Browsing Category

ଧର୍ମ ସଂସ୍କୃତି

ଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ନୀତି…

ପୁରୀ : ଆଜି ପଙ୍କୋଦ୍ଧାର ଏକାଦଶୀ । ପୁରୀର ପ୍ରଭୁ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ହେବ । ବର୍ଷର ଆଜି ଗୋଟିଏ ଦିନ ପ୍ରଭୁ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଲୋକନାଥ

ବ୍ରହ୍ମାକୁମାରୀ ଛତ୍ରପୁର ସଂଗଠନ ପକ୍ଷରୁ ଶିବ ପରମାତ୍ମାଙ୍କ ବାଣୀ ପ୍ରଚାର ଅଭିଯାନ ଜାରୀ…

ଛତ୍ରପୁର :ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି କେନ୍ଦ୍ର ପକ୍ଷରୁ ଚୈତନ୍ୟ ଝାଙ୍କିର ସୁସଜ୍ଜିତ ରଥ ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମରେ ପରିଭ୍ରମଣ କରିଥିଲା । ନିକଟ ଭବିଷ୍ୟତରେ ଆସିବାକୁ ଥିବା ସତ୍ୟଯୁଗୀ ଦୈବୀ ଦୁନିଆର ଏହା

ଜାଗର ଯାତ୍ରା ପାଇଁ ସ୍ଥିର ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିନିର୍ଘଣ୍ଟ

ଭୁବନେଶ୍ୱର: ଫେବ୍ରୁଆରୀ ୧୮ ତାରିଖରେ ପାଳନ ହେବ ପବିତ୍ର ମହାଜାଗର । ଏଥିପାଇଁ ରାଜଧାନୀର ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା ପାଇଁ ନୀତିନର୍ଘଣ୍ଟ ସ୍ଥିର ହୋଇସାରିଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସମୟ ନିର୍ଦ୍ଧାରଣ କରାଯାଇଛି । ଏହା ସହିତ ଅନ୍ୟ ପୂଜାବିଧି ପାଇଁ ମଧ୍ୟ

ଗୋକନେଶ୍ୱର ଶ୍ୟାମା ଦଣ୍ଡ କାଳୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠାର ୧୨ ତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ…

ବ୍ରହ୍ମପୁର : ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଗୋକନେଶ୍ୱର  ମା ଶ୍ୟାମା ଦଣ୍ଡକାଳୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ  ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ପ୍ରଯ୍ୟନ୍ତ  ତିନିଦିନ ବ୍ୟାପୀ ପାଳିତ ହୋଇଯାଇଛି। ଏହି ଅବସରରେ ସୂର୍ଯ୍ୟ ପୂଜା, ଷୋଡଶ ଉପଚାର, ବେଲ ପତ୍ର ପୂଜା,

ତ୍ରିଦେବ ନଗର ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ଉତ୍ସବ ପାଳନ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାରାୟଣୀ ରୋଡ଼ ତ୍ରିଦେବ ନଗର ବସ୍ତିରେ ବହୁ ଆଡ଼ମ୍ବରରେ ବସ୍ତିର ଇଷ୍ଟଦେବୀ ମାଁ ବ୍ରାହ୍ମଣୀ ଦେବୀଙ୍କ ବାର୍ଷିକ ଉତ୍ସବ ବିରାଜ କୁମାର ପ୍ରଧାନଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ

ଭଦ୍ରକ ଜିଲ୍ଲାର ଦ୍ୱିତୀୟ ଅର୍କକ୍ଷେତ୍ର ବିରଞ୍ଚିନାରାୟଣଙ୍କ ପୀଠରେ ପାଳିତ ହୋଇଛି ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା…

ଭଦ୍ରକ :ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ପାଳିଆବିନ୍ଧା ପଞ୍ଚାୟତର ଥିବା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚିନାରାୟଣଙ୍କ ପୀଠ । ଏଠାରେ ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷ ଏହି ମେଳାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହି ମେଳା ୫ ଦିନ ଧରି ଚାଲିବ।

