Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ରଣଜୀ ଟ୍ରଫି ବିଜେତାଙ୍କୁ ମିଳିବ ୫ କୋଟି: ଘରୋଇ ପ୍ରତିଯୋଗିତାଗୁଡ଼ିକର ପୁରସ୍କାର ରାଶି ବଢ଼ିଲା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ରବିବାର ଘରୋଇ ପ୍ରତିଯୋଗିତାଗୁଡ଼ିକ ପାଇଁ ପୁରସ୍କାର ରାଶି ବୃଦ୍ଧି କରିଛି। ଏନେଇ ବିସିସିଆଇ ସଂପାଦକ ଜୟ ଶାହା ଘୋଷଣା କରିଛନ୍ତି। ବିସିସିଆଇର ଏହି ଘୋଷଣା ମୁତାବକ ଚଳିତ ବର୍ଷର ରଣଜୀ ଟ୍ରଫି ବିଜେତା ୫ କୋଟି ଟଙ୍କାର ପୁରସ୍କାର!-->…
ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ…
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ମାଦିକୁନ୍ଦା ରିଜର୍ଭ ପଡିଆ ଠାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ ପାତ୍ରଙ୍କ ତତ୍ତ୍ୱାବଧାନରେ ପୁଲିସ ବ୍ରଦରହୁଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି l ଏହି ଟୁର୍ଣ୍ଣାମେଣ୍ଟ ଜିଲ୍ଲାରେ କର୍ତ୍ତବ୍ୟରତ ବିଭିନ୍ନ ସୁରକ୍ଷା ବାହିନୀଙ୍କ!-->!-->!-->…
ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବିଜୟୀ
ବ୍ରହ୍ମପୁର -ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ବନ୍ଧୁତ୍ୱ ମ୍ୟାଚରେ ଲିଜେଣ୍ଟ ୱାରୀୟର ବନାମ ଲିଜେଣ୍ଟ ଚମ୍ପିୟେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଲିଜେଣ୍ଟ ଚମ୍ପିୟେନ ଟସ ଜିତି!-->…
ରାଉରକେଲାରେ ‘ଆଇପିଏଲ୍ ଫ୍ୟାନ୍ ପାର୍କ’
ରାଉରକେଲା : ବଡ଼ ପରଦାରେ ଆଇପିଏଲ୍ ମ୍ୟାଚ୍ର ସିଧା ପ୍ରସାରଣ ହେବ। ଲାଇଭ୍ ମ୍ୟାଚ୍ର ମଜା ନେବାର ସୁଯୋଗ ପାଇବେ କ୍ରିକେଟପ୍ରେମୀ। ଷ୍ଟାଡିୟମରେ ବସି ମ୍ୟାଚ୍ ଦେଖିବା ଭଳି ଅନୁଭୂତି ପାଇବେ। କ୍ରିକେଟ୍ପ୍ରେମୀଙ୍କୁ ଏସବୁ ସୁବିଧା ଯୋଗାଇବାକୁ ଖୋଦ୍ ବିସିସିଆଇ ପକ୍ଷରୁ ‘ଫ୍ୟାନ୍!-->…
ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ : ଦ୍ୱିତୀୟ ସେମିଫାଇନାଲରେ ଆସ୍କା ପାନାସୋନିକ କ୍ରିକେଟ କ୍ଲବ ବିଜୟୀ
ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଆସ୍କା ପାନlସୋନିକ କ୍ରିକେଟ କ୍ଲୁବ ବନାମ ଲିଡସ ସ୍ପୋର୍ଟିଙ୍ଗ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆସ୍କା!-->…
ଆଇପିଏଲ ରୋମାଞ୍ଚ ଜାରି : ଶେଷ ବଲରେ ବାହାରିଲା ରେଜଲ୍ଟ
