Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
ସମ୍ବଲପୁରରେ ପାଳିତ ହୋଇଛି ପ୍ରସିଦ୍ଧ ଶୀତଳ ଷଷ୍ଠୀ
ଜ୍ୟୈଷ୍ଠ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା'ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଏ।ପୁରାଣରେ ଥିବା ତଥ୍ୟ ଅନୁଯାୟୀ ମାତା ସତୀ ଦେହତ୍ୟାଗ କରିବା ପରେ ମହାଦେବ ରୁଦ୍ର ଅବତାର ଧାରଣ କରିଥିଲେ। ପରେ ମାତା ଦ୍ୱିତୀୟ ଅବତାର ରୁପେ ପର୍ବତ!-->…
ଆଖଣ୍ଡଳମଣି ପୀଠରେ ଦେବଦମ୍ପତିଙ୍କ ବିବାହ
ଆରଡ଼ି: ପବିତ୍ର ଶୀତଳଷଷ୍ଠୀରେ ଶନିବାର ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଦେବ ଦେବ ମହାଦେବ ଓ ମାତା ପାର୍ବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରତିବର୍ଷ ଏହି ପୀଠରେ ଶିବବିବାହ ଅନୁଷ୍ଠିତ ହୋଇଆସୁଛି। ବାବା ଆଖଣ୍ଡଳମଣି ବର ଓ ମାତା ପାର୍ବତୀ ସାଜିଲେ କନ୍ୟା। ସମ୍ପୂର୍ଣ୍ଣ!-->…
ସ୍ନାନ ପୂର୍ଣ୍ଣିମା ନେଇ ଦଇତାପତିଙ୍କ ସହ ଏସପିଙ୍କ ବୈଠକ
ପୁରୀ: ସ୍ନାନ ପୂର୍ଣ୍ଣିମା ନେଇ ଦଇତାପତିଙ୍କ ସହ ଏସପିଙ୍କ ବୈଠକ। ପହଣ୍ଡିର ଦୁଇଘଣ୍ଟା ପୂର୍ବରୁ ପରିମାଣିକ ଟିକେଟ ପାଇଁ ଭକ୍ତଙ୍କୁ ଛାଡିବାକୁ ପ୍ରସ୍ତାବ। ସ୍ନାନ ବେଦୀ ଉପରେ ବିଶୃଙ୍ଖଳିତ ଆଚରଣ ରୋକିବା ପାଇଁ ଟିଭି ଓ ସିସିଟିଭର ବ୍ୟବସ୍ଥା କରିବା ପାଇଁ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ!-->…
ଦୁଲୁକୁଛି ସମ୍ବଲପୁର, ଆଜି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ
ସମ୍ବଲପୁର: ଦୁଲୁକୁଛି ସମ୍ବଲପୁର । ଆଜି ଦେବ ଦମ୍ପତିଙ୍କ ବାହାଘର । ଝାଡ଼ୁଆପଡ଼ାର ଲୋକନାଥ ବାବା, ବଡ଼ବଜାରର ଶିତଳେଶ୍ବର ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ନନ୍ଦପଡ଼ାର ବମବରାଡ ବାଲୁଙ୍କେଶ୍ବର ବାବାଙ୍କର ହେବ ବିବାହ ଉତ୍ସବ । ମଧ୍ୟରାତ୍ରୀରେ ବରବେଶରେ ବାହାରିବେ ଦେବଦେବ ମହାଦେବ ।!-->…
ଶ୍ରୀ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ : ବୈଠକ ଡାକିଲେ ଉପଜିଲ୍ଲାପାଳ
ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ସୃଷ୍ଟି ହୋଇଥିବା ନୀତି ବିଭ୍ରାଟର ସମାଧାନ ପାଇଁ ଉପଜିଲ୍ଲାପାଳ ଡାକିଲେ ବୈଠକ । ସେବାୟତଙ୍କ ସହ ବୈଠକରେ ଆଲୋଚନା ହେବ । ଆଲୋଚନାରୁ ସମାଧାନର ବାଟ ବାହାରିବାର ସମ୍ଭାବନା ରହିଛି । ହେଲେ, ଏପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ସ୍ୱାଭାବିକ ହୋଇନଥିବା!-->…
