Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ରଥ ଚକାରେ ଫାଟ, କ୍ଲାମ୍ପ ଓ ନଟବୋଲ୍ଟ ଫିଟିଂ କରାଯାଇ ହେବ ମରାମତି
ପୁରୀ: କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରଥ ଚକାରେ ଫାଟ। କ୍ଲାମ୍ପ ଓ ନଟବୋଲ୍ଟ ଫିଟିଂ କରାଯାଇ ମରାମତି କରାଯିବ। ତେବେ ଏହା କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ତାଳଧ୍ଵଜ ରଥ ମୁଖ୍ୟ ବିଶ୍ଵକର୍ମା ନରସିଂହ ମହାପାତ୍ର।
ସୂଚନାନୁଯାୟୀ, ରଥଯାତ୍ରା ପାଇଁ!-->!-->!-->…
୨୫ ତମ ଦିନରେ ଠାକୁରାଣୀଙ୍କ ଯାତ୍ରା : ବ୍ଯାଘ୍ରଦେବୀଙ୍କ ମନ୍ଦିରରେ ପଂଚ ଠାକୁରାଣୀଙ୍କ ସହ ମା କାଳୀ…
ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ଫୁଲବାଣୀ :-ଫୁଲବାଣୀ ରେ ମା ନାରାୟଣୀଙ୍କ ସମେତ ପଂଚ ଦେବୀ ପଂଚ ଠାକୁରାଣୀଙ୍କ ଯାତ୍ରାର ୨୫ ତମ ଦିନର ପହଞ୍ଚିଛି। ଏହି ଅବସରରେ ସମଗ୍ର ଫୁଲବାଣୀ ସହର ଉତ୍ସବ ମୁଖରିତ ହୋଇ ଯାଇଛି। ଏହି ଅବସରରେ ଯାତ୍ରା ପଡିଆରେ ପଂଚ ଠାକୁରାଣୀଙ୍କ ସଂନ୍ଧ୍ଯା!-->!-->!-->…
ରଥଖଳା ଚଳଚଞ୍ଚଳ : ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ
ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୩୯ଟି ଚକ ନିର୍ମାଣ ଶେଷ ସରିଛି । ତିନିଟି ଚକ ପାଇଁ ୧୬ଟି ଲେଖାଁଏ ଅର ପଟାରେ ଅର କାର୍ଯ୍ୟ ଶେଷ ହୋଇଛି। ସେହିପରି ଚାରିନାହାକା ଓ ଗୟଳ କାର୍ଯ୍ୟ ଶେଷ ହୋଇଥିବାବେଳେ ଚଉଦ ନାହାକ କାର୍ଯ୍ୟ ଆରମ୍ଭ!-->…
ତିନିରଥର ୪୦ଟି ଚକ ନିର୍ମାଣ ଶେଷ
ପୁରୀ: ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ପ୍ରକ୍ରିୟା ଜୋର ଧରିଛି । ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ୪୦ଟି ଚକ ନିର୍ମାଣ ଶେଷ ସରିଛି । ମୁହାଣ୍ଟ, ନିରାଡ଼ି ଓ ଭୂଇଁ ଚଉପଟ କାମ ବି ଶେଷ ହୋଇଛି। ଏହାପରେ ଚାରିନାହାକା ଚଉପଟ ସହ ଭୂଇଁ ନିର୍ମାଣ ପାଇଁ ଓରାରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି।
!-->!-->!-->…
ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ
ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବବିହାରରେ ସମ୍ପର୍ଣ୍ଣ ହୋଇଛି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ । ଆଜି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ଏହି ଅବସରରେ ବିଶ୍ୱଭୂଷଣ ହରିଚନ୍ଦନ!-->…
