ସହର ର ବୁଦ୍ଧିଜୀବୀ ଓ ସାଧାରଣ ପ୍ରଶଂସା କରିଛନ୍ତି

nis-ad
Leave A Reply

Your email address will not be published.