ରଥଖଳା : ଦେବଦଳନ ରଥର ଗୋଟିଏ ଚକର ପଇରେ ଫାଟ
ପୁରୀ : ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ମାସେରୁ କମ୍ ସମୟ ରହିଲା । ଆସନ୍ତା ଜୁଲାଇ ୧ରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡ଼ଦାଣ୍ଡରେ ଭକ୍ତଙ୍କ ମେଳରେ ରଥାରୂଢ଼ ହେବେ କାଳିଆ ସାଆନ୍ତ। ରଥଖଳାରେ ରଥ ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି। ଏଥିପାଇଁ ବିଶ୍ଵକର୍ମା,!-->…
ରଥଯାତ୍ରା ପାଇଁ ଶେଷ ହେଲା ଦ୍ବିତୀୟ ସମନ୍ୱୟ ବୈଠକ
ପୁରୀ : ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶେଷ ହୋଇଛି ଦ୍ବିତୀୟ ସମନ୍ୱୟ ବୈଠକ। ପୁରୀ ଟାଉନ ହଲରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ । ଏହି ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ରଥଯାତ୍ରା ସମୟରେ ଭକ୍ତଙ୍କ ଯେପରି କିଛି ଅସୁବିଧା ନହେବ, ସେଥିପାଇଁ!-->…
ପୁରୀ ଗଙ୍ଗାମାତା ମଠରେ ରହିଛି ଗୁପ୍ତ ସୁଡ଼ଙ୍ଗ: ଶ୍ରୀମନ୍ଦିରକୁ ଗୁପ୍ତ ରାସ୍ତା ଥିବା ଅନୁମାନ
ପୁରୀ: ଶ୍ରୀମନ୍ଦିର ନିକଟସ୍ଥ ବାଲିସାହିଠାରେ ଗଙ୍ଗାମାତା ମଠରେ ରହିଛି ଗୁପ୍ତ ସୁଡ଼ଙ୍ଗ । କୁହାଯାଉଛି, ଏହି ସୁଡଙ୍ଗରେ ରହିଛି ଅନେକ ଇତିହାସ । ସୁଡଙ୍ଗ ତଳେ ଏକ ଗୁପ୍ତ ପ୍ରକୋଷ୍ଠ ରହିଛି । ଏହି ପ୍ରକୋଷ୍ଠକୁ ବର୍ତ୍ତମାନ ସୁଦ୍ଧା ଖୋଲାଯାଇ ପାରିନାହିଁ କି କେହି ପ୍ରବେଶ ବି କରିପାରି!-->…
ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମରାମତି ହେବ ସ୍ନାନବେଦୀ
ପୁରୀ: ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀର ମରାମତି ହେବ। ତେବେ ମରାମତି ହେବା ନେଇ ଏଏସ୍ଆଇ ସହ ଆଲୋଚନା ହୋଇଛି ବୋଲି ପୁରୀ ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।
ସେହିପରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଦ୍ବିତୀୟ ରଥଯାତ୍ରା ସମନ୍ବୟ ବୈଠକ ଅନୁଷ୍ଠିତ ହେବ ।!-->!-->!-->…
ଗୁରୁଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ରଖିଲେ କିନ୍ନର
ଭୁବନେଶ୍ବର: ଆଜି ପବିତ୍ର ସାବିତ୍ରୀ ବ୍ରତ । ଏହି ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିରରେ ସଧବା ନାରୀମାନେ ବ୍ରତ ପାଳନ କରୁଥିବା ବେଳେ ଭୁବନେଶ୍ୱରରେ କିନ୍ନର ମାନେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳରେ ପୂଜାର୍ଚ୍ଚନା କରିଛନ୍ତି । ଓଡ଼ିଶା!-->…