ହିଞ୍ଜିଳିକାଟୁ : ଶ୍ରୀ ରାମଚରିତ ମାନସ ପରାୟଣ ଓ ପ୍ରବଚନ ଉଦ୍ଯାପିତ…
ହିଞ୍ଜିଳିକାଟୁ : ଭଗବତ କଥା ବିଚରଣ ପରିଷଦ ତରଫରୁ ହିଞ୍ଜିଳିକାଟୁ ପାଟଣାସାହି ସ୍ଥିତ ଲକ୍ଷ୍ମୀନୃସୀଂହ ମନ୍ଦିର ପ୍ରାଙ୍ଗଣରେ ୧୭ ତାରିଖ ଠାରୁ ଚାଲିଥିବା ୯ ଦିନ ଵ୍ୟାପି ଶ୍ରୀ ରାମଚରିତ ମାନସ ନବାହ୍ନ ପରାୟଣ ଓ ପ୍ରବଚନ ଵୁଧବାର ରାତି ଉଦଯାପିତ ହୋଇଯାଇଛି । ଏଥିରେ ପ୍ରବଚକ ଭାବେ!-->!-->!-->…
ସମସ୍ତେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରିବା ଉଚିତ୍: ବିଜେଡି
ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଟି ଶ୍ରୀମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରସ୍ତୁତ ଏବଂ ଅନୁମୋଦନ କରାଯାଇଛି । ପ୍ରଥମତଃ ସାଧାରଣ ଲୋକେ ଏବଂ ବିଭିନ୍ନ ସଂଗଠନର ମତାମତ ପାଇଁ ଏହି ଯୋଜନାକୁ ପବ୍ଲିକ ଡୋମେନରେ ରଖାଯାଇଥିଲା । ଏହାପରେ ପରିଚାଳନା କମିଟି ଦ୍ୱାରା ଏହି ଯୋଜନା!-->…
ଶ୍ରୀଗୁଣ୍ଡିଚା ଯାତ୍ରା ନୀତି ନିର୍ଘଣ୍ଟ ଚୁଡ଼ାନ୍ତ: ହାତୀବେଶରେ ତିନିଘଣ୍ଟା ଧରି ଦର୍ଶନ ଦେବେ ମହାପ୍ରଭୁ
ପୁରୀ: ଆସନ୍ତା ଜୁନ୍ ୧୪ ତାରିଖରେ ହେବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ଦୁର୍ଲଭ ହାତୀବେଶରେ ତିନିଘଣ୍ଟା ଧରି ଦର୍ଶନ ଦେବେ। ଶ୍ରଦ୍ଧାଳୁମାନେ ନିବିଘ୍ନରେ ମହାପ୍ରଭୁମାନଙ୍କ ଦର୍ଶନ କରିପାରିବେ। ତେବେ ଶ୍ରଦ୍ଧାଳୁ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ କରିପାରିବେ!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସର୍ବଦଳୀୟ ପ୍ରତିନିଧି
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ । ଜଗତଗୁରୁ ଶଙ୍କରାଚାର୍ଯ୍ୟକୁ ଭେଟିଲେ ପ୍ରକଳ୍ପକୁ ସମର୍ଥନ କରୁଥିବା ଵ୍ୟକ୍ତିବିଶେଷ ଓ ବିରୋଧ କରୁଥିବା ବ୍ୟକ୍ତିବିଶେଷ । ଏହି ପ୍ରସଙ୍ଗରେ ଆଲୋଚନା କରିବା ପରେ ଶଙ୍କରାଚାର୍ଯ୍ୟକୁ ସମାଧାନର ବାଟ ଖୋଜି ପରାମର୍ଶ ଦେବେ । ଏଭଳି ଆଶା!-->…
ଏମାର ମଠ ଖନନ ସ୍ଥଳରେ ସରିଲା GPR ସର୍ଭେ
ପୁରୀ: ଏମାର ମଠ ଖନନ ସ୍ଥଳରେ ସରିଲା Ground Penetrating Radar Survey(GPRS) । ଏମାର ମଠର ଖନନ ସ୍ଥଳରେ ଆଜି(ମଙ୍ଗଳବାର) GPR ସର୍ଭେ କରାଯାଇଛି । ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣାପଡିଛି । ଏଥିସହିତ ଏମାର ମଠ ଜାଗାରେ ବି ସର୍ଭେ କରୁଥିବା ଦେଖିବାକୁ!-->…