ଚଳିତ ଆଇପିଏଲରେ ପ୍ରତିଦିନ କ୍ରିକେଟ ପ୍ରେମୀ ରୋମାଞ୍ଚକର ମ୍ୟାଚ୍ ଦେଖିବାରେ ଲାଗିଛନ୍ତି। ପୁଣିଥରେ ଗୋଟିଏ ମ୍ୟାଚ୍ର ରେଜଲ୍ଟ ଶେଷ ବଲରେ ବାହାରିଛି। ପ୍ରଥମେ କୋଲକାତା ନାଇଟ ରାଇଡର୍ସ ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଜ ନିଜର ମ୍ୟାଚ୍ ଶେଷ ବଲରେ ବେଶ ଚମତ୍କାର ଢଙ୍ଗରେ ଜିତିଥିଲେ। ଏହି!-->…
ବିନାୟକ ଆଚାର୍ଯ୍ୟ ସ୍ମାରକୀ କ୍ରିକେଟ ତୃତୀୟ ଦିନ : ଲିଡସ ସ୍ପୋଟିଙ୍ଗ କ୍ଲୁବ ବିଜୟୀ…
ବ୍ରହ୍ମପୁର -ବିନାୟକ ଆଚାର୍ଯ୍ୟ କଲେଜ ପଡିଆ ଠାରେ ଜୁନିୟର କ୍ରିକେଟ କ୍ଲୁବ ପକ୍ଷରୁ ପଞ୍ଚମ ଜ଼ିଲ୍ଲାସ୍ତରୀୟ ବିନାୟକ ଆଚାର୍ଯ୍ୟ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିନ ଲିଡସ ସ୍ପୋର୍ଟିଙ୍ଗି କ୍ଲୁବ ବନାମ ଜେସିସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଜେସିସି ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର!-->!-->!-->…
ଦଲୀପ ଟ୍ରଫିରୁ ବିସିସିଆଇ ଘରୋଇ ଋତୁ ଆରମ୍ଭ : ଫେରିବ ଦେଓଧର ଟ୍ରଫି; ଜାନୁଆରି ୫ରୁ ରଣଜୀ
ମୁମ୍ବାଇ: ବିସିସିଆଇର ଆସନ୍ତା ଘରୋଇ ଋତୁ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଏହାପରେ ବନ୍ଦ ପଡ଼ିଥିବା ଦେଓଧର ଟ୍ରଫି ଆୟୋଜନ କରିବାକୁ ବୋର୍ଡ ଯୋଜନା କରିଛି। ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୨୦୨୩-୨୪ ଋତୁର ପ୍ରାଥମିକ ଖେଳସୂଚୀରେ ଜୁନ୍ ୨୮ ରୁ ଜୁଲାଇ ୧୬ ମଧ୍ୟରେ ଦଲୀପ ଟ୍ରଫି ଆୟୋଜନ!-->…
୫ଟି ଛକା ମାରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିବା ରିଙ୍କୁ ସିଂହ ଏକଦା ଗ୍ୟାସ ଗୋଦାମରେ ରହୁଥିଲେ
ନୂଆଦିଲ୍ଲୀ: ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ଅସମ୍ଭବକୁ ସମ୍ଭବ କରିଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରିଙ୍କୁ ସିଂହଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।କୋଲକାତାକୁ ମ୍ୟାଚ୍ ଜିତିବା ପାଇଁ ଶେଷ ୫ ବଲରେ ୨୮ ରନ ଦରକାର ଥିବା ବେଳେ ରିଙ୍କୁ କ୍ରମାଗତ ୫ଟି ଛକା!-->…
ଭାରତ-ପାକ୍ ବିବାଦ ପାଇଁ ବିଶ୍ବକପ୍ ସୂଚୀ ବିଳମ୍ବିତ
ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍ ବିଶ୍ବକପ୍କୁ ଆଉ ପାଖାପାଖି ୬ ମାସ ସମୟ ରହିଲା। ହେଲେ ଏପର୍ଯ୍ୟନ୍ତ ଏହି କ୍ରିକେଟ ମହାକୁମ୍ଭର ଖେଳସୂଚୀ ପ୍ରସ୍ତୁତ ହୋଇପାରୁନି। ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ କନ୍ଦଳକୁ ଏଥିପାଇଁ ଦାୟୀ କରାଯାଉଛି। ସମାନ ଘଟଣା!-->…