ସ୍ନାନ ପୂର୍ଣ୍ଣିମା ନେଇ ଦଇତାପତିଙ୍କ ସହ ଏସପିଙ୍କ ବୈଠକ

ପୁରୀ: ସ୍ନାନ ପୂର୍ଣ୍ଣିମା ନେଇ ଦଇତାପତିଙ୍କ ସହ ଏସପିଙ୍କ ବୈଠକ। ପହଣ୍ଡିର ଦୁଇଘଣ୍ଟା ପୂର୍ବରୁ ପରିମାଣିକ ଟିକେଟ ପାଇଁ ଭକ୍ତଙ୍କୁ ଛାଡିବାକୁ ପ୍ରସ୍ତାବ। ସ୍ନାନ ବେଦୀ ଉପରେ ବିଶୃଙ୍ଖଳିତ ଆଚରଣ ରୋକିବା ପାଇଁ ଟିଭି ଓ ସିସିଟିଭର ବ୍ୟବସ୍ଥା କରିବା ପାଇଁ ଦଇତାପତି ନିଯୋଗ ପକ୍ଷରୁ ପ୍ରସ୍ତାବ ଦେଇଛନ୍ତି। ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଦଇତାପତି ନିଯୋଗର ପକ୍ଷରୁ ସୂଚନା‌ ଦିଆଯାଇଛି।

nis-ad
Leave A Reply

Your email address will not be published.