Browsing Category

ଆଞ୍ଚଳିକ

ଆସିକା ସମେଇଗୁଡା ଗ୍ରାମରେ ସମ୍ପର୍କରେ ରକ୍ତର ଛିଟା ଭାଇ ଭାଉଜକୁ ହତ୍ୟା.!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାର ସମେଇ ଗୁଡା ଗ୍ରାମରେ ଡ଼ବଲ ହତ୍ୟା। ଆଜି ସକାଳ ୯ ଘଣ୍ଟା ସମୟରେ ଖଣ୍ଡ ଦେଉଳି ପଞ୍ଚାୟତ ସମେଇ ଗୁଡା ଗ୍ରାମ ନିକଟରେ ଥିବା ଏକ ଚାଷ ଜମିରେ ସାନ ଭାଇ ବଡ଼ ଭାଇର ଗଳା କାଟି ହତ୍ୟା କରିବା ପରେ ଭାଉଜ କୁ ଆକ୍ରମଣ କରି ବିଷ ପିଆଇ ଦେଇଥିଲା।

ମା’ ମହୁରୀକାଳୁଆ ଯାତ୍ରା ଉଦଯାପିତ

୮ ଦଳର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ଗାଁ ଦାଣ୍ଡହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଗ୍ରାମରେ ଗତ ୮ ଦିନ ଧରି ଚାଲିଥିବା ମା’ ମହୁରୀ କାଳୁଆଙ୍କ ଯାତ୍ରାତ୍ସେବ ବୁଧବାର ଉଦଯାପିତ ହୋଇଯାଇଛି । ବାଦ୍ୟବାଜଣା ଓ ଭକ୍ତି ନୈବେଦ୍ୟରେ ମା’ଙ୍କୁ ମେଲାଣି ଦିଆଯାଇଛି ।

ସୁନ୍ଦରଗଡ଼ରେ ରାଜଯୋଗିନୀ ଶିବାନୀ

ଅନ୍ତଃମନର ଶାନ୍ତି ହିଁ ବିପରୀତ ପରିସ୍ଥିତିରୁ ମୁକ୍ତି ଦେଇପାରିବସୁନ୍ଦରଗଡ : ଆଜି ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଆନ୍ତର୍ଜାତୀୟଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ବକ୍ତା ରାଜଯୋଗିନୀ ବ୍ରହ୍ମା କୁମାରୀ ଶିବାନୀଙ୍କ ଦ୍ଵାରା ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ

ଅଦାଲତରେ ହାଜର ହେଲେ ବ୍ରହ୍ମପୁର ସାଂସଦ ଡ଼ଃ.ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ପାଠକ ବାପା – ପୁଅ

ବ୍ରହ୍ମପୁର : ଟାଟା କମ୍ପାନୀରେ ଚାକିରୀ କରେଇବା ନେଇ ଠକେଇ ଘଟଣାରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଆଜି ବ୍ରହ୍ମପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀଙ୍କ ଅଦାଲତ ଗ୍ରାମୀଣକୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ସହିତ ଅଭୟ ପାଠକ ଏବଂ - ଆକାଶ ପାଠକ ବି ହଜାର ହୋଇଛନ୍ତି।.

କଳାକାର ମହାସଂଘ କଳାକାରଙ୍କ ଅସ୍ମିତାର ଜାଗ୍ରତ ପ୍ରହରୀ : ରାଜେନ୍ଦ୍ର ପତି

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା କଳାକାର ମହାସଂଘ" ପ୍ରତିଷ୍ଠା ଦିବସ ଅବସରରେ ପ୍ରଥିତଯଶା ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖୁବ୍ କମ୍ ସମୟ ମଧ୍ୟରେ ଆତ୍ମ ପ୍ରକାଶ କରିଥିବା ନିଖିଳ ଓଡ଼ିଶା ବରିଷ୍ଠ କଳାକାର

ସାରସ୍ଵତ ସାଧକ ଭାଗୀରଥି ପାତ୍ରଙ୍କ ୮୬ ତମ ଜୟନ୍ତୀ ଓ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ

ଖଡ଼ିଆଳ ପଟ୍ଟାୟତ ନୀଳଲୋହିତ ଓ କବି ହରପ୍ରସାଦ ପାଇଲେ ଭାଗୀରଥି ସମ୍ମାନନବରଙ୍ଗପୁର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଭାଗୀରଥି ସ୍ମୃତି ସଂସଦ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସାହିତ୍ୟିକ ଭାଗୀରଥି ପାତ୍ରଙ୍କ ୮୬ ତମ

ନିୟନ୍ତ୍ରଣ ବାହାରେ ଦରଦାମ,ଖାଉଟି ବେହାଲ : ମଉଜ ମଜଲିସ ରେ ସରକାର ,ଓ ପ୍ରଶାସନ…!

ଵ୍ରହ୍ମପୁର: ନୂତନ ସରକାର ଗଠନ ହେବା ପରେ ପରେ ବିଭିନ୍ନ ସାମଗ୍ରୀ ର ଦର ହୁଁ ହୁଁ ହୋଇ ବଢ଼ି ଚାଲିଛି। ଲୋକେ ବିଜେପି କୁ ପ୍ରଥମ ଥର ବିଜୟ ର ସ୍ୱାଦ ଚଖାଇ ଥିଲେ "ଆଚ୍ଛେ ଦିନ" ଆସିବ ବୋଲି ଡ଼ବଲ ଇଞ୍ଜିନ ଧକ୍କାରେ ସବୁ ବର୍ଗର ଲୋକେ ମୁହଁରୁ ଏବେ ଦର ବୃଦ୍ଧି ଯୋଗୁଁ ହସ ଉଡ଼ିଯାଇଥିବା ଦେଖିବାକୁ

ଆଇନଜୀବୀଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା କଲା ମାନବ ଅଧିକାର ସୁରକ୍ଷା ମଞ୍ଚ…

ଓକିଲ ସୁରକ୍ଷା ଆଇନ ତୁରନ୍ତ ଲାଗୁ କରାଯାଉ : ଅବନୀ ଗୟା ବ୍ରହ୍ମପୁର, ତା. ୧୩. ୧୧. ୨୦୨୪ ରିଖ ପାରଳାଖେମୁଣ୍ଡି ଓକିଲ ସଂଘ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କୁ ଏସିଡ ଆକ୍ରମଣ ର ଦୃଢ଼ ନିନ୍ଦା କରିଛି ମାନବ ଅଧିକାର ସୁରକ୍ଷା ମଞ୍ଚ l ଆଜକୁ ଘଟଣାର ତିନିଦିନ ବିତିଯାଇଥିଲେ ବି

ଉମରକୋଟ ସ୍ଥିତ ପେଣ୍ଡ୍ରାଣୀ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ଶେଷାନନ୍ଦ ମିଶ୍ରଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା…

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ପେଣ୍ଡ୍ରାଣୀ ଡିଗ୍ରି ମହାବିଦ୍ୟାଳୟର ଅଧ୍ୟାପକ ଯଥା ଅର୍ଥ ନିତି ବିଭାଗ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ବିଗତ କାଲି ୧୨/୧୧/୨୦୨୪ ରିଖ ଅନୁଷ୍ଠିତ ହୋଇ ଯାଇଅଛି।ଅର୍ଥନୀତି ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ ରବୀନ୍ଦ୍ର କୁମାର ମିଶ୍ର

ଅଧାପନ୍ତରିଆ ରାସ୍ତା ଓ ସେତୁ ପାଇଁ ପୁଣି ଖଟିଆରେ ବୁହାହେଲେ ରୋଗୀ…

ମାଲକାନଗିରି : ସ୍ବାଧୀନତାର ଦିର୍ଘ ୭୭ ବର୍ଷ ହେବାପରେ ମଧ୍ୟ ରାଜ୍ୟର ବିଭିନ୍ନ ଅଞ୍ଚଳ ଗ୍ରାମ ସ୍ୱାସ୍ଥ୍ୟ, ରାସ୍ତା ଓ ପାନୀୟ ଜଳର ବ୍ୟବସ୍ଥା ହୋଇପାରି ନଥିବା ବେଳେ ଏହି ଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ । ଗ୍ରାମକୁ ରାସ୍ତା ଏବଂ ସେତୁ ନିର୍ମାଣ