ଛତିଆ ନିକଟରେ ବାଇକକୁ ଧକ୍କା ଦେଲା ବସ, ଜଣେ ମୃତ, ଜଳିଗଲା ବସ

ଯାଜପୁର: ଜଳିଗଲା ଚଳନ୍ତା ବସ୍ । ବାଇକ ଚାଳକ ମୃତ। ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଛତିଆ ନିକଟରେ ଘଟିଛି ଦୁର୍ଘଟଣା । ବସଟି ବାଲେଶ୍ବରରୁ ଭୁବନେଶ୍ବରକୁ ଯାଉଥିବାବେଳେ ଏକ ବାଇକକୁ ଧକ୍କା ଦେଇଥିଲା। ଫଳରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପରେ ବସରେ ନିଆଁ…

ଅର୍ଥନୀତିରେ ନୋବେଲ ଘୋଷଣା, ଏଥର ମିଳିତ ଭାବେ ତିନି ଜଣଙ୍କୁ ମିଳିବ ପୁରସ୍କାର

ନିଃସର୍ତ୍ତ ନିୟୁଜ : ୨୦୨୪ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆଜି ସ୍ୱିଡେନର ନୋବେଲ ଆସେମ୍ବଲି ନବୋଲେ ଅର୍ଥନୀତି ପୁରସ୍କାର ଘୋଷଣା କରିଛନ୍ତି। ତିନି ଜଣ ଅର୍ଥଶାସ୍ତ୍ରୀଙ୍କୁ ଦିଆଯିବ ଚଳିତ ବର୍ଷର ନୋବେଲ ଅର୍ଥନୀତି ପୁରସ୍କାର। ବିଜେତା ଭାବେ ଡାରେନ…

ମୁଁ ବିଜେଡିରେ ନାହିଁ, ଏବେ ସ୍ବାଧୀନ: ଅମର ଶତପଥୀ

ଭୁବନେଶ୍ବର: ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ବାଧୀନ। ଏଭଳି ଟିପ୍ପଣୀ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅମର ଶତପଥୀ। ସେ କହିଛନ୍ତି, ମୁଁ ବିଜେଡିରେ ନାହିଁ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ଏଣେ…

ଦୀପାବଳି ପୂର୍ବରୁ ସରକାର ଦେବେ ବଡ଼ ଭେଟି: ୩% ବଢ଼ିବ ମହଙ୍ଗା ଭତ୍ତା!

ନିଃସର୍ତ୍ତ ନିୟୁଜ : କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ଦୀପାବଳି ପୂର୍ବରୁ ମିଳିବ ବଡ଼ ଭେଟି। କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଆଉ ୩% ବୃଦ୍ଧି କରିବେ କେନ୍ଦ୍ର ସରକାର। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।ପ୍ରାଥମିକ ଭାବେ ମହଙ୍ଗା ଭତ୍ତା ବୃଦ୍ଧି ସମ୍ପର୍କରେ…

ଓଡିଶାରୁ ବିଦାୟ ନେଲା ମୌସୁମୀ

ଭୁବନେଶ୍ୱର: ଓଡିଶାରୁ ଅପସାରଣ ହୋଇଛି ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିଛି । ରବିବାର ବିଭିନ୍ନ ଜିଲାରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ ହୋଇଛି। ପାଗ ଅନୁକୂଳ ରହିଥିବାରୁ ଆଗାମୀ ୨ ଦିନ ମଧ୍ୟରେ ସମସ୍ତ ଜିଲାରୁ ମୌସୁମୀ ଫେରିଯିବ ବୋଲି ପାଣିପାଗ ବିଭାଗ…

ପାବୁରିଆଠାରେ ପୂଜ୍ୟ ସ୍ଵାମୀଜୀଙ୍କ ସ୍ମୃତିରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବ୍ରହ୍ମଲୀନ ପୂଜ୍ୟ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ କନ୍ଧମାଳର ଦଳିତ,ଆଦିବାସୀ ଓ ଅବହେଳିତ ଲୋକଙ୍କ ପିଲା ଛୁଆଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ କରିବାକୁ ଅହରହ ଉଦ୍ୟମ କରିଥିଲେ l ତତ୍କାଳୀନ କୌଣସି ସରକାରଙ୍କ ପାଖରେ ଏହି ଆଦିବାସୀ ବହୁଳ ପଛୁଆ ଅଞ୍ଚଳ ପାଇଁ…

ପୋଲିସ ର ଜୁଆ ଆଡ୍ଡା ଉପରେ ଚଢ଼ାଉ : ଜବତ ଟଙ୍କା ଓ ଜୁଆଡ଼ି ଗଲେ କୁଆଡ଼େ…..!

ବ୍ରହ୍ମପୁର: ପୂଜାଋତୁ ଓ ପରମ୍ପରା ର ଆଳ ଦେଖାଇ ଗଞ୍ଜାମ ଜିଲ୍ଲାରେ କୋଣ ଅନୁକୋଣ ରେ ଜୁଆ ଖେଳେ ଏବେ ଚାଲିଛି। ନିସର୍ତ୍ତ ପୂର୍ବରୁ ଖବର ପ୍ରକାଶ କରିଥିଲା ପୋଲିସ ଜୁଆ ଖେଳ ଧରିଲେ ଲାଭ ଛାଡିଲେ ଲାଭ ବୋଲି। ତାହାର ନଗ୍ନ ନମୁନା ଆସିକା ଅଞ୍ଚଳ ରେ ଏବେ ଚର୍ଚ୍ଚାକୁ ଆସିଛି। ଦଶହରା ଦିନ ଆସିକା…

ଜେଲେ ଯାଇବି ସୁଧୁରିଲେନି ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ…!

ଅଜାଡି ହେଉଛି ପ୍ରଶାସନ ଓ ଶାସକ ଦଳର ଆଶୀର୍ବାଦ..! ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଚୋରା ବାଲି ବ୍ୟବସାୟ ପୁଣି ଖୁଲାମ ଖୁଲା ଚାଲିଛି। ଗତ ୨୦୨୩ ଅକ୍ଟୋବର ମାସରେ ବିଜେଡ଼ି ସରକାର ସମୟରେ ଗଞ୍ଜାମ ଜିଲ୍ଲାର ଚୋରା ବାଲି ସମ୍ରାଟ ସମେତ ଆଉ ଦୁଇଜଣ ଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଥିଲା।…

ହକି ଇଣ୍ଡିଆ ଲିଗ: ହରମନପ୍ରୀତ ସବୁଠାରୁ ଦାମୀ, ତାମିଲନାଡୁ ଡ୍ରାଗନ ପକ୍ଷରୁ ଖେଳିବେ ଅମିତ ରୋହିଦାସ

ହକି ଇଣ୍ଡିଆ ଲିଗ୍‌ର ୨୦୨୪-୨୫ ସଂସ୍କରଣ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ନିଲାମୀ ପ୍ରକ୍ରିୟା। ପ୍ରାୟ ୧ହଜାରୁ ଅଧିକ ଭାରତୀୟ ଓ ବିଦେଶୀ ହକି ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଏଯାଏ ହୋଇଥିବା ନିଲାମୀ ପ୍ରକ୍ରିୟା ପରେ ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ ସିଂହ ସବୁଠାରୁ ଦାମୀ…