ଧର୍ମ ପରାୟଣା ମହିଳାଙ୍କ ପରଲୋକ

ହିଞ୍ଜିଳିକାଟୁ (୨୯।୪ ) : ହିଞ୍ଜିଳିକାଟୁ ଵ୍ଳକ ଅନ୍ତର୍ଗତ ବୁରୁପଡା ଗ୍ରାମର କୁଞ୍ଜଲତା ସାହୁଙ୍କ ଵୁଧବାର ରାତିରେ ଵ୍ରହ୍ମପୁର ଅରଵିନ୍ଦ ନଗର ସ୍ଥିତ ବାସ ଭଵନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ଵର୍ଷ ହୋଇଥିଲା । ମୃତ୍ୟୁ ବେଳକୁ ଚାରିପୁଅ ଦୁଇ ଝିଅ ଊପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ଅଚଂଳରେ ଶୋକ ପ୍ରକାଶ ପାଇଛି ।ପ୍ରଟାଶ ଥାଉକି ଗତବର୍ଷ ତାଙ୍କ ସ୍ବାମୀ ସୁର୍ଯ୍ୟନାରାୟଣ ସାହୁଙ୍କ ପରଲୋକ ଘଟିଥିଲା ।

nis-ad
Leave A Reply

Your email address will not be published.