ମହାଶିବରାତ୍ରି ପାଇଁ ନୀତିନିର୍ଘଣ୍ଟ: ରାତି ୧୦ରେ ଉଠିବ ମହାଦୀପ

ଭୁବନେଶ୍ୱର : ରାତି ୧୦ଟାରେ ଉଠିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ। ପୂର୍ବବର୍ଷ ପରି ଏଥର ମଧ୍ୟ ଭୋର ୩ଟାରେ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ ହେବ। ସେବାୟତଙ୍କ ପରିବାର ଭୋର ୪ଟାରୁ ୫ଟା ମଧ୍ୟରେ ଦର୍ଶନ ପାଇଁ ଉତ୍ତର ଦ୍ୱାର ଦେଇ ଆସିପାରିବେ। ସେହିପରି ପାସ୍‌ଧାରୀ

ରାମଚଣ୍ଡୀ ମନ୍ଦିରରେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ ହୋଇଛି…

ଛତ୍ରପୁର : ଛତ୍ରପୁର ନିକଟରେ ଅବସ୍ଥାପିତ ପୁରାଣପ୍ରସିଦ୍ଧ ଶକ୍ତିପୀଠ ମା'ରାମଚଣ୍ଡୀଙ୍କ ନୂତନମନ୍ଦିର,ପ୍ରାସାଦ ଏବଂ ପାର୍ଶ୍ଵ ଦେବା ଦେବୀଙ୍କ ମୂର୍ତ୍ତି ପ୍ରତିଷ୍ଠା ନିମନ୍ତେ ସପ୍ତ-ମହାଯଜ୍ଞ ଓ ନବଦିନାତ୍ମକ ଯଜ୍ଞାନୁଷ୍ଠାନ ମହୋତ୍ସବ ଆରମ୍ଭ ହୋଇଛି । ମନ୍ଦିର କମିଟୀ, ସେବକ, ଭକ୍ତଙ୍କ

ସରିଲା ଖଣ୍ଡଗିରି ମେଳା, ମେଲାଣି ନେଲେ ସାଧୁସନ୍ଥ

ଭୁବନେଶ୍ୱର : ସରିଲା ଖଣ୍ଡଗିରି ମେଳା । ସକାଳୁ ସକାଳୁ ମନ୍ତ୍ରୋଚାରଣରେ ପ୍ରକମ୍ପିତ ହୋଇଉଠିଥିଲା ଖଣ୍ଡଗିରି । ଯଜ୍ଞକୁଣ୍ଡ ମାନଙ୍କରୁ ବାହାରୁଥିବା ହୋମ ଧୂଆଁର ମହକରେ ମହକି ଉଠିଥିଲା ପୂରା ଖଣ୍ଡଗିରି । ଜଳୁଥିବା ହୋମ କୁଣ୍ଡ ଖଣ୍ଡଗିରି ପାହାଡ଼କୁ ଆଲୋକିତ କରି ଦେଉଥିଲା। ହୋମଯଜ୍ଞ

ଲକ୍ଷ ଲକ୍ଷ ଶ୍ରଦ୍ଧାଳୁୁଙ୍କ ଉପସ୍ଥିତିରେ ଜଳିଲା ଝାଡ଼ଦୀପ…

ଢେଙ୍କାନାଳ: ୧୮୭୪ମସିହାରୁ ଆରମ୍ଭ ହୋଇ ଆସୁଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା ୧୫୦ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଆଜି ଅନୁଷ୍ଠିତ ଏହି ବିଶ୍ୱ ପ୍ରସିଦ୍ଧ ମେଳାରେ ଲକ୍ଷ ଲକ୍ଷ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାର ଜଣାଯାଇଛି । ସନ୍ଧ୍ୟା ୫ଟା୧୫ରେ ଝାଡରେ ଅଗ୍ନୀ ସଂଯୋଗ