ବିଡିଏ ର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ୪୨ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓ ସାଧାରଣ ଉଦ୍ୟୋଗ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର

ଦୁର୍ଘଟଣାକୁ ଆଡେଇବା ପାଇଁ ରେଳବାଇ ‘କବଚ’ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ପାଇଁ ଦାବୀ

ମିଳିତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଡାକରାକୁ ସମର୍ଥନ ବ୍ରହ୍ମପୁର : ପ୍ରତି ବର୍ଷ ବହୁ ସଂଖ୍ୟାରେ ବୃଦ୍ଧି ପାଉଥିବା ରେଳ ଦୁର୍ଘଟଣାରେ ହଜାର ହଜାର ଯାତ୍ରୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି, ଯାତ୍ରୀଙ୍କ ସୁରକ୍ଷାରେ କେନ୍ଦ୍ର ସରକାରଙ୍କ ଚରମ ଅବହେଳା ବିରୁଦ୍ଧରେ ଆଜି ମାନବ ଅଧିକାର

କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରଫ, ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଗିରଫ । ଆୟ ବହିର୍ଭୁତ ସଂପତ୍ତି ଠାବ ପରେ ଗିରଫ କଲା ଭିଜିଲାନ୍ସ । ଆଜି ଭୋର ୩ଟା ପର୍ଯ୍ୟନ୍ତ ତାଙ୍କ ଘରେ ରେଡ୍ ଚାଲିଥିଲା । ରେଡ୍ ବେଳେ ତାଙ୍କ ଘରୁ ୨୫ ଭରି ସୁନା, ନଗଦ ୧୪ ଲକ୍ଷ ୮୦ ହଜାର

ମିଳିଲା ନିଖୋଜ ହେଲିକପ୍ଟରର ଭଗ୍ନାବଶେଷ, ୧୭ ମୃତ ଦେହ ଉଦ୍ଧାର

ମସ୍କୋ: ଋଷିଆର ସୁଦୂର ପୂର୍ବାଞ୍ଚଳରେ ନିଖୋଜ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦୁଃଖଦ ଖବର ସାମ୍ନାକୁ ଆସିଛି। ବିମାନରେ ଥିବା ୨୨ ଜଣଙ୍କ ମଧ୍ୟରୁ ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ହେଲିକପ୍ଟରର ଭଗ୍ନାବଶେଷ ମଧ୍ୟ ଠାବ କରାଯାଇଛି ବୋଲି ରୁଷ୍ ଅଧିକାରୀମାନେ ଆଜି କହିଛନ୍ତି। ରୁଷର

ଗୋରୁକୁ ବଞ୍ଚେଇବାକୁ ଯାଇ ଯାତ୍ରୀବାହୀ ମାଳତୀ ବସ ଦୁର୍ଘଟଣାଗ୍ରସ୍ତ

ବାଲିଗୁଡା, ୦୧/୦୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି I ମାଳତୀ ବସ ନମ୍ବର OR-12-C- 2142 ଆସିକା ଠାରୁ ମୁନିଗୁଡା ଅଭିମୁଖେ ଯାଉଥିଲା I ଗାଇ

ବାର୍ଡ ଫ୍ଲୁ ସନ୍ଦେହ : ରାସ୍ତା କଡ଼ରୁ ୪ ବସ୍ତା ମୃତ କୁକୁଡ଼ା ଠାବ

କେନ୍ଦ୍ରାପଡ଼ା: ରାସ୍ତା କଡ଼ରୁ ମିଳିଲା ୪ ବସ୍ତା ମୃତ କୁକୁଡ଼ା । ଡେରାବିଶ ଥାନା ନରସିଂହପୁର ପଞ୍ଚାୟତ ବାଇକିଆ ରାସ୍ତାରେ ପଡ଼ିଛି ୪ ବସ୍ତା ମୃତ କୁକୁଡା । ତେବେ କିଏ ଓ କାହିଁକି ମୃତ କୁକୁଡ଼ା ଫିଙ୍ଗିଛି ତାହା ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ବାର୍ଡ ଫ୍ଲୁ ଏହାର କାରଣ ହୋଇଥିବା ନେଇ

ଡେଙ୍ଗୁ ଓ ମ୍ୟାଲେରିଆ ନିରୋଧୀ ସଚେତନତା ଶୋଭାଯାତ୍ରା

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସଦର ମହକୁମାରେ ପରିବର୍ତ୍ତନ ଏବଂ ଉପଖଣ୍ଡ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଡେଙ୍ଗୁ ଓ ମ୍ୟାଲେରିଆ ନିରୋଧୀ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଆଶାକର୍ମୀ ମାନଙ୍କୁ ନେଇ ଏକ ବୈଠକ ଜରିଆରେ ଡେଙ୍ଗୁ ଓ ମ୍ୟାଲେରିଆ କିପରି ଭାବରେ

ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ, ୭ ଶିକାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ତମଣ୍ଡୋ କାଶିପୁର ମୌଜା ବଳିଆପଡା ଗାଁ ଖେଳ ପଡିଆ ପାଖରୁ ଜବତ । ଘଟଣାରେ ୭ ଜଣ ଶିକାରୀ ଗିରଫ ହୋଇଛନ୍ତି । ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ନଗର ବନଖଣ୍ଡ। ପ୍ରଥମେ ୪ ଜଣ ଓ ପରେ ୩ ଜଣଙ୍କୁ ଗିରଫ କରାଯିବା ସହ

ବ୍ରାଜିଲରେ ବ୍ୟାନ୍‌ ହେଲା ‘X’

ବ୍ୟାନ୍‌ ହେଲା ମାଇକ୍ରୋବ୍ଲଗିଂ ସାଇଟ୍‌ 'ଏକ୍ସ' ବା ଟ୍ୱିଟର୍‌। ଶନିବାର ବ୍ରାଜିଲ ସରକାର ଏହା ଉପରେ ବ୍ୟାନ୍‌ ଲଗାଇଛନ୍ତି। ଫଳରେ ଏହା ବ୍ରାଜିଲରେ ଆଉ କାମ କରୁନି। ବର୍ତ୍ତମାନ ବ୍ରାଜିଲର ଉପଭୋକ୍ତାମାନେ 'X'ର ସେବା ବ୍ୟବହାର କରିପାରିବେ ନାହିଁ। ଉଭୟ ମୋବାଇଲ୍ ଏବଂ ୱେବ୍ ସଂସ୍କରଣରେ ସେବା

ନକଲି ପୋଲିସ ଅଫିସର ଗିରଫ

ଭୁବନେଶ୍ବର: ନକଲି ପୋଲିସ କୁ ବାନ୍ଧିଲା ଅସଲି ପୋଲିସ । ପୋଲିସ ଡ୍ରେସ ପିନ୍ଧି ଫେସବୁକ ରେ ଯୁବତୀ ମାନଙ୍କୁ ଫସାଇ ପ୍ରେମ ବିବାହ କରୁଥିଲେ । ଏଭଳି ଜଣେ ନକଲି ପୋଲିସକୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଭଦ୍ରକର ସୁବାସ କଅଁର (୫୫) । ଖବର ମୁତାବକ, ସୁବାସ କଅଁର