ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ, ୭ ଶିକାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠରୁ କଲରାପତରିଆ ବାଘ ଛାଲ ଜବତ । ତମଣ୍ଡୋ କାଶିପୁର ମୌଜା ବଳିଆପଡା ଗାଁ ଖେଳ ପଡିଆ ପାଖରୁ ଜବତ । ଘଟଣାରେ ୭ ଜଣ ଶିକାରୀ ଗିରଫ ହୋଇଛନ୍ତି । ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ିବସିଲା ନଗର ବନଖଣ୍ଡ। ପ୍ରଥମେ ୪ ଜଣ ଓ ପରେ ୩ ଜଣଙ୍କୁ ଗିରଫ କରାଯିବା ସହ ଛାନବିନ୍ ଜାରି ରହିଛି।

nis-ad
Leave A Reply

Your email address will not be published.